ଖେଳ

ଆଇପିଏଲ୍‌ରେ ବ୍ରାଏନ ଲାରାଙ୍କ ଏଣ୍ଟ୍ରି: ଏହି ଦଳର ହେଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୨୩।୧୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ ଷ୍ଟେନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଯୋଗ ଦେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ...

ପ୍ରାଇଭେଟ୍‌ ଜେଟ୍‌ ଅଛି କି: ଉତ୍ତରରେ କୋହଲି କହିଲେ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦାମୀ କ୍ରିକେଟର୍‌। ପ୍ରାୟତଃ ତାଙ୍କ ଯାନ ବିଷୟରେ ଆଲୋଚନା କରାଯାଏ। କେବଳ ଏତିକି ନୁହେଁ, ତାଙ୍କର ଏକ ପ୍ରାଇଭେଟ୍‌ ଜେଟ ମଧ୍ୟ ଅଛି ବୋଲି କୁହାଯାଏ। ଏବେ ସେ ନିଜେ ଏ...

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ଏମିତି କାମ କଲେ ଦୁଇ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ସିଡନୀ,୨୩।୧୨: ବିଗ ବ୍ୟାସ ଲିଗ (ବିବିଏଲ୍‌ ୨୦୨୧)ର ଏହି ସିଜିନ୍‌ ଏବେ ଚାଲିଛି। ସିଡନୀ ସିକ୍ସର୍ସ ଏବଂ ଆଡିଲେଡ ଷ୍ଟ୍ରାଇକର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଶଂସକମାନେ ପଡ଼ିଆରେ ଏକ ଭିନ୍ନ ଦୃଶ୍ୟ ପାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସିଡନୀ...

‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’

ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ।...

ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍‌

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍‌। ଯଦି ସିରିଜ୍‌ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ...

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ ଏଥିରେ ସାମିଲ ଅଛି। ବିରାଟ କୋହଲି, ସୁରେଶ ରାଇନା, ଜସପ୍ରିତ ବୁମ୍‌ରା, ନୀତିଶ...

ଫେବୃୟାରୀ ୭ରେ ହୋଇପାରେ ମେଗା ଆଇପିଏଲ୍‌ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି। “ଆଇପିଏଲର...

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା ୪ଟି ସ୍ଥାନ ଉପରକୁ ଉଠି ୨୮ ବର୍ଷୀୟ ଶଟଲର ୧୦ମ ର଼୍ୟାଙ୍କ ହାସଲ...

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ। ବୁଧବାର ଖେଳାଯାଇଥିବା ପ୍ଲେଅପ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୪-୩ ଗୋଲରେ...

ପାକିସ୍ତାନରେ ମନ୍ଦିର ଭଙ୍ଗାରୁଜା ଭିଡିଓ ଶେୟାର କଲେ ଏହି କ୍ରିକେଟର୍‌: ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ

ଇସଲାମାବାଦ୍‌,୨୨।୧୨: ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ମାମଲା ପୁଣି ସାମ୍ନାକୁ ଆସିଛି। ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଏହା ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି। ଧାର୍ମିକ ସ୍ବାଧୀନତା ରକ୍ଷା କରିବାକୁ କାନେରିଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ...

ଗୋଆରେ ଛୁଟି କାଟୁଛନ୍ତି ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ସୁପରହିଟ୍‌। ସାରାଙ୍କ ପ୍ରତ୍ୟେକ ଫଟୋ ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ସାରାଙ୍କର ଏକ ଫଟୋ ଭାଇରାଲ ହେଉଛି। ସାରା ବର୍ତ୍ତମାନ ଗୋଆରେ ଛୁଟି କାଟୁଛନ୍ତି।...

କ୍ଷତି ସହିଲେ କୋହଲି

ନୂଆଦିଲ୍ଲୀ,୨୨।୧୨: ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଦୁଇଟି ଝଟକା ଲାଗିଛି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମେ ସେ ଆଡିଲେଡରେ ଆଶେସ ସିରିଜର କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ହାରିଛି। ଏବେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନରୁ ତଳକୁ ଖସିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri