ଖେଳ

ଅଶ୍ୱିନଙ୍କୁ ଭଜିଙ୍କ ଶୁଭେଚ୍ଛା

କାନପୁର,୨୯।୧୧: ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। କାନପୁର ଟେଷ୍ଟର ୫ମ ଦିନରେ ଟମ୍‌ ଲଥାମ...

ସବୁ କିଛି ପରେ ବି ଜିତିପାରିଲା ନାହିଁ ଭାରତ

କାନପୁର,୨୯।୧୧: ସବୁ କିଛି ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନାହିଁ କାନପୁର ଟେଷ୍ଟର ଫଳାଫଳ। ଶେଷରେ ଡ୍ର’ ସହ ଶେଷ ହୋଇଛି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌। ୨୦୧୮ ପରେ ପ୍ରଥମ...

‘ଯାଦୁ’ ଦେଖାଇଲେ ଜାଡେଜା

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନରେ ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଛନ୍ତି। ପଞ୍ଚମ ଦିନର ପ୍ରଥମ ଅଧିବେଶନ ନ୍ୟୁଜିଲାଣ୍ଡ ସପକ୍ଷରେ...

ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନରେ ଶାର୍ଦ୍ଦୁଲ ଏବଂ ପାରୁଲକରଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ଉଭୟ ଆସନ୍ତା ବର୍ଷ ବିବାହ...

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

କାନପୁର,୨୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟର ଶେଷ ଦିନରେ ଟମ ଲାଥାମଙ୍କ ଉଇକେଟ ନେବା ପରେ ଆର ଅଶ୍ୱିନ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ହରଭଜନ ସିଂଙ୍କୁ ପଛରେ ପକାଇ ଟେଷ୍ଟରେ ଭାରତ ପାଇଁ ତୃତୀୟ ସର୍ବାଧିକ...

ନ୍ୟୁଜିଲାଣ୍ଡ ସ୍ଥିତି ମଜଭୁତ୍‌

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ଶେଷ ଦିନରେ ଏହା ମଧ୍ୟାହ୍ନ ଭୋଜନ ସମୟ ପର୍ଯ୍ୟନ୍ତ ଚତୁର୍ଥ ଦିନର ସ୍କୋରରେ ନ୍ୟୁଜିଲାଣ୍ଡ...

ଟେନ୍‌ସନ୍‌ ବଢାଇଲା ନ୍ୟୁଜିଲାଣ୍ଡ

କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ ସମ୍ପୂର୍ଣ୍ଣ ନିର୍ଭର କରେ। ନ୍ୟୁଜିଲାଣ୍ଡ ଭାରତର ଟେନ୍‌ସନ୍‌କୁ ବଢାଇ ଦେଇଛି। ପଞ୍ଚମ ଦିନ...

ଦୁର୍ଘଟଣାର ସମ୍ମୁଖୀନ ହେଲେ ମହାନ କ୍ରିକେଟର୍‌

ସିଡନୀ,୨୯।୧୧: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ୍‌ ଓ୍ବାର୍ନ ଏକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ପୁଅ ଜ୍ୟାକସନଙ୍କ ସହ ଯାଉଥିବାବେଳେ ବାଇକ୍‌ରୁ ଖସି ପଡିଥିଲେ। କେବଳ ଏତିକି ନୁହେଁ, ସେ ୧୫ ମିଟରରୁ ଅଧିକ ଟାଣି ହୋଇ ପଡିଥିଲେ। ଏହି...

ରୋମାଣ୍ଟିକ୍‌ ହେଲେ କୋହଲି: କହିଲେ, ତୁମେ ମୋ ସହ ଥିଲେ…

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ -୨୦୨୧ ପରେ ବିଶ୍ରାମ ଦିଆଯାଇଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳି ନ ଥିଲେ। ଏହା ପରେ ସେ...

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ପାକିସ୍ତାନକୁ ହରାଇ ଦେଇଛି। ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ...

‘ରାହାନେଙ୍କୁ ବସେଇ ଦିଅ’

କାନପୁର,୨୮।୧୧: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମୁମ୍ବାଇରେ ଆସନ୍ତା ୩ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବସେଇ ଦେବା ଉଚିତ ହେବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରି। କାନପୁରର ଗ୍ରୀନ ପାର୍କରେ...

ଟି୧୦ ଲିଗ୍‌ରେ ୨୩ ବଲରେ ଖେଳିଲେ ୭୭ ରନ୍‌ର ବିସ୍ଫୋରକ ପାଳି

ଆବୁଧାବି,୨୮।୧୧: ଚଳିତ ଆବୁଧାବି ଟି୧୦ ଲିଗ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ନର୍ଦନ ଓ୍ବାରିଅର୍ସ ପାଇଁ ଖେଳୁଥିବା ମୋଇନ ଅଲି ମାତ୍ର ୨୩ ବଲରେ ଖେଳିଥିଲେ ୭୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୩ ଚୌକା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri