ଖେଳ

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ

କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହ ସେ ପ୍ରଥମ ଭାରତୀୟ ଭାବେ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

କାନପୁର,୨୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଉଛି। ଏହି ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଚେତେଶ୍ୱର ପୂଜାରାଙ୍କ ଉପରେ ରନ ସ୍କୋର...

ପୁଣି ଚମକିଲେ ଶ୍ରେୟାସ

କାନପୁର,୨୮।୧୧:କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟର ପ୍ରଥମ...

ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା

ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି । ଶନିବାର-ରବିବାର ରାତିରେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି ।ଏଥର ମେଲରେ ଦିଲ୍ଲୀ...

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ହରାଇ ଦେଇଛି। ପୁଲ୍‌...

ଭାରତର ଦମ୍‌ଦାର ପ୍ରତ୍ୟାବର୍ତ୍ତନ

କାନପୁର,୨୭।୧୧: କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୯ରନ୍‌ରେ ଆଗୁଆ ରହିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଲଡୁଆ ବ୍ୟାଟିଂ...

ବିଶ୍ୱକପ୍‌କୁ ପ୍ରଭାବିତ କଲା ନୂଆ ଭାରିଆଣ୍ଟ

ଲୌସାନ୍ନେ, ୨୭।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌କୁ ଶନିବାର ସ୍ଥଗିତ ରଖି ଦିଆଯାଇଛି। କାରଣ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟା ପୂରା ବିଶ୍ୱକୁ ଡରାଇ ଦେଲାଣି।...

କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର,୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପୁଲ୍‌ ‘ସି’ର ଏକ ମ୍ୟାଚରେ ଏହି ଦଳ ସ୍ପେନ୍‌କୁ ୩-୨ ଗୋଲରେ ପରାସ୍ତ କରିଛି।...

ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ଜାରି ରହିଥିବା ପରାଜୟ ଧାରା ଭାଙ୍ଗିଥିଲା ପାକିସ୍ତାନ। ଟିମ୍‌ ଇଣ୍ଡିଆର ଏହି ପରାଜୟ ପଛରେ...

ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଳା ବାଦଲ

ମୁମ୍ବାଇ,୨୬।୧୧: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଛାୟୀ ହୋଇଯାଇଛି କଳା ବାଦଳ। ଏହି ଗସ୍ତ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାର ଅଛି। ଏହି ସିରିଜ୍‌...

ଗୋଟିଏ ହେଲେ ଉଇକେଟ ନେଇପାରିଲେ ନାହିଁ

କାନପୁର,୨୬।୧୧: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୫୭ ଓଭର ବୋଲିଂ କରିବା ପରେ ମଧ୍ୟ ନ୍ୟୁଜିଲାଣ୍ଡର ଗୋଟିଏ ହେଲେ ଉଇକେଟ ନେଇପାରିନାହାନ୍ତି ଭାରତୀୟ ବୋଲର। ତାହା ପୁଣି ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ...

ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କଲେ ଶ୍ରେୟାସ

କାନପୁର,୨୬ା୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri