ଖେଳ

‘୭ ମିନିଟ୍‌ରେ କୋଚ୍‌ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’

ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଆଜି କର୍ଷ୍ଟନଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କୁ...

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ ଅଧିନାୟକ ବିରାଟ କାନପୁର ଟେଷ୍ଟର ଅଂଶ ନୁହଁନ୍ତି, ସେ ମୁମ୍ବାଇ ଟେଷ୍ଟରେ ଭାରତୀୟ...

କୁକୁର ଉଇକେଟ୍‌ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ...

‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର...

ଭାରତର ୫ ଧନୀ କ୍ରିକେଟର୍‌ଙ୍କ ବିଷୟରେ ଜାଣନ୍ତୁ

ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, କ୍ରିକେଟ କେବଳ ଭାରତରେ ଖେଳ ନୁହେଁ, ଧର୍ମ ଏବଂ ଖେଳାଳିଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। ଏଭଳି ପରିସ୍ଥିତିରେ ଭାରତର...

କୋଚ୍‌ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନ୍‌ଡିସ୍‌ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ ଏବେ ବେଜିଂ(୨୦୦୮) ଅଲିମ୍ପିକ ବ୍ରୋଞ୍ଜ ବିଜେତା ୟୁକ୍ରେନ୍‌ର ଆନ୍ଦ୍ରି ଷ୍ଟାଡ୍‌ନିକ୍‌ଙ୍କ ଅଧୀନରେ ଟ୍ରେନିଂ...

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟର...

ଅନ୍ତିମ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଶାହରୁଖ ଖାନ

ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪ ଉଇକେଟରେ କର୍ନାଟକକୁ ହରାଇ ଦେଇଛି। ବିଜୟ ପାଇଁ ୧୫୨ ରନ୍‌ର ଟାର୍ଗେଟ ପିଛା...

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍‌ ଜିତାଇଥିବା କ୍ରିକେଟ୍‌ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଉନ୍ମୁକ୍ତ ସୋସିଆଲ ମିଡିଆରେ ବିବାହର କିଛି ଫଟୋ ଶେୟାର କରିଛନ୍ତି। ୨୮ ବର୍ଷୀୟ...

ଖେଳାଳିଙ୍କୁ ଦ୍ରାଭିଡଙ୍କ ଚେତାବନୀ

କୋଲକତା,୨୨।୧୧: ଭାରତର କୋଚ ରାହୁଲ ଦ୍ରାଭିଡ ନୂତନ ଭୂମିକାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ କୋଚ ହେବା ପରେ ଭାରତୀୟ ଦଳ ପ୍ରଥମ ଟି-୨୦ ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିଚନ୍ତି। ଏହି ଆରମ୍ଭକୁ ନେଇ ଦ୍ରାଭିଡ ଖୁସି ବ୍ୟକ୍ତ...

ଏହି କ୍ରିକେଟର୍‌ଙ୍କୁ ସାଲ୍ୟୁଟ୍‌ କଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

କୋଲକତା,୨୨।୧୧: ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୩ ରନ୍ରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଦୀପକ ଚହର ଏବଂ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri