ଖେଳ

ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ...

ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍‌କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ

ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ ପାକିସ୍ତାନରେ ଏହା ଘଟିଛି। ବିଶ୍ୱ ଚାମ୍ପିୟନସିପ ଅଫ ଲିଜେଣ୍ଡସର ଅନ୍ତିମ ମ୍ୟାଚ ଶନିବାର...

ଜିତିବା ସତ୍ତ୍ୱେ ‘ସେଲ୍ଫିସ୍‌’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ ଜିତି ନେଇଛି। ଏହି ବିଜୟ ପରେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି।...

ନୋଭାକ୍‌ ଜୋକୋଭିଚ୍‌ ବନାମ ଅଲକାରାଜ୍: ୱିମ୍ବଲଡନ୍ ଫାଇନାଲ୍ ଟିକେଟ୍ କ୍ରୀଡା ଇତିହାସରେ ‘ସବୁଠାରୁ ମହଙ୍ଗା’

ନୂଆଦିଲ୍ଲୀ,୧୪।୭: ନୋଭାକ ଜୋକୋଭିଚ୍ ଏବଂ କାର୍ଲୋସ୍ ଅଲକାରାଜଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ୱିମ୍ବଲଡନ୍ ପୁରୁଷ ଫାଇନାଲ ମ୍ୟାଚ୍ ଟିକେଟ୍ ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଜୋକୋଭିଚ୍ ଏବଂ ଅଲକାରାଜଙ୍କ ସହିତ କ୍ରମାଗତ ଦ୍ୱିତୀୟ ୱିମ୍ବଲଡନ୍ ଫାଇନାଲ୍ କ୍ରୀଡା ଇତିହାସରେ ସବୁଠାରୁ...

କ୍ୟାନସର ସହ ଲଢୁଛନ୍ତି ଭେଟେରାନ କ୍ରିକେଟର, ୧ କୋଟି ସହାୟତା ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା କ୍ରିକେଟର ଅଂଶୁମାନ ଗାୟକୱାଡ ବର୍ତ୍ତମାନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। ଏହି ୭୧ ବର୍ଷ ବୟସ୍କ ଭେଟେରାନ କ୍ରିକେଟର ଲଣ୍ଡନରେ ଚିକିତ୍ସିତ ହେଉଥିଲେ ଏବଂ ଏହି...

ଏବେ ମୋତେ କେହି ଗାଳି ଦେଉ ନାହାଁନ୍ତି…, କାହିଁକି ଏମିତି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୭: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯେତେବେଳେ ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ତାଙ୍କ ପାଇଁ ଅନେକ ଭଲ ଏବଂ ଖରାପ କଥା କହିଥିଲେ। କିନ୍ତୁ ବର୍ତ୍ତମାନ ରୋହିତ...

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି । ଏଥି ସହିତ ଭାରତୀୟ ଟିମ୍‌ ବିଜୟ ସୁନିଶ୍ଚିତ କରିଛି । ଭାରତର ସମୟ...

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି...

ଭାରତ-ଜିମ଼୍ବାୱେ ମ୍ୟାଚ୍‌ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍‌ଙ୍କ ୪ ରେକର୍ଡ

ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍‌ କବ୍‌ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩ ରନ୍‌ ଏବଂ ଶୁଭମନ୍‌ ଗିଲଙ୍କ ଅପରାଜିତ ୫୮ ରନ୍‌ ଆକ୍ରମଣାତ୍ମକ ପାଳି ଭାରତକୁ...

ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ୧୫୬...

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଜୟପାଲ ସିଂ ମୁଣ୍ଡା ଏହି ଦଳର ନେତୃତ୍ୱ ନେଇଥିବାବେଳେ ହକି...

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌ ଲକ୍ଷ୍ୟରେ ରହିଥିବା ବେଳେ ଇଂଲଣ୍ଡ ୫୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇବା ଲକ୍ଷ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri