ଖେଳ

ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି…

ବେଙ୍ଗାଲୁରୁ, ୧।୨ : ଆଇପିଏଲ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି...

ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହା ପଛର କାରଣ ହେଉଛି ବିରାଟ...

ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ରବି କୁମାର ଚମତ୍କାର ବୋଲିଂ କରିଥିଲେ। ସେ ମ୍ୟାଚରେ ୭...

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ।...

କିଏ ଜିତିବ ସେମିଫାଇନାଲ୍‌ ବାଜି

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ଉଇକେଟରେ ଜିତିଛି। ଫେବୃଆରୀ ୨ରେ ହେବାକୁ ଥିବା ସେମିଫାଇନାଲରେ ଭାରତ...

ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ଚାଲିଥିବା ବେଳେ କିଛି ସେକେଣ୍ଡ ପାଇଁ ପଡ଼ିଆ ଥରି ଉଠିଥିଲା। ଭୂମିକମ୍ପ କାରଣରୁ ଖେଳାଳିଙ୍କୁ...

ଇତିହାସ ରଚିଲେ ନାଡାଲ

ମେଲବୋର୍ନ,୩୦।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ଚଳିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଫାଇନାଲରେ ରୁଷିଆ ଡାନିଏଲ ମେଡ୍‌ଭେଡଭଙ୍କୁ ହରାଇ ଦେଇଛନ୍ତି। ଏହା ତାଙ୍କ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ...

ଏମିତି ଭିଡିଓ ଛାଡିଲେ ଯୁବରାଜ: ଦେଖିଲେ ରୋକି ହେବନି ହସ

ନୂଆଦିଲ୍ଲୀ,୩୦।୧:ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିକଟରେ ବାପା ହୋଇଛନ୍ତି। ଜାନୁଆରୀ ୨୫ରେ, ତାଙ୍କ ସ୍ତ୍ରୀ ହେଜେଲ କିଚ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯୁବରାଜ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପୂର୍ବତନ ବିସ୍ଫୋରକ ଯୁବରାଜଙ୍କର ଏକ ଭିଡିଓ...

ଗମ୍ଭିରଙ୍କ ସହ ବିବାଦ ଉପରେ ମୁହଁ ଖୋଲିଲେ ଅକ୍‌ମଲ

ନୂଆଦିଲ୍ଲୀ,୩୦।୧: ୨୦୧୦ ଏସିୟା କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୌତମ ଗମ୍ଭିରଙ୍କ ସହ ମୁହଁା ମୁହଁା ହୋଇଥିଲେ ଉଇକେଟକିପର ବ୍ୟାଟର କମରାନ ଅକ୍‌ମଲ। ଏହି ଘଟଣା ଉପରେ ଅକମଲ ପ୍ରଥମ ଥର ପାଇଁ ସେ ମୁହଁ...

ଦୁଇ ରାଜ୍ୟରେ ଖେଳାଯାଇପାରେ ପୂରା ଆଇପିଏଲ୍‌

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍‌ର ସମସ୍ତ ପ୍ଲେ-ଅଫ୍‌ସ ମ୍ୟାଚ୍‌...

ଜାତୀୟ ଦଳରୁ ଆସିଲା ଡାକରା

ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ କରାଯାଇଛି। ତାମିଲନାଡୁର ମିଡଲ୍‌ ଅର୍ଡର ବ୍ୟାଟର ଏମ୍‌. ଶାହରୁଖ ଖାନ ଓ ବାମହତୀ...

ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ

ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ ଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଖରାପ ସମୟ ବୋଲି ହରଭଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri