ଖେଳ

୧୫୦୦ କୋଟି ଟଙ୍କା ସଞ୍ଚିବ ବିସିସିଆଇ

ନୂଆଦିଲ୍ଲୀ,୧୭।୧୧: ଆଇସିସି ୨୦୨୪ ରୁ ୨୦୩୧ମଧ୍ୟରେ ୮ଟି ବଡ ଇଭେଣ୍ଟ୍‌ ଆୟୋଜନ କରିବାକୁ ଯାଉଛି। ଭାରତକୁ ୩ଟି ଆଇସିସି ଟୁର୍ନାମେଣ୍ଟର ଦାୟିତ୍ୱ ଦିଆଯାଇଛି। ଭାରତରେ ୨୦୨୬ ଟି -୨୦ ବିଶ୍ୱକପ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ...

କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ ନୂତନ ଭାରତୀୟ ଦଳ ଦେଖିବାକୁ ମିଳିବ। ଭାରତୀୟ ଟି -୨୦ ଦଳ ରୋହିତ...

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି, କୋହଲି ବି ପିନ୍ଧନ୍ତି ଦାମୀ ଘଣ୍ଟା

ମୁମ୍ବାଇ,୧୭।୧୧: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ୍‌ ସାରି ଭାରତକୁ ଫେରିବାବେଳେ କଷ୍ଟମ ବିଭାଗ ଦ୍ୱାରା ଧରାପଡିଛନ୍ତି। ହାର୍ଦ୍ଦିକ ଦୁବାଇରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ, କଷ୍ଟମ ବିଭାଗ ତାଙ୍କୁ ଯାଞ୍ଚ କରିଥିଲା। ଏହି ସମୟରେ...

ଇତିହାସ ରଚିବେ ରୋହିତ ଶର୍ମା

ଜୟପୁର,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଆଜି ସା ୭ ଟାରୁ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସ୍ଥାୟୀ ଟି-୨୦...

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ଦ୍ୱିପାକ୍ଷିକ ସିରିଜରେ ମୁକାବିଲା କରିବେ। ତିନିଟି ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଉଭୟ ଦଳ ଭେଟିବାକୁ ଯାଉଛନ୍ତି। ଭାରତୀୟ ଦଳ ବିଶ୍ୱକପ୍‌ର ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲିଯିବାକୁ...

ଭାବପ୍ରବଣ ହେଲେ ସଚିନ

ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏଠାକୁ ଆସିଥିଲେ। ସଚିନ ଏଠାରେ ପହଞ୍ଚିବା ପରେ ତାଙ୍କ...

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ କରିବାକୁ ଯାଉଛି। ଏଥିସହିତ ଆରମ୍ଭ ହେବାକୁ ଯାଉଛି ଭାରତୀୟ...

କୋହଲିଙ୍କ ଉପରେ ମୁହଁ ଖୋଲିଲେ ନୂଆ ଅଧିନାୟକ

ଜୟପୁର,୧୬।୧୧: ଭାରତୀୟ ଟି୨୦ ଦଳର ନୂଆ ସେଟ୍‌ଅପ୍‌ରେ ବ୍ୟାଟର ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗକୁ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ କି ବୋଲି ପଚରାଯିବାରୁ ଉପରୋକ୍ତ ଉତ୍ତର ଦେଇଛନ୍ତି...

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର ୨୦୧୭ରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଏଥର ଫେରିଛି। ଏହି ଇଭେଣ୍ଟର ପରବର୍ତ୍ତୀ ସଂସ୍କରଣ...

ଟି୨୦ ସିରିଜ୍‌ରେ ଖେଳିବେ ନାହିଁ

ଜୟପୁର,୧୬।୧୧: ଆସନ୍ତା ବୁଧବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ଟି୨୦ ସିରିଜ୍‌ ପରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ...

‘ନ୍ୟୁଜିଲାଣ୍ଡ ପଡ଼ିଆକୁ ବନ୍ଧୁକ ନେଇଯାଇଥିଲା ସତ, କିନ୍ତୁ ଗୁଳି ଫୁଟାଇପାରି ନ ଥିଲା’

ଅକଲାଣ୍ଡ,୧୬।୧୧: କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି। ଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଗ୍ରୁପ ପର୍ଯ୍ୟାୟରେ ଭଲ ଫର୍ମରେ ଥିବା କିୱି ଦଳ ସେମିଫାଇନାଲରେ...

ଭାରତୀୟ କ୍ରିକେଟର୍‌ ନୂତନ ଯୁଗ ଆରମ୍ଭ

ଜୟପୁର,୧୬।୧୧: ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି। ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇଥିଲା। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri