ଖେଳ

ବିମାନରେ ଇଂଲଣ୍ଡ ଖେଳାଳିଙ୍କ ‘ଅବସ୍ଥା ଖରାପ’, ଜାଣନ୍ତୁ କାହିଁକି

ଦୁବାଇ,୧୬।୧୧: ଆଶେସ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଖେଳାଳିମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବିମାନ ଯାତ୍ରା ଇଂଲଣ୍ଡ ଖେଳାଳିଙ୍କୁ ପାଇଁ ଅସହ୍ୟ ହୋଇଯାଇଛି। ଇଂଲଣ୍ଡ ଖେଳାଳି ଜନି ବେୟାରଷ୍ଟୋ, ଜୋସ ବଟଲର ଏବଂ କ୍ରିସ ୱୁକସ, ଦୁବାଇରୁ...

ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଖେଳିବେ ନାହିଁ ୱିଲିୟମସନ

ନୂଆଦିଲ୍ଲୀ,୧୬।୧୧: ଭାରତ ବିପକ୍ଷ ୩ ଟି -୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି। ଅଧିନାୟକ କେନ ୱିଲିୟମସନ ଏହି ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ ସାଉଥିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟେଷ୍ଟ...

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି।...

୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…

ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା ଜବତ କରିଛି। ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ସଫେଇ ଦେଇଛନ୍ତି। ସେ ଏହା ପଛରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଜବତ ହେଲା ୫ କୋଟି ଟଙ୍କାର ଦୁଇଟି ଘଡି

ମୁମ୍ବାଇ,୧୬ ।୧୧: ୟୁଏଇରେ ଆଇସିସି ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟିମ୍ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଟିମର ସଦସ୍ୟ ଭାରତ ଫେରିବା ସମୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଡୁଆ ବଢି ଯାଇଛି । ମୁମ୍ବାଇ...

ଦଳ ଚାମ୍ପିୟନ୍‌ ହେବାପରେ ଖେଳାଳିଙ୍କୁ ମିଳିଲା ଚେତାବନୀ

ମେଲବୋର୍ନ,୧୬।୧୧: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ପରେ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଖୁସି ହେବା...

ଜୟପୁରରେ ପହଞ୍ଚିଲା ନ୍ୟୁଜିଲାଣ୍ଡ ଦଳ

ଜୟପୁର,୧୬।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ସୋମବାର ଜୟପୁରରେ ପହଞ୍ଚିଛି। ଏଠାରେ ବୁଧବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ବିଶ୍ୱକପ୍‌ ବବଲରୁ ଡାଇରେକ୍ଟ ଆସିଥିବାରୁ ନ୍ୟୁଜିଲାଣ୍ଡର ଖେଳାଳିଙ୍କୁ...

ବ୍ୟାଟରଙ୍କ ମୁଣ୍ଡରୁ ବାହାରିଗଲା ହେଲମେଟ୍‌

ବ୍ରିସବେନ,୧୬।୧୧: ଅଷ୍ଟ୍ରେଲିଆର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ମାର୍ଶ କପ୍‌ର ଏକ ମ୍ୟାଚ୍‌ ବେଳେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରୁ ହେଲମେଟ ଉଡାଇ ଦେଇଛନ୍ତି ବୋଲର। ଗାବାଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି କୁଇନ୍ସଲାଣ୍ଡ ବୁଲ୍ସ ଉଇକେଟକିପର ବ୍ୟାଟର...

‘ଆମେ ଖେଳିବାକୁ ଆସିଛୁ’

ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ବର୍ତ୍ତମାନ ନୂଆଦିଲ୍ଲୀ ଭଳି ଜୟପୁରରେ ବଢ଼ୁଥିବା ପ୍ରଦୂଷଣ ଯୋଗୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆୟୋଜନ ଉପରେ ଆଶଙ୍କା...

ଆଇସିସି ନିଷ୍ପତ୍ତିକୁ ଅନ୍ୟାୟ କହିଲେ

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଛନ୍ତି ପୂର୍ବତନ ପାକିସ୍ତାନ ପେସର...

ଆଇସିସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳରେ ନାହାନ୍ତି ଭାରତୀୟ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ ରବିବାର ଶେଷ ହେବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ, ରନର୍ସଅପ୍‌ ନ୍ୟୁଜିଲାଣ୍ଡ ସମେତ ୬ ଦେଶର ଖେଳାଳି ସ୍ଥାନ ପାଇଛନ୍ତି। କିନ୍ତୁ ସବୁଠୁ...

ନୂଆ ଇନିଂସ ଆରମ୍ଭ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଲିଜେଣ୍ଡସ ଲିଗ କ୍ରିକେଟ(ଏଲଏଲସି)ରେ ଯୋଗ ଦେଇଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ ରେ ଭାରତ ଅଭିଯାନର ସମାପ୍ତି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri