ଖେଳ

ଚାମ୍ପିୟନ୍‌ ଅଷ୍ଟ୍ରେଲିଆକୁ ମିଳିଲା ଏତିକି ଟଙ୍କା, ଆଇପିଏଲ୍‌ରେ ତୁଳନାରେ ବହୁତ୍‌ କମ୍‌

ଦୁବାଇ,୧୫।୧୧:: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ୍‌ ଟ୍ରଫି ସହିତ ପୁରସ୍କାରରେ କୋଟି...

ପାକିସ୍ତାନ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ ହେଲେ ଭାରତର ଜ୍ୱାଇଁ: ସାନିଆଙ୍କୁ ସତର୍କ ରହିବାକୁ ପ୍ରଶଂସକ ଦେଲେ ପରାମର୍ଶ

ଦୁବାଇ,୧୫।୧୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମରଙ୍କ ସହ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆୟେଶା ଏହି ଫଟୋଗୁଡ଼ିକୁ ଶୋଏବଙ୍କ ସହ...

ଜୋତାରେ ବିୟର ଢାଳି ପିଇଲେ ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ,୧୫।୧୧: ଅଷ୍ଟ୍ରେଲିଆ ରବିବାର ଇତିହାସ ସୃଷ୍ଟି କରିଛି। ଦୁବାଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ଫର୍ମାଟରେ ବିଶ୍ୱ ଟାଇଟଲ ଜିତିଛି। ଏହା ପରେ ଦଳର ଜୋରଦାର...

ଗାଙ୍ଗୁଲିଙ୍କୁ ଫୋନ କଲେ ଦ୍ରାଭିଡଙ୍କ ପୁଅ, ବାପାଙ୍କ ନାଁରେ କଲେ ଅଭିଯୋଗ

ନୂଆଦିଲ୍ଲୀ,୧୫।୧୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ) ଚଳିତ ମାସ ଆରମ୍ଭରେ ରାହୁଲ ଦ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨ ବର୍ଷ ପାଇଁ ଶୀର୍ଷ ପଦବୀରେ ରହିବ।...

ରବି ଶାସ୍ତ୍ରୀଙ୍କ ଦୁଃଖ

ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ ଆଇସିସି ଇଭେଣ୍ଟରେ ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ଭାରତ। କୋଚିଂ କାର୍ଯ୍ୟକାଳ ଶେଷ...

ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ଜୋଶ ହାଜେଲଉଡ୍‌ ଓ ମିଚେଲ ମାର୍ଶ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର...

ଫାଇନାଲରେ ଦୁଇ ଥର ଭାଙ୍ଗିଲା ଗୋଟିଏ ରେକର୍ଡ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ଗୋଟିଏ ରେକର୍ଡ ଦୁଇ ଥର ଭାଙ୍ଗିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଟି୨୦ ବିଶ୍ୱକପ୍‌ ଆଣି ଦେଇଥିବା ମିଚେଲ ମାର୍ଶ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୩୧ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଏଥିସହ ଟି୨୦ ବିଶ୍ୱକପ୍‌ ଫାଇନାଲରେ...

୧୫ ବର୍ଷର ସ୍ବପ୍ନ ପୂରା କଲେ ଓ୍ବାର୍ନର-ମାର୍ଶ

ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍‌ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଦେଇ ଅଷ୍ଟ୍ରେଲିଆ ହାସଲ କରିଛି ଟି୨୦ ବିଶ୍ୱକପ୍‌। ଏଥିସହ ପୂରଣ ହୋଇଛି ଅଷ୍ଟ୍ରେଲିଆର...

ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ

ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି ଦେଇଥିଲେ ଅଧିନାୟକ କେନ ଓ୍ବିଲିୟମସନ। ମାତ୍ର ୪୮ ବଲରେ ସେ ଖେଳିଥିଲେ ୮୫...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ; ଲଢ଼ିବା ପାଇଁ ନ୍ୟୁଜିଲାଣ୍ଡକୁ ଅତିକମ୍‌ରେ ୧୮୦ ରନ୍‌ ଦରକାର

ଦୁବାଇ,୧୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ। ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ଓ କାକର ସମ୍ଭାବନାକୁ ଦୃଷ୍ଟିରେ ରଖି ଫିଞ୍ଚ ଏଭଳି ନିଷ୍ପତ୍ତି...

ଓ୍ବାର୍ନରଙ୍କ ପାଖରେ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିବାର ସୁଯୋଗ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍‌ କରିଥିବା ଓପନର ଡେଭିଡ୍‌ ଓ୍ବାର୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। ବର୍ତ୍ତମାନ ୨୩୬ ରନ୍‌ ସହ ଓ୍ବାର୍ନର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ...

କ୍ଷମା ମାଗିଲେ ହାସନ ଅଲି

କରାଚୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନ ପେସର ହାସନ ଅଲି ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ ଛାଡ଼ିଥିଲେ ମାଥ୍ୟୁ ଓ୍ବେଡ୍‌ଙ୍କ କ୍ୟାଚ୍‌। ଏହା ତାଙ୍କ ଦଳକୁ ଖୁବ୍‌ ମହଙ୍ଗା ପଡ଼ିଥିଲା। ଏଥିଲାଗି ସେ କ୍ଷମାପ୍ରାର୍ଥନା କରିଛନ୍ତି। ମ୍ୟାଚ୍‌ର ୧୯ତମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri