ଖେଳ

ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୮୮ ରନ୍‌ର ଟାର୍ଗେଟ

କେପ ଟାଉନ,୨୩।୧: ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ପରେ ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସହ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇଥିଲା ଭାରତ। ମ୍ୟାଚ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରମଣକାରୀ ଦଳକୁ ୩ ଉଇକେଟ ମିଳିଥିଲା। ଏହାସତ୍ତ୍ୱେ ଦକ୍ଷିଣ...

ଭାରତ ବିପକ୍ଷରେ ୧୬ ଇନିଂସରେ ଡି’କକ୍‌ଙ୍କ ୬ଷ୍ଠ ଶତକ

କେପ ଟାଉନ,୨୩।୧: ଭାରତ ବିପକ୍ଷରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ରନ୍‌ର ଇନିଂସ ଖେଳିଥିଲେ କୁଇଣ୍ଟନ ଡି’କକ୍‌। ଟିମ୍‌ ଇଣ୍ଡିଆ ବିପକ୍ଷରେ ଏହା ଥିଲା ତାଙ୍କର ୬ଷ୍ଠ ଶତକ। ଏହି...

ଅବସର ପରେ ଆସିଲା କ୍ୟାରିୟରର ଶ୍ରେଷ୍ଠ ଇନିଂସ

ଅଲ ଆମେରାଟ,୨୩।୧: ଏଠାରେ ଚାଲିଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଶୁକ୍ରବାର ଓ୍ବାଲର୍‌ଡ ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆ ମହାରାଜ ପାଇଁ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ନମନ ଓଝା। ମାତ୍ର ୬୯ ବଲରେ ସେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌...

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା...

ଶ୍ରୀବଲୀ ଗୀତରେ ଏମିତି ନାଚିଲେ ଜେ ଡେଭିଡ୍‌ ୱାର୍ନର: ନିଜକୁ ସମ୍ଭାଳି ପାରିଲେନି ଅଲ୍ଲୁ

ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ ରହିଥା’ନ୍ତି। ଖାସ୍‌ କରି ସେ ତାଙ୍କର ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏମିତି କି ଭାରତୀୟ ସିନେମା ପ୍ରତି ତାଙ୍କର ଟିକିଏ ଅଲଗା ଭଲପାଇବା ରହିଛି, ଯାହାକୁ...

ଆଇପିଏଲ୍‌ ନିଲାମରେ ୫ ଓଡ଼ିଆ

ଭୁବନେଶ୍ୱର, ୨୩ା୧ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ...

ଟେଷ୍ଟ ପରେ ହାତରୁ ଗଲା ଦିନିକିଆ, ୭ ଉଇକେଟରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଲା ଦକ୍ଷିଣ ଆଫ୍ରିକା

ପାର୍ଲ, ୨୧।୧: ଟିମ୍‌ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି। ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଭାରତ ହାତରୁ ଖସିଛି। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକା...

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ...

ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ପାର୍ଲ,୨୧।୧: ପାର୍ଲର ବୋଲାଣ୍ଡ ପାର୍କରେ ଶୁକ୍ରବାର ଖେଳାଯାଉଥିବା ଦ୍ୱତୀୟ ଦିନିକିଆ ମ୍ୟାଚରେ ଭାରତ ଟସ୍‌ ଜିତି ୫୦ ଓଭରରେ ୬ ଉଇକେଟ ହରାଇ ୨୮୭ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି...

ଦ୍ରାବିଡ୍‌-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୦ ଚୌକା ଏବଂ ୨ ଛକା ସହ ୭୧ ବଲ୍‌ରେ ୮୫...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌...

ହରଭଜନଙ୍କୁ କରୋନା, ଖେଳିପାରିବେନି…

ନୂଆଦିଲ୍ଲୀ,୨୧।୧: ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିନେଇ ସେ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏନେଇ ୪୧ ବର୍ଷୀୟ କ୍ରିକେଟର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୋର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri