ଖେଳ

କ୍ୟାପଟେନ୍‌ ସମେତ ୬ ଜଣଙ୍କୁ କୋଭିଡ୍‌

ତ୍ରିନିଦାଦ,୧୯।୧: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ୟଶ ଧୁଲ, ତାଙ୍କ ଡେପୁଟି ଶେଖ ରାଶିଦ ଓ ସେମାନଙ୍କ ୪ ଜଣ ସାଥି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ସେମାନଙ୍କୁ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରୁ ବାଦ୍‌...

ମିଡ୍‌ଲ ଅର୍ଡର ସମସ୍ୟା ପିଛା ଛାଡ଼ୁନି

ପାର୍ଲ,୧୯।୧: ଶିଖର ଧାଓ୍ବନ (୭୯) ଏବଂ ବିରାଟ କୋହଲି (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ସତ୍ତ୍ୱେ ଟିମ୍‌ ଇଣ୍ଡିଆକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୧ ରନ୍‌ରେ ଭାରତକୁ ହରାଇ ଦେଇଛି। ପୁଣି ଥରେ ଦଳର...

ତେନ୍ଦୁଲକରଙ୍କୁ ପଛରେ ଛାଡ଼ିଲେ

ନୂଆଦିଲ୍ଲୀ,୧୯।୧: ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଦିନିକିଆ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତ ବରିଷ୍ଠ ବ୍ୟାଟର ବିରାଟ କୋହଲି। ଏହି ଧାରାରେ ସେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର(୫୦୬୫ ରନ୍‌)ଙ୍କୁ ପଛରେ ଛାଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ...

ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ

ମେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧ ବର୍ଷୀୟ ହାସନେନ ଏବେ ସିଡ୍‌ନୀ ଥଣ୍ଡର ପାଇଁ ୫ ମ୍ୟାଚ୍‌ ଖେଳିବା ଚୁକ୍ତି...

ଦିଗହରା ହୋଇଗଲା ଟିମ୍‌ ଇଣ୍ଡିଆ

ପାର୍ଲା,୧୯।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆରେ ବର୍ତ୍ତମାନ ଭାରତୀୟ ଦଳ ଖୁବ୍‌ ସଙ୍କଟରେ ପଡ଼ିଛି। ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଶିଖର ଧାଓ୍ବନ ଓ ବିରାଟ...

ଡେଥ୍‌ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍‌ ଟାଗେର୍ଟ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଡେଥ୍‌ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲଙ୍କ ଉପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ୫୦ ଓଭରରେ...

‘ଇଣ୍ଡିଆନ୍‌ ମହାରାଜ’ର ନେତୃତ୍ୱ ନେବେ ସେହ୍ବାଗ

ମସ୍କାଟ,୧୯।୧: ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଗୁରୁବାରଠାରୁ କିମ୍ବଦନ୍ତୀ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସିି) ଟି-୨୦ ଟୁର୍ନାମେଣ୍ଟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଟିମ୍‌ ‘ଇଣ୍ଡିଆନ ମହାରାଜ’ର ନେତୃତ୍ୱ ନେବେ। ସେହିଭଳି ମହମ୍ମଦ କୈଫ୍‌ ଉପ-ଅଧିନାୟକ ଏବଂ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜେତା...

ଆଇସିସି ଟି୨୦ ଦଳରେ ନାହାନ୍ତି ଭାରତୀୟ

ଦୁବାଇ,୧୯।୧: ଗତ(୨୦୨୧)ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ ଟି୨୦ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଗୋଟିଏ ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମଙ୍କୁ ଏହି ଦଳର ନେତୃତ୍ୱ...

ବୋଲରଙ୍କୁ କ୍ଷମା ଦେଲେନି ମ୍ୟାକ୍ସଓ୍ବେଲ

ବେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ୍‌)ରେ ବୁଧବାର ହୋବାର୍ଟ ହରିକେନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୫୪ ରନ୍‌ର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ସର୍ବଦା ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ମେଲବୋର୍ନ ଷ୍ଟାର୍ସ ଅଧିନାୟକ ଏଥର...

ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର

ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୪ର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ତାଙ୍କୁ କେହି ଚିହ୍ନି ବି ନ ଥିଲେ। ହେଲେ ଏବେ ଜାତୀୟ...

‘ଏହା ମୋ କ୍ୟାରିୟରର ଶେଷ ସିଜନ’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଚଳିତ ସିଜନ ପରେ ଅନ୍ତର୍ଜାତୀୟ ଟେନିସରୁ ସନ୍ନ୍ୟାସ ନେବେ। ଚଳିତ ଅଷ୍ଟ୍ରେଲିଆନ ଓପନର ମହିଳା ଡବଲ୍ସ ବର୍ଗରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି...

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri