ଖେଳ

କୋହଲି ଇସ୍ତଫା ଦେବାର ତିନି ଦିନ ପରେ ରାହୁଲଙ୍କ ବଡ ବୟାନ: ଯଦି ମୋତେ…

ନୂଆଦିଲ୍ଲୀ,୧୮।୧: ନିକଟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏହାପରେ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ ଭାବେ ନିଯୁକ୍ତ କରାଯିବ ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି। କିଛି ଲୋକ ରୋହିତଙ୍କୁ ସୀମିତ ଓଭର ସହ...

ପ୍ରଥମ ଦିନିକିଆରେ କିଏ କରିବ ଓପନିଂ? ଅଧିନାୟକ କେ.ଏଲ୍‌. ରାହୁଲ କହିଲେ…

ପାର୍ଲ,୧୮।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଶିଖର ଧାଓ୍ବନଙ୍କ ସହ ଓପନିଂ କରିବେ ଭାରତୀୟ ଅଧିନାୟକ କେ.ଏଲ୍‌. ରାହୁଲ। ଏହାଛଡ଼ା ଅଲରାଉଣ୍ଡର ଭେଙ୍କଟେଶ ଆୟର ଅତିରିକ୍ତ ପେସ ବୋଲର ଭାବେ ଦଳରେ ସାମିଲ ହୋଇପାରନ୍ତି।...

କୋହଲି- ରାହୁଲଙ୍କ ଏହି ଫଟୋ ଦେଖି ଭାବବିହ୍ବଳ ହେଲେ ପ୍ରଶଂସକ; କହିଲେ- ତୁମକୁ ଏପରି…

ନୂଆଦିଲ୍ଲୀ,୧୮।୧: ଯିଏ ଥିଲେ ଅଧିନାୟକ, ଏବେ ସେ ଜଣେ ସାଧାରଣ ଖେଳାଳି। ଯାହାଙ୍କ ନିର୍ଦ୍ଦେଶକୁ ଖେଳାଳିମାନେ ଶୁଣୁଥିଲେ ସେ ଏବେ ଅନ୍ୟର ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ଆମେ କଥା ହେଉଛୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ କଥା। ବୁଧବାର ଦକ୍ଷିଣ...

ଚଳିତ ବର୍ଷ ବିସିସିଆଇରୁ ବିଦାୟ ନେବେ ସୌରଭ ଗାଙ୍ଗୁଲି-ଜୟ ଶାହ? ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ,୧୮।୧: ଭାରତର ଟେଷ୍ଟ ଅଧିନାୟକ ପଦକୁ ଛାଡ଼ିବା ଲାଗି ହଠାତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ ବିରାଟ କୋହଲି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇ ସଭାପତି ପଦ କିଏ...

ପଦାର୍ପଣରେ ଫିକା ପ୍ରଦର୍ଶନ

ମେଲବୋର୍ନ,୧୮।୧: ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ପଦାର୍ପଣ କରିଛନ୍ତି। କିନ୍ତୁ ଭାରତୀୟ କ୍ରିକେଟର ଭାବେ ଅବସର ନେଇ ସାରିଥିବା ଚାନ୍ଦ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ହୋବାର୍ଟ ହରିକେନ୍ସ...

ରାହୁଲ, ଷ୍ଟୋଇନିସ, ବିଷ୍ଣୋଇଙ୍କୁ ନେଲା ଲକ୍ଷ୍ନୌ

ମୁମ୍ବାଇ,୧୮।୧: ଆଇପିଏଲର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଆଗାମୀ ମେଗା ଅକ୍‌ଶନ ପୂର୍ବରୁ ୩ ଖେଳାଳିଙ୍କ ନାମ ସ୍ପଷ୍ଟ କରିଛି। ଏଥିରେ ଲୋକେଶ ରାହୁଲ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ରହିଛନ୍ତି। ବିଦେଶୀ ଖେଳାଳି ଭାବେ ମାର୍କସ ଷ୍ଟୋଇନିସଙ୍କୁ ବାଛିଛି...

‘ଅନ୍ୟ ଖେଳାଳିଙ୍କ ତଳେ ଖେଳିବା ପାଇଁ କୋହଲିଙ୍କୁ ଅହଂକାର ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୮।୧: ଅନ୍ୟ ଖେଳାଳିଙ୍କ ନେତୃତ୍ୱରେ ଖେଳିବା ପାଇଁ ବିରାଟ କୋହଲିଙ୍କୁ ଅହଂଙ୍କାର ଛାଡ଼ିବାକୁ ପଡ଼ିବ। ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ କପିଳ ଦେବ। ୩୩ ବର୍ଷୀୟ କୋହଲି ଶନିବାର ସନ୍ଧ୍ୟାରେ ହଠାତ୍‌...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ

ବାସେଟେରେ,୧୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସୋମବାର ଏକ ବିପର୍ଯ୍ୟୟ ଘଟିଛି। ବାସେଟେରେ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ପୂରା ମ୍ୟାଚ୍‌ରେ ଅଧିନାୟକ ଦୁନିଥ ଓ୍ବେଲାଲାଗେ ଛାୟୀ ହୋଇ ରହିଥିଲେ। ଉଭୟ ବ୍ୟାଟ ଓ ବଲରେ...

‘ସୁଯୋଗ ଦେଲେ ଛାଡିବି ନାହିଁ’

ପାର୍ଲ, ୧୮ା୧: ନିକଟ ଭବିଷ୍ୟତରେ ତାଙ୍କୁ ଯଦି ଜାତୀୟ ଦଳର ଅଧିନାୟକ ହେବା ଲାଗି ସୁଯୋଗ ମିଳେ, ତେବେ ସେ ନିଜକୁ ଗୌରବାନ୍ବିତ ମନେକରିବେ ବୋଲି କହିଛନ୍ତି ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା। ବିରାଟ କୋହଲି...

ହାର୍ଦ୍ଦିକ, ଗିଲ, ରଶିଦଙ୍କୁ ନେବ ଅହମ୍ମଦାବାଦ

ନୂଆଦିଲ୍ଲୀ, ୧୭ା୧- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ନୂଆ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ ଖାଁ ଏବଂ ଶୁବମାନ ଗିଲଙ୍କୁ ଦଳରେ ନେବ। ସିଭିସି କ୍ୟାପିଟାଲ ପାର୍ଟନର୍ସ (ଇରେଲିଆ କମ୍ପାନୀ ଲିମଟେଡ୍‌)...

ଆଇପିଏଲ୍‌ରେ ଖେଳିବେ ନାହିଁ ଷ୍ଟୋକ୍ସ

ଲଣ୍ଡନ,୧୭।୧: ବିଶ୍ୱର ଅଗ୍ରଣୀ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟବୋଝକୁ ନିୟନ୍ତ୍ରିତ ରଖିବା ପାଇଁ ଏବଂ ମାନସିକ ସ୍ତରରେ ନିଜକୁ ଫ୍ରେଶ ରଖିବା ଲାଗି ସେ ଏଭଳି ନିଷ୍ପତ୍ତି...

ଭାକ୍ସିନ ନ ନେଲେ ଫ୍ରେଞ୍ଚ ଓପନରେ ଏଣ୍ଟ୍ରି ନାହିଁ

ପ୍ୟାରିସ,୧୭।୧: ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ମଧ୍ୟ ବାଦ୍‌ ଦିଆଯାଇପାରେ। ତାଙ୍କୁ ଫ୍ରାନ୍ସର ନୂଆ ଭାକ୍ସିନ ପାସ ଆଇନରୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri