ଖେଳ

ଭାକ୍ସିନ ନ ନେଲେ ଫ୍ରେଞ୍ଚ ଓପନରେ ଏଣ୍ଟ୍ରି ନାହିଁ

ପ୍ୟାରିସ,୧୭।୧: ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ମଧ୍ୟ ବାଦ୍‌ ଦିଆଯାଇପାରେ। ତାଙ୍କୁ ଫ୍ରାନ୍ସର ନୂଆ ଭାକ୍ସିନ ପାସ ଆଇନରୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ଦେଶର...

ଜଣଙ୍କ ପାଇଁ ଅନ୍ୟ ଖେଳାଳିଙ୍କୁ ସାମ୍ପେନ୍‌ ଖୋଲିବାକୁ ମନା କଲେ

ହୋବାର୍ଟ,୧୭।୧: ନିକଟରେ ଶେଷ ହୋଇଥିବା ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୪-୦ରେ ବିଜୟୀ କରାଇବା ପରେ ଅନେକ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଅଧିନାୟକ ପାଟ କୁମିନ୍ସ। ଇଂଲଣ୍ଡକୁ ୫ମ ଟେଷ୍ଟରେ ହରାଇବା ପରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ଦିଆଯାଇଥିଲା ଆଶେସ ଟ୍ରଫି।...

ଐତିହାସିକ ସିରିଜ୍‌ ଜିତିଲା ଆୟର୍ଲାଣ୍ଡ

ଜାମାଇକା,୧୭।୧: ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଅପ୍ରତ୍ୟାଶିତ ଭାବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି ଆୟର୍ଲାଣ୍ଡ। ବିଦେଶରେ ଆଇସିସିର କୌଣସି ପୂର୍ଣ୍ଣ ସଦସ୍ୟ ବିପକ୍ଷରେ ଏହା ଦଳର ପ୍ରଥମ ସିରିଜ୍‌...

ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ରେ ଖେଳିପାରନ୍ତି ରୋହିତ

ନୂଆଦିଲ୍ଲୀ,୧୭।୧: ଭାରତୀୟ ହ୍ବାଇଟ୍‌ ବଲ କ୍ୟାପଟେନ ରୋହିତ ଶର୍ମା ବାମ ଗୋଡ଼ ମାଂସପେଶୀ ଜନିତ ସମସ୍ୟାରୁ ଧିରେ ଧିରେ ମୁକୁଳୁଛନ୍ତି। ଆଶା କରାଯାଉଛି, ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୬ଟି ସୀମିତ ଓଭର ମ୍ୟାଚ୍‌ ଲାଗି ୩୩...

ହ୍ବିଲଚେୟାରରେ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୧୭।୧ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମାନୁଆଲ ହ୍ବିଲଚେୟାରରେ ୨୧୩ କି.ମି....

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାମଲାରେ ହାରିଯାଇଛନ୍ତି। ଫଳରେ ସେ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବାର ଦିନକୁ ପୂର୍ବରୁ...

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଫାଇନାଲରେ

ନୂଆଦିଲ୍ଲୀ, ୧୬ା୧- ଭାରତୀୟ ଉଦୀୟମାନ ଶଟଲର ଲକ୍ଷ୍ୟ ସେନ୍‌ ଚଳିତ ଇଣ୍ଡିଆ ଓପନ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ୍‌ ୟେଙ୍କୁ ୨୪-୨୨, ୨୧-୧୭ରେ ହରାଇ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି...

ଏହି ଖେଳାଳିଙ୍କୁ ଟେଷ୍ଟ ଦଳର ନେତୃତ୍ୱଭାର ଦେବାକୁ ଚାହୁଁଛନ୍ତି ଗାଭାସ୍କର

ନୂଆଦିଲ୍ଲୀ,୧୬।୧: ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବାରୁ ପରବର୍ତ୍ତୀ କ୍ୟାପଟେନ୍‌ କିଏ ହେବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର।...

୫୬ ରନ୍‌ରେ ପୂରା ଦଳ ସଫା

ହୋବାର୍ଟ,୧୬।୧: ଚଳିତ ଆଶେସ ସିରିଜ୍‌ର ଅନ୍ତିମ ତଥା ୫ମ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌ ଆଗରେ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡକୁ ଭଲ ଆରମ୍ଭ...

କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ...

‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’

ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍‌ ହାରିବା ଦିନକ ପରେ ଅଧିନାୟକ ପଦ ଛାଡ଼ିବା ନେଇ ସେ ଘୋଷଣା କରିଥିଲେ। ହଠାତ୍‌...

ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri