ଖେଳ

ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର: ବାଜି ମାରିଲେ ଏହି ଦୁଇ ଖେଳାଳି

ଦୁବାଇ,୯।୧୧: ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ ଅଲି ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ଲୌରା ଡେଲାନିଙ୍କୁ ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି)ର ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଖେଳାଳି ଭାବେ ଚୟନ କରାଯାଇଛି। ପୁରୁଷ ବର୍ଗରେ ଆସିଫ...

ରେକର୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମୁମ୍ବାଇ,୯।୧୧: ଅକ୍ଟୋବର ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍‌ରେ ମୁହଁାମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ର ଭୁୟର୍ସ(ଦେଖଣାହାରୀ)ଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ପୂରା ବିଶ୍ୱରେ ମ୍ୟାଚ୍‌କୁ ୧୬୭ ନିୟୁତ ଦର୍ଶକ ଉପଭୋଗ କରିଥିଲେ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟର...

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ତେବେ...

ବଲ ଫୋପାଡ଼ି ବ୍ୟାଟରଙ୍କୁ ଆହତ କଲେ ଅଷ୍ଟ୍ରେଲିଆନ୍‌ ପେସର

ମେଲବୋର୍ନ,୯।୧୧: ବ୍ୟାଟରଙ୍କୁ ଭୟବିତ କରିବା ପାଇଁ ଫଲୋ ଥ୍ରୁରେ ବୋଲର ବଲ ଫୋପାଡ଼ିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଷ୍ଟ୍ରେଲିଆନ ପେସର ଜେମ୍ସ ପାଟିନସନଙ୍କ ଥ୍ରୋରେ ଆହତ ହୋଇଛନ୍ତି ବ୍ୟାଟର ଡାନିଏଲ ହୁଗ୍ସ। ଏଭଳି ଘଟଣା ଲାଗି ପାଟିନସନଙ୍କୁ...

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ସେମିଫାଇନାଲରେ...

ରାଗରେ ନିଆଁବାଣ ହେଲେ ଶାସ୍ତ୍ରୀ, ଦେଲେ ଚେତାବନୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ସେମିଫାଇନାଲ ଦୌଡରୁ ବାଦ୍‌ ପଡିଛି। କୋଚ ଭାବେ ଟିମ ଇଣ୍ଡିଆ ସହିତ ରବି ଶାସ୍ତ୍ରୀଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ବିସିସିଆଇ ପୂର୍ବତନ ଅଧିନାୟକ ରାହୁଲ...

ପଡ଼ିଆରେ ଏମିତି କାର୍ଯ୍ୟ ହୃଦୟ ଜିତିଲେ ପନ୍ତ: ଦେଖନ୍ତୁ ଭିଡିଓ

ଦୁବାଇ,୯।୧୧:ଭାରତ ଟି -୨୦ ବିଶ୍ୱକପ ୨୦୨୧ର ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନାମ୍ବିିଆ ୮ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଭାରତ ମାତ୍ର...

‘ମୁଁ ହାରିବାର ମୁଖ୍ୟ ଦୋଷୀ’

ନୂଆଦିଲ୍ଲୀ,୯।୧୧: ମହେନ୍ଦ୍ର ସିଂ ଧୋନୀ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ପ୍ରାୟ ଏକ ଦଶନ୍ଧି ଧରି ଟିମ ଇଣ୍ଡିଆର ଅଧିନାୟକ ହୋଇଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ...

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି ମଧ୍ୟରେ ଭିକି ନିଜ ପାଇଁ ଏକ ଘର ନେଇଛନ୍ତି। ଭିକି ଜୁହୁରେ ଥିବା...

୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ, ଶୁଖିଲା ରୁଟି ଖାଇ ୫୪୬ ରନର ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ମାତ୍ର ୧୪ ବର୍ଷ ବୟସରେ ଲଗାତର ୨ ଦିନ ବ୍ୟାଟିଂ, ୮୫ ଚୌକା ଏବଂ ୫ ଛକା ସହାୟତାରେ ୩୩୦ ବଲରେ ୫୪୬ ରନ କରିବା କାହା ପାଇଁ ସହଜ ନୁହେଁ। କିନ୍ତୁ ଏଭଳି କାରନାମା କରି ଦେଖାଇଥିଲେ ଭାରତୀୟ...

ଭାରତୀୟ ଦଳର ପ୍ରଦର୍ଶନ ନେଇ ଖପ୍ପା ଏହି କ୍ରିକେଟର୍‌: କହିଲେ,ଆଇପିଏଲ-ବିଶ୍ୱକପ୍‌ ମଧ୍ୟରୁ ଗୋଟିଏ ବାଛ

ନୂଆଦିଲ୍ଲୀ,୯।୧୧: ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ କରିଛି। ଭାରତ ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ଭାରତ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଛି। ପୂର୍ବତନ କ୍ରିକେଟର ମଦନ ଲାଲ...

କିଏ ହେବ ଭାରତର ଅଧିନାୟକ, କୋହଲି କଲେ ଖୁଲାସା

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆର ଯାତ୍ରା ସେମିଫାଇନାଲ ପୂର୍ବରୁ ଶେଷ ହୋଇଛି। ସୋମବାର ଭାରତର ଶେଷ ଲିଗ ମ୍ୟାଚ ନାମ୍ବିଆ ବିପକ୍ଷରେ ଥିଲା। ଏହି ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଜିତିଥିଲା। ଏହି ମ୍ୟାଚ ବିରାଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri