ଖେଳ

ବିରାଟ କୋହଲିଙ୍କ ହାତ ଖାଲି

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ରବିବାର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଏହା ସହିତ...

ବିଶ୍ୱକପ୍‌ରେ ଏକମାତ୍ର ଅପରାଜେୟ ଦଳ ପାକିସ୍ତାନ

ଆବୁଧାବି,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୭୨ ରନ୍‌ରେ ହରାଇ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ପାକିସ୍ତାନ ସୁପର ୧୨ ପର୍ଯ୍ୟାୟରେ ପରାଜୟର ମୁହଁ ଦେଖିନାହିଁ।...

ଭିଣେଇ ଭାଇଙ୍କ ରେକର୍ଡ

ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର ୧୮ ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ବିଶାଳ ଛକା...

ଟି୨୦ରେ ରଶିଦଙ୍କ ରେକର୍ଡ

ଆବୁଧାବି,୭।୧୧: ଟି୨୦ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ୪୦୦ ଉଇକେଟ ପୂରଣ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାଁ। ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାର୍ଟି ଗୁପଟିଲଙ୍କୁ କ୍ଲିନ ବୋଲ୍ଡ କରି ସେ...

୯ ବର୍ଷରେ ପ୍ରଥମ ଥର

ନୂଆଦିଲ୍ଲୀ,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି ଟିମ୍‌ ଇଣ୍ଡିଆ। ୯ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ...

୧୩୦ କୋଟି ଭାରତୀୟଙ୍କୁ ନିରାଶ କଲା ନ୍ୟୁଜିଲାଣ୍ଡ

ଆବୁଧାବି,୭।୧୧: ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଭଳି ଚଳିତ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ୧୩୦ କୋଟି ଭାରତୀୟ ନିରାଶ କରିଛି ନ୍ୟୁଜିଲାଣ୍ଡ। ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ...

ଭଜିଙ୍କ ସର୍ବକାଳିନ ଟି୨୦ ଦଳରେ କୋହଲିଙ୍କ ପାଇଁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୭।୧୧: ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂ ରବିବାର ନିଜର ସର୍ବକାଳିନ ଟି୨୦ ଏକାଦଶ ବାଛିଛନ୍ତି। ପୂର୍ବତନ ଓ ବର୍ତ୍ତମାନ ତାରକା ଖଚ୍ଚିତ ଦଳରେ ଭଜିଙ୍କ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଭଜିଙ୍କ ଦଳରେ ଓପନର ଭାବେ...

ଶାସ୍ତ୍ରୀଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି ଏହି ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ କରି ସାମିଲ ହୋଇଥିବା ଅହମ୍ମଦାବାଦ୍‌ ଫ୍ରାଞ୍ଚାଇଜ ସମ୍ଭବତଃ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି କରିପାରେ। ଚଳିତ ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ସହ ଶାସ୍ତ୍ରୀଙ୍କ ଚୁକ୍ତି...

ପଡିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ଦୁବାଇ,୭।୧୧:ଟି-୨୦ ବିଶ୍ୱକପ ୨୦୨୧ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚକୁ ୧୦ ରନରେ ହାରିଥିଲା। ଏହି ପରାଜୟ ସତ୍ତ୍ୱେ ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଓପନିଂ ବ୍ୟାଟ୍ସମ୍ୟାନ ଜେସନ ରଏ ଏହି ମ୍ୟାଚରେ ଆହତ ହୋଇଛନ୍ତି।...

ଟି-୨୦ ବିଶ୍ୱକପ୍‌ରେ ସବଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ‘ସିକ୍ସର୍‌ କିଙ୍ଗ’ ଲିଆମ ଲିଭିଙ୍ଗଷ୍ଟୋନ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିଥିଲେ। ସେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୨୮ ରନର ଏକ ଛୋଟ ଇନିଂସ ଖେଳିଥିଲେ। କିନ୍ତୁ...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା: ତଥାପି ମିଳିଲାନି ସେମି ଟିକେଟ

ଶାରଜା,୬।୧୧: ଟି୨୦ ବିଶ୍ୱକପ୍‌ ଗ୍ରୁପ୍‌-୧ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ହ୍ୟାଟ୍ରିକ ଉଇକେଟ ହାସଲ କରି ଦ୍ରୁତ ବୋଲର କାଗିସୋ ରାବାଡ଼ା ଦଳକୁ ବିଜୟୀ କରାଇଛନ୍ତି। ସେ ପ୍ରଥମ, ଦ୍ୱିତୀୟ...

ସେମି ପାଇଁ ଇଂଲଣ୍ଡକୁ ୧୩୧ ରନ୍‌ରେ ରୋକିବାକୁ ପଡ଼ିବ

ଶାରଜା,୬।୧୧: ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଟି୨୦ ବିଶ୍ୱକପର ଶନିବାର ଗ୍ରୁପ-୧ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨ ଉଇକେଟ ହରାଇ ୧୮୯ ରନ୍‌ କରିଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri