ଖେଳ

ଏହି କ୍ରିକେଟର୍‌ଙ୍କ ଉପରେ ପ୍ରବଳ ରାଗିଗଲେ ଦ୍ରାବିଡ

ଜୋହାନ୍ସବର୍ଗ,୭।୧:ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିବାର ସୁଯୋଗକୁ ଟିମ ଇଣ୍ଡିଆ ସୁଯୋଗ ହାତଛଡ଼ା କରିଛି। ଏବେ ତୃତୀୟ ଟେଷ୍ଟ ମ୍ୟାଚ ପର୍ଯ୍ୟନ୍ତ ଭାରତର ସିରିଜର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଭାରତ...

କୋହଲିଙ୍କୁ ଫିଟ୍‌ନେସ୍‌କୁ ନେଇ ଆସିଲା ଅପ୍‌ଡେଟ୍‌

ଜୋହାନ୍ସବର୍ଗ,୭।୧:କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଛି ଏବଂ ଏହି ପରାଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ ସ୍ତରକୁ ଆସିଛି। ଭାରତୀୟ ଟେଷ୍ଟ ଦଳର ନିୟମିତ ଅଧିନାୟକ...

୩୩ ବର୍ଷ ରେକର୍ଡ ଭାଙ୍ଗିଲେ ଅଧିନାୟକ

ଜୋହାନ୍ସବର୍ଗ,୬।୧: ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍‌ ଏଲଗାର ଜବରଦସ୍ତ ବ୍ୟାଟିଂ କରି ଅପରାଜିତ ୯୬ ରନ କରିଥିଲେ। ଏହି ଇନିଂସ ସହିତ...

ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଟିକାକରଣ ନିୟମରୁ ରିହାତି ପାଇବା ଲାଗି ସେ ଆବଶ୍ୟକ କାଗଜପତ୍ର...

୩୩ ବର୍ଷରେ ଏଭଳି ପରାଜୟ ଦେଖି ନ ଥିଲେ

ଜୋହାନ୍ସବର୍ଗ,୬।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ହରାଇ ଦେଇଛି। କଷ୍ଟସାଧ୍ୟ ପିଚ୍‌ରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌ ୨୪୦ ରନ୍‌ ଡିଫେଣ୍ଡ କରି ପାରି ନ...

ଏଲଗାରଙ୍କୁ ରୋକି ପାରିଲେନି

ଜୋହାନ୍ସବର୍ଗ,୬।୧: ଯଶ୍ରପୀତ ବୁମରା, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ତାରାକା ଖଚ୍ଚିତ ବୋଲରଙ୍କ ଉପସ୍ଥିତି ଭାରତକୁ ନ୍ୟୁ ଇୟର ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍‌ର ପାଳି ଯୋଗୁ...

ଥମିଲା ବର୍ଷା, ୩୦-୩୪ ଓଭର ଖେଳାଯାଇପାରେ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା କାରଣରୁ ଚତୁର୍ଥ ଦିନର ପ୍ରଥମ ଦୁଇ ସେସନ ଖେଳ ସମ୍ଭବ...

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ତୃତୀୟ ଦିନ ଅଶ୍ୱିନଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ପିଟରସନ।...

ବର୍ଷା ଯୋଗୁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବିଳମ୍ବ

ଜୋହାନ୍ସବର୍ଗ,୬।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ଗୁରୁବାର ବିଳମ୍ବରେ ଆରମ୍ଭ ହେବ। ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ହାଲୁକା ବର୍ଷା ଯୋଗୁ କଭରଗୁଡ଼ିକ ପଡିଆରେ ଆଚ୍ଛାଦିତ ହୋଇଛି। ସ୍ଥାନୀୟ ଓ୍ବାଣ୍ଡରର୍ସ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୬।୧:କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷ ବିଶ୍ୱକପରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ ତଉରଙ୍ଗାସ୍ଥିତ ବେ ଓଭାଲରେ...

ବିଦ୍ୟା ବାଲାନ୍‌ଙ୍କ ସହ ଡିନର୍‌ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧:ହିମାଚଳ ପ୍ରଦେଶ ତାମିଲନାଡୁକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ହିମାଚଳର ଏହି ବିଜୟର ମୁଖ୍ୟ ଷ୍ଟାର୍‌ ହେଉଛନ୍ତି ପ୍ରଶାନ୍ତ ଚୋପ୍ରା। ସେ ତାମିଲନାଡୁ, ସର୍ଭିସେସ୍‌, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶର ବୋଲରମାନଙ୍କୁ ତାଙ୍କ ବିସ୍ଫୋରକ...

କୋହଲି-ଗାଙ୍ଗୁଲିଙ୍କ ଝଗଡା ସମାଧାନ ହେବ କେମିତି: ଶାସ୍ତ୍ରୀ ଦେଲେ ଉପାୟ

ନୂଆଦିଲ୍ଲୀ,୬।୧:ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ଯିବା ପୂର୍ବରୁ ବିରାଟ କୋହଲି ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହୋଇଥିବାର ଦେଖାଯାଉଛି। କିନ୍ତୁ ଉଭୟ ପାର୍ଶ୍ୱରୁ ତିକ୍ତତା ସଂପୂର୍ଣ୍ଣ ରୂପେ ଶେଷ ହୋଇଛି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri