ଖେଳ

ଅଧିନାୟକଙ୍କୁ କମେଣ୍ଟ ମାରିଲେ ପନ୍ତ: ଭିଡିଓ ଭାଇରାଲ

ଜୋହାନ୍ସବର୍ଗ,୬।୧:ଜୋହାନ୍ସବର୍ଗରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳ ଏକ ଦୃଢ ସ୍ଥିତିରେ ଅଛନ୍ତି। ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୨ ରନ ଆବଶ୍ୟକ। ହାତରେ ୮ଟି ଉଇକେଟ ବାକି ଅଛି। ଏହି...

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିବା ଭାରତୀୟ ଦଳ ତୃତୀୟ ଦିନରେ ୧୧୮ ରନ୍‌ ଖର୍ଚ୍ଚ...

ଦକ୍ଷିଣ ଆଫ୍ରିକା ଲାଗି ସହଜ ହେବ ନାହିଁ

ଜୋହାନ୍ସବର୍ଗ,୫।୧: ଚଳିତ ନ୍ୟୁ ଇୟର ତଥା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଭାରତୀୟ ଦଳ। ତେବେ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ଏତେ ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା ଘରୋଇ...

୨୪୦ ରନ୍‌ର ଟାର୍ଗେଟ ଛିଡ଼ା କଲା ଭାରତ

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର

କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାନୁକା ବୁଧବାର ପାରିବାରିକ ଦାୟିତ୍ୱବୋଧକୁ ଦର୍ଶାଇ ଅବସର ନେବାକୁ...

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ ଯୋଗୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ରାହୁଲ। ସେ ପୂର୍ବ...

ଶତକୀୟ ଭାଗୀଦାରି ପରେ ଭାରତକୁ ୪ ଝଟ୍‌କା

ଜୋହାନ୍ସବର୍ଗ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ନ୍ୟୁ ଇୟର ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ପରେ ଲଗାତାର ୩ ଉଇକେଟ ହରାଇଛି ଟିମ୍‌ ଇଣ୍ଡିଆ। ଫଳରେ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ...

ଇତିହାସ ରଚିଲା ବାଂଲାଦେଶ

ଅକଲାଣ୍ଡ,୫।୧: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଂଲାଦେଶ ୮ ଉଇକେଟରେ ଜିତିଛି। ଟେଷ୍ଟ କ୍ରିକେଟରେ ପ୍ରଥମ ଥର କିୱି ଦଳ ବାଂଲାଦେଶଠାରୁ ଏକ ଟେଷ୍ଟ ମ୍ୟାଚ ହାରିଛି। ଅନ୍ୟପଟେ...

ଏହି କ୍ରିକେଟର୍‌ଙ୍କ ଆଗରେ ସର୍ତ୍ତ ରଖିଥିଲେ ଗର୍ଲଫ୍ରେଣ୍ଡ: ଲଗାତାର ୩ ଛକା ମାରିଲେ ବିବାହ କରିବି

ଆଜି ଭାରତର ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ୮୧ ତମ ଜନ୍ମ ବାର୍ଷିକୀ। ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ରେକର୍ଡ କରାଯାଇଛି। ପଟୌଦିଙ୍କ ଅଧିନାୟକତ୍ୱରେ ହିଁ ଭାରତ ବିଦେଶୀ ମାଟିରେ ପ୍ରଥମ ବିଜୟ...

କ୍ରିକେଟ୍‌ ଇତିହାସରେ ଆଜି ସ୍ମରଣୀୟ ଦିନ: ଘଟିଥିଲା ଏମିତି

କିଛି ଲୋକ ବିଶ୍ୱାସ କରନ୍ତି ଯେ କ୍ରିକେଟର ପ୍ରକୃତ ମଜା ଟେଷ୍ଟ କ୍ରିକେଟରେ ଅଛି, କିନ୍ତୁ ଦିନିକିଆ କ୍ରିକେଟରେ ମଧ୍ୟ ଆହୁରି ମଜା ଅଛି। ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଜାନୁୟାରୀ ୫ର ଏକ ବିଶେଷ ସ୍ଥାନ ରହିଛି। କ୍ରିକେଟରେ ଦିନିକିଆ...

ଆଉଟ୍‌ ହେବା ପରେ ଯୁକ୍ତିତର୍କ କଲେ ରାହୁଲ

ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍କୋ ଜେନ୍ସେନଙ୍କ ଦ୍ୱାରା ଆଉଟ୍‌ ହେବା ପରେ କେ.ଏଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri