ଖେଳ

ବିଦେଶୀ କୋଚ୍‌ ଚାହୁଁଛନ୍ତି ବାବର, ରିଜଓ୍ବାନ

କରାଚୀ,୨।୧: ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଓ ଦଳର ଆନ୍ତରୀଣ ମୁଖ୍ୟ କୋଚ୍‌ ସାକଲିନ ମୁସ୍ତାକ ଜାତୀୟ ଦଳ ପାଇଁ ବିଦେଶୀ କୋଚ୍‌ ଚାହୁଁଛନ୍ତି। ଉଇକେଟକିପର ମହମ୍ମଦ ରିଜଓ୍ବାନ ମଧ୍ୟ ଏଥିରେ ଏକମତ ଥିବା ସ୍ପଷ୍ଟ କରିଛନ୍ତି ପାକିସ୍ତାନ...

୧୩ ରନ୍‌ ଦୂରରେ ରେକର୍ଡ

ଜୋହାନ୍ସବର୍ଗ,୨।୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ କୋଚ୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ଅଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ କୋହଲି ତୃତୀୟ...

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ...

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ ଚାରି ବର୍ଷ ପରେ ଅଶ୍ୱିନ ଦିନିକିଆ ଦଳକୁ ଫେରିଛନ୍ତି। ଏହାପୂର୍ବରୁ ୨୦୨୧...

ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବ ଏହି ଖେଳାଳି

ନୂଆଦିଲ୍ଲୀ,୧।୧: ଭାରତୀୟ ଟିମ୍‌ ଜାନୁୟାରୀ ୧୯ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। ଏଥିରେ ଓପନର୍‌ ଭାବେ ସ୍ଥାନ ପାଇଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାୟକଓ୍ବାଡ। ତେବେ...

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ। ଇଂଲଣ୍ଡ ସିରିଜ ପୂର୍ବରୁ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ...

୪ ବର୍ଷରେ ପ୍ରଥମ ଥର ହେବ ଏମିତି; କୋହଲି କଦାଚିତ୍‌ କରି ନ ଥିଲେ ଏହାର କଳ୍ପନା

ନୂଆଦିଲ୍ଲୀ,୧।୧: ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଭାରତୀୟ ଟିମ୍‌ ପ୍ରସ୍ତୁତ। ବିସିସିଆଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି। ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଆହତ ସମସ୍ୟାରୁ...

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ନ ଥିବା ଅଧିନାୟକ ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ରାହୁଲଙ୍କୁ...

ବିଜୟ ସତ୍ତ୍ୱେ ପଏଣ୍ଟ ହରାଇଲା ଟିମ୍‌ ଇଣ୍ଡିଆ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିଥିବା ଭାରତୀୟ ଦଳକୁ ଏକ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବାକୁ ପଡ଼ିଛି। ଧିମା ବୋଲିଂ ହାର ପାଇଁ ଦଳକୁ ଏଭଳି ଦଣ୍ଡରେ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା। ଏକ ସାକ୍ଷାତକାର ବେଳେ ଭଜିଙ୍କୁ ସେହି ପରିସ୍ଥିତି ସମ୍ପର୍କରେ ସେତେବେଳର ଅଧିନାୟକ ମହେନ୍ଦ୍ର...

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ

ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍‌ ଦି ଇୟରରେ ଭାରତର ହ୍ବାଇଟ ବଲ୍‌ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍‌ ସ୍ପିନର ଆର. ଅଶ୍ୱିନଙ୍କ ସମେତ ଦେଶର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଓ...

ଅଷ୍ଟ୍ରେଲିଆ ଟିମ୍‌ରେ କୋଭିଡ୍‌ର ଏଣ୍ଟ୍ରି

ସିଡ୍‌ନୀ,୩୧।୧୨: ଚଳିତ ଆଶେସ ସିରିଜର ଆଗାମୀ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ୍‌ ହେଡ। ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ତାଙ୍କୁ ଆଇସୋଲେଶନରେ ରଖାଯାଇଛି। ତେବେ ଚଳିତ ସିରିଜ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ହେଡ୍‌ଙ୍କଠାରେ କୌଣସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri