ଖେଳ

‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ

ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍‌ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ‘ମୌକା ମୌକା’ ବିଜ୍ଞାପନ ଉପରେ ଅନେକ ମିମ୍ସ ଭାଇରାଲ ହେଉଛି। ‘ମୌକା ମୌକା’ ବିଜ୍ଞାପନ ମୁଖ୍ୟତଃ...

ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି

ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍‌ରେ ୩.୫ ଓଭରରେ ୪୩ ରନ୍‌ ଖର୍ଚ୍ଚ କରିଥିଲେ ମହମ୍ମଦ ଶାମି। ତାଙ୍କର ଏଭଳି...

ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ

ଦୁବାଇ,୨୫।୧୦: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଟି -୨୦ ବିଶ୍ୱ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଟି -୨୦ ବିଶ୍ୱକପରେ ଭାରତ ଉପରେ ଏହା ପାକିସ୍ତାନର ପ୍ରଥମ ବିଜୟ। ବିଶ୍ୱକପ ପରି ଏକ ଟୁର୍ନାମେଣ୍ଟରେ...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦଳର ବର୍ତ୍ତମାନର ପରାମର୍ଶଦାତା ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୁରୁଣା...

କୋହଲିଙ୍କ ନାଁରେ ଲଜ୍ଜାଜନକ ରେଡର୍କ

ଦୁବାଇ,୨୫।୧୦: ଯଦି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ହୁଏ ତେବେ ଟିମ ଇଣ୍ଡିଆ ସର୍ବଦା ବିଜୟର ଗ୍ୟାରେଣ୍ଟି ପାଇଥାଏ। କିନ୍ତୁ ରବିବାର ଇତିହାସ ବଦଳିଥିଲା। ୨୯ ବର୍ଷ ପରେ ପାକିସ୍ତାନ ଦଳ ବିଶ୍ୱକପ ମ୍ୟାଚରେ ଭାରତକୁ ପରାସ୍ତ କରିବାରେ ସଫଳ...

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ...

ଭାରତ ପରାଜୟର ୫ ମୁଖ୍ୟ କାରଣ

ଦୁବାଇ,୨୫।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ଉଇକେଟରେ ପରାସ୍ତ କରିଛି। ଦିନିକିଆ ଏବଂ ଟି -୨୦ ବିଶ୍ୱକପର ୨୯ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତୀୟ ଦଳକୁ ପରାସ୍ତ କରିଛି। ମ୍ୟାଚ୍‌ରେ...

ମ୍ୟାଚ୍‌ ପରେ ଭୋ ଭୋ କାନ୍ଦିଲେ ଏହି କ୍ରିକେଟ୍‌ରଙ୍କ ବାପା: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୧୦: ଭାରତ ବିପକ୍ଷରେ ବିଜୟ ପରେ ସମଗ୍ର ପାକିସ୍ତାନ ଏହି ସମୟରେ ଉତ୍ସବରେ ବୁଡି ରହିଛି। ଅଧିନାୟକ ବାବର ଆଜମଙ୍କୁ ସବୁଠି ପ୍ରଶଂସା କରାଯାଉଛି। ସେ ଏପରି କାର୍ଯ୍ୟ କରିଥିଲେ, ଯାହା ଇମ୍ରାନ ଖାନଙ୍କ ପରି ଜଣେ କିମ୍ବଦନ୍ତୀ ଅଧିନାୟକ...

୭ ବଲ୍‌ରେ ବଦଳିଗଲା ଇତିହାସ

ଦୁବାଇ,୨୫।୧୦: ଦୁବାଇ ଗ୍ରାଉଣ୍ଡରେ ୨୯ ବର୍ଷ ପରେ ଇତିହାସ ରଚିଛି ପାକିସ୍ତାନ। ଦିନିକିଆ ଏବଂ ଟି -୨୦ ବିଶ୍ୱକପରେ ଲଗାତାର ୧୨ଟି ମ୍ୟାଚ ହାରିଯିବା ପରେ ପାକିସ୍ତାନ ଏହି ଇତିହାସ ବଦଳାଇ ଦେଇଛି। ଇତିହାସ, ସାମ୍ପ୍ରତିକ ଫର୍ମ ଏବଂ ଅଭିଜ୍ଞତା...

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ କହିଛନ୍ତି। ଆରମ୍ଭରୁ ଭାରତ କେତୋଟି ଉଇକେଟ ହାସଲ କରିପାରିଲେ...

ସୁଯୋଗ ଦେଲେ ନାହିଁ : କୋହଲି

ଦୁବାଇ,୨୫।୧୦: ପାକିସ୍ତାନ ଦଳକୁ ଶ୍ରେୟ ଦେବାକୁ ପଡ଼ିବ। ପ୍ରଥମେ ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସାରିଥିଲୁ। ଏହାକୁ କଦାପି ଭଲ ଆରମ୍ଭ କୁହାଯାଇ ପାରିବ ନାହିଁ। ବୋଲିଂରେ ଆମକୁ ଶୀଘ୍ର ଉଇକେଟ ଦରକାର ଥିଲା। କିନ୍ତୁ ତାଙ୍କ...

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାକିସ୍ତାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri