ଖେଳ

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ କରିବାକୁ ଯାଉଛି। ଏଥିସହିତ ଆରମ୍ଭ ହେବାକୁ ଯାଉଛି ଭାରତୀୟ...

କୋହଲିଙ୍କ ଉପରେ ମୁହଁ ଖୋଲିଲେ ନୂଆ ଅଧିନାୟକ

ଜୟପୁର,୧୬।୧୧: ଭାରତୀୟ ଟି୨୦ ଦଳର ନୂଆ ସେଟ୍‌ଅପ୍‌ରେ ବ୍ୟାଟର ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗକୁ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ କି ବୋଲି ପଚରାଯିବାରୁ ଉପରୋକ୍ତ ଉତ୍ତର ଦେଇଛନ୍ତି...

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର ୨୦୧୭ରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଏଥର ଫେରିଛି। ଏହି ଇଭେଣ୍ଟର ପରବର୍ତ୍ତୀ ସଂସ୍କରଣ...

ଟି୨୦ ସିରିଜ୍‌ରେ ଖେଳିବେ ନାହିଁ

ଜୟପୁର,୧୬।୧୧: ଆସନ୍ତା ବୁଧବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ଟି୨୦ ସିରିଜ୍‌ ପରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ...

‘ନ୍ୟୁଜିଲାଣ୍ଡ ପଡ଼ିଆକୁ ବନ୍ଧୁକ ନେଇଯାଇଥିଲା ସତ, କିନ୍ତୁ ଗୁଳି ଫୁଟାଇପାରି ନ ଥିଲା’

ଅକଲାଣ୍ଡ,୧୬।୧୧: କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି। ଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଗ୍ରୁପ ପର୍ଯ୍ୟାୟରେ ଭଲ ଫର୍ମରେ ଥିବା କିୱି ଦଳ ସେମିଫାଇନାଲରେ...

ଭାରତୀୟ କ୍ରିକେଟର୍‌ ନୂତନ ଯୁଗ ଆରମ୍ଭ

ଜୟପୁର,୧୬।୧୧: ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି। ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇଥିଲା। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ...

ବିମାନରେ ଇଂଲଣ୍ଡ ଖେଳାଳିଙ୍କ ‘ଅବସ୍ଥା ଖରାପ’, ଜାଣନ୍ତୁ କାହିଁକି

ଦୁବାଇ,୧୬।୧୧: ଆଶେସ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଖେଳାଳିମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବିମାନ ଯାତ୍ରା ଇଂଲଣ୍ଡ ଖେଳାଳିଙ୍କୁ ପାଇଁ ଅସହ୍ୟ ହୋଇଯାଇଛି। ଇଂଲଣ୍ଡ ଖେଳାଳି ଜନି ବେୟାରଷ୍ଟୋ, ଜୋସ ବଟଲର ଏବଂ କ୍ରିସ ୱୁକସ, ଦୁବାଇରୁ...

ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଖେଳିବେ ନାହିଁ ୱିଲିୟମସନ

ନୂଆଦିଲ୍ଲୀ,୧୬।୧୧: ଭାରତ ବିପକ୍ଷ ୩ ଟି -୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି। ଅଧିନାୟକ କେନ ୱିଲିୟମସନ ଏହି ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ ସାଉଥିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟେଷ୍ଟ...

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି।...

୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…

ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା ଜବତ କରିଛି। ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ସଫେଇ ଦେଇଛନ୍ତି। ସେ ଏହା ପଛରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଜବତ ହେଲା ୫ କୋଟି ଟଙ୍କାର ଦୁଇଟି ଘଡି

ମୁମ୍ବାଇ,୧୬ ।୧୧: ୟୁଏଇରେ ଆଇସିସି ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟିମ୍ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଟିମର ସଦସ୍ୟ ଭାରତ ଫେରିବା ସମୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଡୁଆ ବଢି ଯାଇଛି । ମୁମ୍ବାଇ...

ଦଳ ଚାମ୍ପିୟନ୍‌ ହେବାପରେ ଖେଳାଳିଙ୍କୁ ମିଳିଲା ଚେତାବନୀ

ମେଲବୋର୍ନ,୧୬।୧୧: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ପରେ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଖୁସି ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri