ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି।ନବନିର୍ମିତ…
କେନ୍ଦ୍ରାପଡ଼ା ଅଫିସ,୨୭ା୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର…
ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ମଙ୍ଗଳବାରଠାରୁ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ…
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୬୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୩୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ…
କୁଜଙ୍ଗ,୨୭ା୬(ଡି.ଏନ୍.ଏ.): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାନସିକ ସ୍ଥିତି ହରାଇବା ପରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିବାରୁ ଓ ଘର ଛାଡି ପଳାଇବାକୁ ଉଦ୍ୟମ କରିବାକୁ ଜଣେ ଯୁବକଙ୍କୁ…
ବରୀ,୨୭ା୬(ଡି.ଏନ.ଏ.): ଭୌଗୋଳିକ ଦୃଷ୍ଟିକୋଣରୁ ବରୀ ବ୍ଲକ୍କୁ ଦୁଇ ଭାଗ କରିଛି ବ୍ରାହ୍ମଣୀ ନଦୀ। ଏହି ନଦୀର ବାମପାର୍ଶ୍ୱରେ ୧୬ଟି ପଞ୍ଚାୟତ ସହିତ ବରୀ ରାମଚନ୍ଦ୍ରପୁର ଥାନା, ତହସିଲ,…
କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ ମିଡିଆରେ…
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ୧୦ ଦଫା ଦାବି ନେଇ ଆସନ୍ତା ୧ରୁ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ତେବେ ସେହିଦିନ ରଥଯାତ୍ରା ଥିବାରୁ ଧର୍ମଘଟ ହେଲେ…
କଟକ ସଦର,୨୭ା୬(ଡି.ଏନ୍.ଏ.): ପୋଲିସଠାରୁ ନ୍ୟାୟ ନ ପାଇ କଟକ ଜିଲା କିଶନନଗର ଥାନା ପରିସରରେ ଗତ ଗୁରୁବାର ସ୍ଥାନୀୟ ସାଇକୋରୁଆ ଗ୍ରାମର ଗୁଣନିଧି ବିଶୋୟୀ ଦେହରେ କିରୋସିନ…
ବିଞ୍ଝାରପୁର,୨୭ା୬(ଡି.ଏନ୍.ଏ.): ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା (ସିଏଲ୍ଏଟି) ୨୦୨୨ରେ ଓଡ଼ିଆ ଛାତ୍ର ଅନମୋଲ ସାଇ ଓଡ଼ିଶାର ଟେକ ରଖିଛନ୍ତି। ସେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର…