Advertisement

ରାଜ୍ୟ

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟକାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

2 weeks ago
ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ: ବିଜେଡିର ନାହିଁ…ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ: ବିଜେଡିର ନାହିଁ…

ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ: ବିଜେଡିର ନାହିଁ…

ଭୁବନେଶ୍ୱର,୧।୪: ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଲେ ବିଜେଡିର ଭାଷା ଜ୍ଞାନ ନାହିଁ । ଭାଷାକୁ କଦର୍ଥ କରିଥିଲା ବିଜେଡି,ପାତ୍ର BJD…

2 weeks ago
ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି…

2 weeks ago
ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି।…

2 weeks ago
ଏକାଉଣ୍ଟରୁ କଟିଗଲା ଟଙ୍କା: ଯୁବକ ଭାଙ୍ଗିଦେଲା ଏଟିଏମ୍ଏକାଉଣ୍ଟରୁ କଟିଗଲା ଟଙ୍କା: ଯୁବକ ଭାଙ୍ଗିଦେଲା ଏଟିଏମ୍

ଏକାଉଣ୍ଟରୁ କଟିଗଲା ଟଙ୍କା: ଯୁବକ ଭାଙ୍ଗିଦେଲା ଏଟିଏମ୍

ଆନନ୍ଦପୁର, ୧।୪ (ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଷ୍ଟେଟ ବ୍ୟଙ୍କ ଏଟିଏମ୍ ଭାଙ୍ଗି ଚୁର୍ ମାର କରିଦେଲେ ଯୂବକ l ଘଷିପୁରା ଥାନା ସାମ୍ନାରେ…

2 weeks ago
ତାତି ନ ଥମୁଣୁ ପୁଣି କିଟ୍‌ ଛାତ୍ରଙ୍କ ମୃତ୍ୟୁ, ସନ୍ଦେହଜନକ ଭାବେ ମିଳିଲା ମୃତଦେହତାତି ନ ଥମୁଣୁ ପୁଣି କିଟ୍‌ ଛାତ୍ରଙ୍କ ମୃତ୍ୟୁ, ସନ୍ଦେହଜନକ ଭାବେ ମିଳିଲା ମୃତଦେହ

ତାତି ନ ଥମୁଣୁ ପୁଣି କିଟ୍‌ ଛାତ୍ରଙ୍କ ମୃତ୍ୟୁ, ସନ୍ଦେହଜନକ ଭାବେ ମିଳିଲା ମୃତଦେହ

ଭୁବନେଶ୍ୱର,୧।୩: କିଟ୍‌ ତାତି ନ ଥମୁଣୁ ପୁଣି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସନ୍ଦେହଜନକ ପରିସ୍ଥିତିରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ଜବତ ହୋଇଛି। ମଞ୍ଚେଶ୍ବର…

2 weeks ago
ଚୈତ୍ର ମଙ୍ଗଳବାର ତୃତୀୟ ପାଳି: ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀଚୈତ୍ର ମଙ୍ଗଳବାର ତୃତୀୟ ପାଳି: ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ଚୈତ୍ର ମଙ୍ଗଳବାର ତୃତୀୟ ପାଳି: ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୧।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚାଲିଛି ଚୈତ୍ର ଯାତ୍ରା। ମଙ୍ଗଳବାର ତୃତୀୟ ପାଳିରେ ମା’ ତାରାତାରିଣୀ ସରସ୍ବତୀ ବେଶରେ ଭକ୍ତଙ୍କୁ…

2 weeks ago
କଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁକଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁ

କଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁ

କଟକ, ୧ା୪: କଟକ ସହରର ଦୋଳମୁଣ୍ଡାଇ ଅଞ୍ଚଳରେ ଏକ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ସକାଳେ ସ୍ଥାନୀୟ ଲୋକମାନେ ପ୍ରଥମେ ଏକ କୋଠାର…

2 weeks ago
ନାଳରେ ପଡିଛି ଦନ୍ତାହାତୀର ମୃତଦେହନାଳରେ ପଡିଛି ଦନ୍ତାହାତୀର ମୃତଦେହ

ନାଳରେ ପଡିଛି ଦନ୍ତାହାତୀର ମୃତଦେହ

ପାଲଲହଡ଼ା,୪।୧: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଛି…

2 weeks ago
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧାସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା

ଭୁବନେଶ୍ୱର, ୧ା୪: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ଐତିହାସିକ ଘଟଣା ଯାହା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସମ୍ପନ୍ନ ହୋଇଥିଲା। ଏହା ଭାରତର ପ୍ରଥମ…

2 weeks ago