ଲାଲ୍ଚନ୍ଦ୍ର ଜବରଦସ୍ତ ଅଫର୍: ୨୨ କ୍ୟାରେଟ୍ ସୁନା ଅଳଙ୍କାର କିଣିଲେ…
ଭୁବନେଶ୍ୱର,୧୯।୪:ଲାଲ୍ଚନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍ ‘ଅକ୍ଷୟ ତୃତୀୟା ଅଫର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମସ୍ତ ୨୨ କ୍ୟାରେଟ୍ ଏଚ୍ୟୁଆଇଡି ହଲ୍ମାର୍କ୍ ସୁନା ଅଳଙ୍କାର ଏବଂ ହୀରା ଅଳଙ୍କାର ଉପରେ ଗ୍ରାମ୍ ପ୍ରତି ମେକିଂ ଚାର୍ଜ ଫ୍ଲାଟ୍ ୯୯୯...