ରାଜ୍ୟ

୨୭ରେ ମଦ୍ରାସା ବୋର୍ଡ ପରୀକ୍ଷାଫଳ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦର ବିଭିନ୍ନ ପାଠ୍ୟକ୍ରମ ପରୀକ୍ଷାଫଳ ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ। ମାହିର(ଯୁକ୍ତ ୨), ଆଲିମ୍‌ (ଯୁକ୍ତ ୩) ଏବଂ ଫାଜିଲ(ପିଜି) ପାଠ୍ୟକ୍ରମର...

ରାଜଗାଙ୍ଗପୁର ଲେଭଲ କ୍ରସିଂ: ଓଭରବ୍ରିଜ୍‌ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର,୨୬ା୬(ସୁନିତ୍‌ ମିଶ୍ର): ରାଜଗାଙ୍ଗପୁର ଲେଭଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍‌ ନିର୍ମାଣ (ଆର୍‌ଓବି ପ୍ରୋଜେକ୍ଟ) ପ୍ରକିୟା ତ୍ୱରାନ୍ବିତ ହୋଇଛି। ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ସୋନାଖାନ ଓ କାଂସବାହାଲ ମଧ୍ୟରେ ଥିବା ଏହି...

୨୭ ଯାଏ ବର୍ଷିବ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଆଗାମୀ ଦୁଇଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ...

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍‌ରେ...

ଅର୍ଦ୍ଧଭଗ୍ନ ଅବସ୍ଥାରେ ରାଜ୍ୟର ପ୍ରଥମ ଡପ୍‌ଲର ରାଡାର କେନ୍ଦ୍ର

ପାରାଦୀପ,୨୬।୬(ଶରତ ରାଉତ): ଓଡ଼ିଶାର ପ୍ରଥମ ଡପ୍‌ଲର ରାଡାର ଘର ଏବେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ନିର୍ମାଣ ହୋଇଥିବା ୩୯ ମିଟର ଉଚ୍ଚତା ବିଶିଷ୍ଟ ଏହି ୭ ମହଲା ଘର ଏବେ ମଳିନ...

ପରୀକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି: ବୋର୍ଡ

କଟକ,୨୬ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କେତେଜଣ ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨...

ଆଜି ସରୁଛି ଯୁକ୍ତ୨ ନାମଲେଖା ଆବେଦନ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହେଉଛି। ସାମସ୍‌ ପୋର୍ଟାଲରୁ ମିଳିଥିବା ସୂଚନା...

ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା

ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ...

ଚାଷଜମିରୁ ବାହାରିଲା ପୁରାତନ ଯୁଗର ପ୍ରସ୍ତର କଳାକୃତି

ମ.ରାମପୁର,୨୫ା୬(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁରର ରଜାମୁଣ୍ଡା ଗ୍ରାମରେ ବରୁଣ ସାହୁ ନିଜ ଚାଷ ଜମିରେ ହଳ କରୁଥିବା ବେଳେ ଚାଷଜମିରୁ ଏକ କଳାକୃତି ଖୋଦିତ ବିରଳ ପୁରାତନ ପଥର ମିଳିଛି। ଏ ଖବର ପ୍ରଚାର ହେବା ପରେ...

ଏନ୍‌ଏଚ୍‌ପିସି-ଗ୍ରୀଡ୍‌କୋ ଚୁକ୍ତି

ଭୁବନେଶ୍ୱର,୨୫।୬: ଦେଶର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ବିକାଶ ସଙ୍ଗଠନ ଏନ୍‌ଏଚ୍‌ପିସି ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ପ୍ରମୁଖ ନିଗମ ଗ୍ରୀଡ୍‌କୋ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ଏବଂ ଓଡ଼ିଶାରେ ଅକ୍ଷୟ...

ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ସହ ସୋଆର ବୁଝାମଣା

ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏମ୍‌ଆର୍‌-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି) ମଧ୍ୟରେ ଶନିବାର ଏକ ଦ୍ୱିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଓ ସୋଆ ମିଳିତ...

ନିର୍ମାଇ ସହ ଓଡ଼ିଶା ଡାଇଗ୍ନୋଷ୍ଟିକର ସହଭାଗିତା

ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟସେବା ପରୀକ୍ଷଣ ସଂସ୍ଥା ଓଡ଼ିଶା ଡାଇଗ୍ନୋଷ୍ଟିକ୍‌ ଏବଂ ମେଡିକାଲ ଟେକ୍ନୋଲୋଜି କମ୍ପାନୀ ନିର୍ମାଇ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସ୍ବାସ୍ଥ୍ୟସେବାର ଅଗ୍ରଭାଗକୁ ଆଣିବାକୁ ଲକ୍ଷ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri