ରାଜ୍ୟ

ରାଜ୍ୟରେ ୫୦୮୬ ପିଲା ଅଧାରୁ ପାଠଛାଡ଼ିିଛନ୍ତି

ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ଓଡ଼ିଶାରେ ସ୍କୁଲ୍‌ ଡ୍ରପ୍‌ ଆଉଟ ପିଲାଙ୍କ ପରିସଂଖ୍ୟାନ ପ୍ରତିବର୍ଷ ବଢୁଛି। ବର୍ତ୍ତମାନ ଜାତୀୟ ହାର ୧୨ ପ୍ରତିଶତରୁ ଅଧିକ ରହିଥିବାବେଳେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୧୮ହଜାର ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ...

ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୨୩।୬(ସତ୍ୟଜିତ୍‌ ରାଉତ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିଲେ ଚାଳକ ତଣ୍ଡ ଗଣିବେ। ଜୁନ୍‌ ୨୩ ଅର୍ଥାତ ଶୁକ୍ରବାରଠାରୁ ଏନେଇ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହେବା ସହ ନିୟମ ପାଳନ କରୁ ନ ଥିବା ଗାଡ଼ି...

ଭବାନୀପାଟଣାରେ ନଡ୍ଡା: ସରକାରଙ୍କ ସଫଳତାର ରଖିବେ ହିସାବ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ଭବାନୀପାଟଣାରେ ପହଞ୍ଚିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍‌ରୀଙ୍କ ଦର୍ଶନ କରିବେ। ଏହାପରେ ଲାଲାବାହଦୂର ଷ୍ଟାଡ଼ିୟମରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ।...

ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନିୟମିତ ନେଇ ଏସ୍‌ଓପି ଜାରି

ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ନିଯୁକ୍ତି ନିୟମିତ କରାଯିବା ନେଇ ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏନେଇ ସ୍ବତନ୍ତ୍ର ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା...

ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର/ଭଦ୍ରକ,୨୩ା୬(ସତ୍ୟଜିତ ରାଉତ/ସନାତନ ରାଉତ): ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଛି। ଭୁବନେଶ୍ୱର, ନବରଙ୍ଗପୁର ସମେତ ଭଦ୍ରକର ବହୁଦରଡ଼ା ଗ୍ରାମର ବାସଭବନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ସ୍ମୃତିରଞ୍ଜନ ପ୍ରଧାନ ଗଜପତି ଜିଲାପାଳ

ଭୁବନେଶ୍ୱର,୨୩ା୬(ଅନିଲ ଦାସ):ରାଜ୍ୟ ସରକାର ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ...

ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା (ସିପିଇଟି) ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହେବ। ଜୁନ୍‌ ୨୮ ଓ ୩୦ ତାରିଖକୁ ବାଦ୍‌ ଦେଲେ...

‘ଧାର୍ଯ୍ୟ ସମୟ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ’

ଭୁବନେଶ୍ବର,୨୩ା୬(ସୁନିତ୍‌ ମିଶ୍ର): ଜାତୀୟ ରାଜପଥ(ଏନ୍‌ଏଚ୍‌)-୧୬ରେ ଆସୁଥିବା ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ହ୍ରାସ କରିବାକୁ ଗତ ମାସରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଧାର୍ଯ୍ୟ...

ବନ କର୍ମଚାରୀଙ୍କୁ ମିଳିବ ଆଧୁନିକ ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର,୨୩ା୬(ଅନିଲ ଦାସ): ଶିମିଳିପାଳ ଅଭୟାରଣ୍ୟରେ ୨ ଜଣ ବନ କର୍ମଚାରୀଙ୍କୁ ଶିକାରୀମାନେ ହତ୍ୟା କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଭୟାରଣ୍ୟର ଆଖପାଖ ଗ୍ରାମଗୁଡ଼ିକରେ ବେଆଇନ ଅସ୍ତ୍ରଶସ୍ତ୍ର...

ଓଡ଼ିଶାର ୨ ସ୍ବାସ୍ଥ୍ୟକର୍ମୀଙ୍କୁ ନାଇଟିଙ୍ଗେଲ୍‌ ଆୱାର୍ଡ

କଣାସ(ବିଭୂତି ଭୂଷଣ ତ୍ରିପାଠୀ) / ନବରଙ୍ଗପୁର (ସଦାଶିବ ପ୍ରହରାଜ),୨୩ା୬: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୨ ଓ ୨୦୨୩ ବର୍ଷ ନିମନ୍ତେ ୧୫ ଜଣ ଲେଖାଏ...

ଫେସ୍‌ବୁକ କମେଣ୍ଟକୁ ନେଇ ମାଡ଼

ରାଉରକେଲା,୨୨।୬(ଦିନେଶ ମିଶ୍ର): ଫେସ୍‌ବୁକରେ ଏକ କ୍ଲବ ସମସ୍ୟାକୁ ନେଇ କମେଣ୍ଟ କରିଥିବା ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧମୁଣ୍ଡା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର ବି ବସ୍ତିର ପଙ୍କଜ ଭଗତ(୩୧), କ୍ରିଷ୍ଣା ପୂର୍ତ୍ତି(୨୪),...

କୃଷ୍ଣ, ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୨୨।୬:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ଗୁରୁବାର କୃଷ୍ଣ, ବଳରାମ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝିପିଝିପି ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏପରିକି ବଡ଼...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri