ରାଜ୍ୟ

ଦେଶରେ ପ୍ରଭଞ୍ଜନ ଓ ବୋରା, ରାଜ୍ୟରେ ସ୍ବୟଂଶକ୍ତି ଶ୍ରେଷ୍ଠ

ଭୁବନେଶ୍ୱର,୧୪।୬(ଅନୁରାଧା ମହାରଣା): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୩ ୟୁଜିର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁସାରେ ତାମିଲନାଡ଼ୁର ପ୍ରଭଞ୍ଜନ ଜେ. ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ...

ପାଚିକା-ସହାୟିକାଙ୍କୁ ମିଳିଲା ଶାଢ଼ି ଭତ୍ତା ୫୦୦ ଟଙ୍କା

ଭୁବନେଶ୍ୱର, ୧୪।୬(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟର ସ୍କୁଲଗୁଡ଼ିକରେ ନିୟୋଜିତ ଥିବା ପାଚିକା-ସହାୟିକାମାନଙ୍କ ପାଇଁ ୧୧୭.୭୩ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି।...

ରାଜ୍ୟରେ ବିରଳ ଘଟଣା ଦେଖିବାକୁ ମିଳୁଛି : ସମୀର

ଭୁବନେଶ୍ବର, ୧୪ା୬(ସୁନୀତ୍‌ ମିଶ୍ର): ବିଜେଡି ରାଜନୀତିକୁ ନେଇ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ବିଜେଡି କିନ୍ତୁ ସମୀର ତାଙ୍କ ଦଳରେ କୋଣଠେସା ହୋଇପଡ଼ିଥିବା କଥା କହି ପାଲଟା ଟାର୍ଗେଟ କରିଛି। ସମୀର ଟୁଇଟ୍‌...

ରାୟଗଡ଼ା, କୋରାପୁଟ କଂଗ୍ରେସ କର୍ମୀଙ୍କ ଦିଲୀ ଗସ୍ତ

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା):  ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିଲୀରେ ପହଞ୍ଚିଛି। କୋରାପୁଟ ଜିଲା ଓ ରାୟଗଡ଼ା ଜିଲାର...

ବିଜୁଳି କାଟ୍‌: ଦୀପତଳ ଅନ୍ଧାର

ଭୁବନେଶ୍ବର, ୧୪ା୬(ସୁନୀତ୍‌ ମିଶ୍ର): ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୋଇଥାଏ। ହେଲେ ରାଜ୍ୟରେ ଦୀପତଳ ଅନ୍ଧାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ବିଜୁଳି କାଟ ନେଇ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ କିଛିଦିନ ହେଲା...

ଆଜି ପହିଲି ରଜ

ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା। ଏଥିରେ ଆଦିବାସୀ ନୃତ୍ୟଗୀତର ଝଲକ ଦେଖିବାକୁ ମିଳିଥାଏ। ଏଥିପାଇଁ ରଜର ୩/୪ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଘର ଲିପାପୋଛା ଓ ରଙ୍ଗ ମରା ହୋଇଥାଏ। ନୂଆ ଲୁଗାପଟା...

ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଫାଟିଲା ଷ୍ଟିମ୍‌ ଲାଇନ୍‌ ପାଇପ୍‌

ରତନ ନାୟାର/କାର୍ତ୍ତିକ ସାହୁ ଢେଙ୍କାନାଳ ଅଫିସ/କଟକ ଅଫିସ, ୧୪ା୬: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍‌ ଲାଇନ୍‌ ଫାଟି...

ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ,୧୩।୬(ଡି.ଏନ୍‌.ଏ.): ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ । ମୃତକ ହେଲେ ଅନୁପମ ବେହେରା (୪୧ ) । ପାରିବାରିକ ସମସ୍ୟା...

ତିନିରଥର ବେଦି ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ‘ପ୍ରଭା’ ନିର୍ମାଣ ସରିବା ସହ ଆଗଆଣି ଏବଂ ପଛଆଣି ଦୁଇଟି...

ବର୍ଷା ପୂର୍ବରୁ ଡ୍ରେନ୍‌ କାମ ସାରିବାକୁ ତାଗିଦ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଚଳିତବର୍ଷ ପ୍ରଖର ରୌଦ୍ରତାପ ହେଉଥିବା ବେଳେ ମୌସୁମୀ ମଧ୍ୟ ବିଳମ୍ବରେ ଓଡ଼ିଶା ଛୁଇଁବାର ରହିଛି। ତେବେ ବର୍ଷା ଦିନେ ରାଜଧାନୀରେ ଡ୍ରେନ୍‌ ସମସ୍ୟା, ଜଳମଗ୍ନ ଅଞ୍ଚଳ ଆଦି ବିଭିନ୍ନ ସମସ୍ୟା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ଚିନ୍ତାର...

୧୪ ସିସି କ୍ୟାମେରା ଅଚଳ, ୨୯ ଅଧା କାମ କରୁନି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ସହରର ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ଭୁବନେଶ୍ୱରର ବିଭିନ୍ନ ପଏଣ୍ଟରେ ସିସି କ୍ୟାମେରା ରହିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଏହା ମାସ ମାସ ଧରି ଅଚଳ ହୋଇପଡିଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଉ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ବର,୧୩।୬(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ପ୍ରତିଶତରୁ ୪୨ପ୍ରତିଶତକୁ ବୃଦ୍ଧି ପାଇଛି। ଏହା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri