ରାଜ୍ୟ

‘ମୁକ୍ତା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮୩.୮୧ କୋଟି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ‘ମୁକ୍ତା’ ଯୋଜନାରେ ଦକ୍ଷିଣ ଆରଡିସି ଡିଭିଜନର ୧୦ଟି ଜିଲାକୁ ଅନ୍ତର୍ଭୁକ୍ତ କରି ୪୨ ମ୍ୟୁନିସିପାଲିଟି ଏବଂ...

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

ଭବାନୀପାଟଣା,୧୨ା୬(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍‌ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୩ଜଣ ଡିଏସ୍‌ପି ଏବଂ ୩ଜଣ...

ପାର୍କିଂ ଫି’ ଶୋଷଣ: ଇ-ଯାନ ପାଇଁ ମିଳୁନି ରିହାତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ପାର୍କିଂ ଫି’ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଡ଼ି ରଖିବା ମାତ୍ରେ କେହି ନା କେହି ଆସି ପାର୍କିଂ ଫି’ ଦେବାକୁ ଜୁଲମ କରୁଛନ୍ତି। ରସିଦ ମାଗିଲେ, ନାଲି ଆଖି ଦେଖାଇବା ସହ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଥିବା...

ଅଷ୍ଟମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ଆତ୍ମହତ୍ୟା କଲେ ନବବିବାହିତା

ଝାରବନ୍ଧ,୧୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୃତକା ଜଣକ ହେଲେ ଉକ୍ତ ଗ୍ରାମର ଶାନ୍ତିଲାଲ ପ୍ରଧାନଙ୍କ ଏକମାତ୍ର ଝିଅ ଅଞ୍ଜଳି(...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

କଟକସଦର,୧୨ା୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ସକାଳୁ କଟକ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ...

ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ

ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ...

ସାମୂହିକ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟର ପ୍ରାଥମିକ ଶିକ୍ଷକ ୨ ଦଫା ଦାବି ନେଇ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିନାହାନନ୍ତି। ତେଣୁ ଶିକ୍ଷକମାନେ ସାମୂହିକ ଛୁଟିନେଇ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ...

୩ଦିନ ହେବ ପ୍ଲାନେଟାରିୟମ୍‌ ବନ୍ଦ

ଭୁବନେଶ୍ୱର, ୧୨।୬ (ବ୍ୟୁରୋ): ପିଲାଙ୍କ ପାଇଁ ଉଭୟ ମନୋରଞ୍ଜନ ଓ ଶିକ୍ଷାର ଏକ ପ୍ରମୁଖ ମାଧ୍ୟମ ହେଉଛି ପ୍ଲାନେଟୋରିୟମ୍‌। ମହାକାଶ, ଗ୍ରହ, ନକ୍ଷତ୍ର ଆଦି ବିଭିନ୍ନ ମହାଜାଗତିକ ତଥ୍ୟ ଉପରେ ଜ୍ଞାନ ଲାଭ କରିବା ପାଇଁ ପ୍ରତିଦିନ ଶହ ଶହ...

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ

ଦିଗପହଣ୍ଡି,୧୨ା୬(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ୨୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଥାଲାସେମିଆ (ରକ୍ତ ଶିକୁଳି) ରୋଗରେ ପୀଡିତ ଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରସ୍ଥିତ...

ଆଉ ୨ଦିନ ଅସମ୍ଭାଳ ତାତି

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ସାଙ୍ଗକୁ ହିଟ୍‌ଓ୍ବେଭ୍‌ (ଗୁଳୁଗୁଳି) ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା। ୪୪ ଡିଗ୍ରୀ ଉପରେ ୪ ସହର ରହିଥିଲାବେଳେ ସର୍ବାଧିକ ୪୪.୫...

ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସେମାନଙ୍କ ସିଡିଆର୍‌ ଯାଞ୍ଚ କରୁଥିବା...

ଓଡ଼ିଶାରୁ ବଢ଼ୁଛି ଆଇଏସ୍‌ଆଇ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍‌ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର କେତେଜଣ କର୍ମଚାରୀ ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ପ୍ରତିରକ୍ଷା ସମ୍ପର୍କିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri