ରାଜ୍ୟ

ବର୍ଷକୁ ଦେଶର ୧.୩୫ ନିୟୁତ ଜୀବନ ନେଉଛି ତମାଖୁ

ଭୁବନେଶ୍ୱର,୨।୬ (ବ୍ୟୁରୋ): ତମାଖୁ ସେବନ ସମାଜରେ ଏକ ବ୍ୟାଧିର ରୂପ ନେଇଛି। ଏହାର ସେବନ ଯୋଗୁ ପ୍ରତିବର୍ଷ ଭାରତରେ ୧.୩୫ ନିୟୁତ ଲୋକଙ୍କ ଜୀବନ ଯାଉଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଯୋଗୁ ୧.୨ ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ଭାରତରେ...

ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ରେକର୍ଡ ଅଭିବୃଦ୍ଧି

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଆଦାୟରେ ରେକର୍ଡ ଅଭିବୃଦ୍ଧି ହୋଇଛି। ୨୦୨୩ ମେ’ରେ ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା...

ମହିଳା ବେଶରେ ଏସ୍‌ସିବିରୁ କଏଦୀ ଚମ୍ପଟ

କଟକ ଅଫିସ,୨ା୬: କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ସାଜନ ଦାସ। ଏ ନେଇ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ...

ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନିର୍ଦ୍ଦେଶକ...

୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଛତ୍ରପୁର,୧।୬(ଡି.ଏନ୍‌.ଏ. ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସକାଳେ ମିଳିଥିବା ବେଳେ ଆଉ ଜଣେ ନିଖୋଜ...

ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍‌ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମଏସ୍‌ସି, ଏମେ୍‌ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍‌ବିଏ,...

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା ପିଏମ୍‌ପି ଖଣି, ଯୋଡ଼ା ପିଏମ୍‌ପି ଅଫିସ, ପିଏମ୍‌ପି ମୁଖ୍ୟ ମାଲିକ ଏସ୍‌.କେ...

ସମୁଦ୍ରରେ ବୁଡ଼ିଗଲେ ଦୁଇ ଛାତ୍ରୀ: ଜଣେ ମୃତ, ଆଉ ଜଣେ ନିଖୋଜ

ଛତ୍ରପୁର,୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ...

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍‌ଏଚଜିିଙ୍କ ହାତରେ ଦେଇଛନ୍ତି ବିକାଶର ଗୁରୁଦାୟିତ୍ୱ। ପ୍ରତିଟି କ୍ଷେତ୍ରରେ ମହିଳାମାନେ ଏବେ ସ୍ବାବଲମ୍ବୀ ହେବା ସହ ରୋଜଗାରର ପନ୍ଥା ପାଇପାରିଛନ୍ତି। ଦେଶରେ ଓଡ଼ିଶାର ମିଶନ ଶକ୍ତି...

୫ମ ପାଳିର ଚାରିବର୍ଷ ପୂର୍ତ୍ତି: ଶାସନ ବ୍ୟବସ୍ଥାରେ ବଢ଼ିଛି ଜନ ଭାଗୀଦାରି

ଶାସନ ବ୍ୟବସ୍ଥାରେ ୫-ଟି ଏବଂ ‘ମୋ ସରକାର’ ପରି ଉପକ୍ରମ କିପରି ବିରାଟ ପରିବର୍ତ୍ତନର ସୂତ୍ରପାତ କରିପାରେ, ତାହା ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ଦେଖିଲେ ସହଜରେ ବାରି ହୋଇଯାଉଛି। ବ୍ୟବସ୍ଥାରେ ଜନ ଭାଗୀଦାରିକୁ ସୁନିଶ୍ଚିତ କରିପାରିବାରେ ହିଁ ସଫଳତା ମିଳେ।...

କମିଲା ଯୁକ୍ତ୨ ପାସ୍‌ ହାର

ଭୁବନେଶ୍ୱର,୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ଫଳାଫଳ ଘୋଷଣା କରିଛନ୍ତି।...

ଶେରଗଡ଼ରୁ ପୁରୀକୁ ଗଡ଼ିଲା ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଗଞ୍ଜାମ ଜିଲା ଶେରଗଡ଼ଠାରୁ ପୁରୀକୁ ବୁଧବାର ପ୍ରଥମ ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବସ୍‌ ସେବା ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଓଏସ୍‌ଆରଟିସି ପକ୍ଷରୁ ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri