ରାଜ୍ୟ

ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠିକି ଯୋଗାଯୋଗର କୌଣସି ମାଧ୍ୟମ ନାହିଁ। ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସମସ୍ୟା ଦୂର ହେବାକୁ ଯାଉଛି। ପ୍ରତି ଗାଁକୁ ମୋ’ ବସ୍‌ ଚଳାଚଳ...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରାଯିବ। ଇଚ୍ଛୁକ ଥିବା ଛାତ୍ରୀଛାତ୍ର ଫର୍ମଫିଲପ୍‌ କରି ପରୀକ୍ଷା...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ କରିଛନ୍ତି। କରୋନା ପାଇଁ ସମ୍ମେଟିଭ୍‌ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଏଣିକି ପୁରୁଣା ପଦ୍ଧତିରେ...

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା କୋଟିଏ ଟଙ୍କାର କପଡା

କେନ୍ଦ୍ରାପଡା ଅଫିସ,୨୪।୫: ଆଳି ବଡ଼ବଜାରଠାରେ ବୁଧବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିଲାଇନ୍ସ ସ୍ମାର୍ଟ ପଏଣ୍ଟ ଉପରେ ଥିବା ରଞ୍ଜିତ ବେହେରାଙ୍କ ନିୟୁ ଟ୍ରେଣ୍ଡ ଲୁଗା ସୋରୁମରେ ଅଗ୍ନିକାଣ୍ଡ ଘଟି ପାଖାପାଖି କୋଟିଏ ଟଙ୍କାର କପଡା ପୋଡିଜଳି ପାଉଁଶ ହୋଇଯାଇଛି।...

ଚନ୍ଦ୍ରର ଅତି ନିକଟରେ ଦେଖାଗଲା ଶୁକ୍ର

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ମଙ୍ଗଳବାର ଆକାଶରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌ ନିକଟତର ହୋଇଥିଲା ଚନ୍ଦ୍ର। ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖାଯାଇଥିଲା। ଏହି ସମୟରେ ଶୁକ୍ର ଓ ଚନ୍ଦ୍ର...

୩ ଅଭିଯୁକ୍ତଙ୍କଠାରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ମୋବାଇଲ୍‌ ଓଟିପି ଶେୟାରିଂ ମାମଲାରେ ଜେରା ହେଉଥିବା ୩ ଅଭିଯୁକ୍ତଙ୍କ ମଙ୍ଗଳବାର ୩ ଦିନିଆ ରିମାଣ୍ଡ ଅବଧି ସରିଛି। ତେଣୁ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର...

ଅଭିଯୁକ୍ତ ବାବିନାଙ୍କ ବ୍ୟବସାୟିକ ଆଡ୍ଡା ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବ ଶତ୍ରୁତାରୁ ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବାବିନା ଓରଫ ଶଶାଙ୍କ ଶେଖର ବଳିଆର୍‌ସିଂ। ତେବେ ଖୋଳତାଡ଼...

ଏନ୍‌. ମୁନିଙ୍କ ସୁଆଦିଆ ନନ୍‌ଭେଜ୍‌ ଆଚାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରେ ଆଚାରର ସ୍ଥାନ ସ୍ବତନ୍ତ୍ର। ଆଚାର ଦେଖିଲେ ଅନେକଙ୍କର ପାଟିରୁ ଲାଳ ବି ବୋହିଥାଏ। ଆମ୍ବ ଆଚାର, ଲଙ୍କା ଆଚାର, କରମଙ୍ଗା ଆଚାର, ଲେମ୍ବୁ ଆଚାର, କୋଳି ଆଚାର, ମିକ୍ସ ଆଚାର ଭଳି ବିଭିନ୍ନ...

ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ...

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁୟାରୀ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା କାର୍ଯ୍ୟକାଳ ଶେଷହେବାକୁ ଯାଉଛି। ଉକ୍ତ ରାଜ୍ୟଗୁଡ଼ିକରେ ଚଳିତବର୍ଷ ଡିସେମ୍ବରରେ ନିର୍ବାଚନ...

୪୦ ଡିଗ୍ରୀ ଉପରେ ୨୨ ସହର: ବଲାଙ୍ଗୀର ୪୩.୩

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା...

ଇସ୍ତାହାରରେ କୁହାଯାଇଥିଲା ହଜାରେ, ସରିଲାଣି ୬୮୦୦’

ଭୁବନେଶ୍ବର, ୨୪।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର-୨୦୧୯ର କାର୍ଯ୍ୟକାରିତା ଉପରେ ଆଲୋକପାତ କରି କହିଛନ୍ତି, ରାଉରକେଲାଠାରୁ ଆମପାଣି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri