ରାଜ୍ୟ

ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା...

ଏଣିକି ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

କଟକ ଅଫିସ,୧୫ା୫: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ...

ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଭୁବନେଶ୍ବର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ...

୧୪ ଏସ୍‌ଡିସି ଶୁଭାରମ୍ଭ ନେଇ ରାଜନୀତି

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା। ଏବେ ମୋଟ୍‌ ୨୩ ଜିଲାରେ ସ୍ବତନ୍ତ୍ର ଉନ୍ନୟନ...

ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା ନିର୍ବାଚନରେ ବିଜେଡି ସମର୍ଥନ କରି ନ ଥିଲା। ହେଲେ ନିକଟରେ ଭାଜପା ରାଜ୍ୟ...

ଗଛକାଟି ରାସ୍ତା ଅବରୋଧ କଲେ ମାଓବାଦୀ

ରାୟଗଡ଼ା/ଚନ୍ଦ୍ରପୁର,୧୫ା୫(ସ୍ବ.ପ୍ର.): ମାଓବାଦୀ ବନ୍ଦ ଡାକରା ସ୍ବରୂପ ଗଛ କାଟି ରାସ୍ତା ଅବରୋଧ ସହ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ଦାରା ରିଲିଜ ହୋଇଥିବା ଅଡିଓ ଟ୍ୟାପ୍‌ ମୁତାବକ ସୋମବାର ଏହି ବନ୍ଦ ପାଳନ ଆହ୍ବାନ ଦିଆଯାଇଥିଲା। ମାଓବାଦୀ...

ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ସୋମବାରଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବ।...

ଓଡ଼ିଶାରେ ୨୦ ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ବୈଠକରେ ୪ଟି ପ୍ରାଥମିକତା...

ନୀଳରକ୍ତରୁ ଦାମୀ ଔଷଧ, କଙ୍କଡ଼ା ବିଲୁପ୍ତପ୍ରାୟ

ବାଲେଶ୍ୱର ଅଫିସ,୧୫।୫:ଜଳଜୀବ ଉପକାରୀ କଙ୍କଡ଼ା (ନୀଳରକ୍ତ କଙ୍କଡ଼ା) କେବଳ ଆମେରିକା ଓ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳିଥାନ୍ତି। ଏହା ୪ପ୍ରଜାତିର ହୋଇଥିବାବେଳେ ଭାରତରେ ଦୁଇ ପ୍ରଜାତିର ଦେଖାଯାଇଥାନ୍ତି। ବିଶେଷକରି ନୀଳରକ୍ତ କଙ୍କଡ଼ା ବଙ୍ଗୋପସାଗର ଉପକୂଳରେ ବିଶେଷଭାବେ ଦେଖିବାକୁ ମିଳିଥାଏ। ନଦୀ...

ଆଜିଠୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ ପୁଣି ତାପମାତ୍ରା ବଢ଼ି ଚାଲିଛି। ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାରେ, ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି।...

ବୁଲୁଛି ଛୁଆ ସହ ମା’ ବାଘ

ନୂଆପଡ଼ା ଅଫିସ,୧୪।୫: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡା ଅଭୟାରଣ୍ୟସ୍ଥିତ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ମା’ ଓ ଛୁଆ ବାଘ ବୁଲିଛନ୍ତି। ସିଆରପିଏଫ କ୍ୟାମ୍ପରେ ଲାଗିଥିବା କ୍ୟାମେରାରେ ଏହିସବୁ ଦୃଶ୍ୟ କଏଦ ହେବା ସହ ସ୍ଥାନୀୟ ଲୋକେ...

ବିଏସ୍‌ଏନ୍‌ଏଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୧୪ା୫: ଅଳିଆଗଦାରୁ ଅଗ୍ନିକାଣ୍ଡ ଘଟି ରବିବାର ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ) ଗୋଦାମରେ ମହଜୁଦ ଥିବା ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନାମୁତାବକ, ବୈକୁଣ୍ଠନଗର ନିକଟରେ ବିଏସ୍‌ଏନ୍‌ଏଲ୍‌ର କେବଲ ଓ ପାଇପ୍‌ ଗୋଦାମ ରହିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri