ରାଜ୍ୟ

ପ୍ରଥମ ଦିନରେ ଓଡ଼ିଶା ଖେଳାଳିଙ୍କୁ ୩ ପଦକ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁ ସ୍ଥିତ ଶ୍ରୀ କାନ୍ତିବୀରା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାଶନାଲ ଚାମ୍ପିୟନଶିର ପ୍ରଥମ ଦିନରେ ଓଡ଼ିଶା ଆଥଲେଟଙ୍କୁ ୩ ପଦକ। ୧୨ଦେଶର ୨୯୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ପକ୍ଷରୁ ଜୟନ୍ତୀ...

ବିପ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ହାରିବା ଭୟରେ ବିଜେପୁର ଓ ପଦ୍ମପୁର ଭଳି ହିଂସା ରାଜନୀତି ଭାଜପା ଆପଣାଇଥିବା ବିଜେଡି ଅଭିଯୋଗ କରିଛି। ଭାଜପା କର୍ମକର୍ତ୍ତା ବିପ୍ର ବନଛୋର ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ର...

ଭାଜପା ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥାଏ: ବିଜେଡି

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ଭାଜପା ରାଜନୀତିରେ ଆପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଶୁକ୍ରବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ...

ମାଲାବାରର ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂ

ଭୁବନେଶ୍ୱର,୬ା୫: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ଏକ ଅଭିନବ ଅଭିଯାନ ‘ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ-୨୦୨୩ କ୍ୟାମ୍ପେନିଂ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଓଡ଼ିଶା କ୍ଷେତ୍ରର ପ୍ରମୁଖ ତଥା ଏକ୍ସକ୍ଲୁସିଭ...

ବୁଣାକାରଙ୍କ ବିକାଶ ପାଇଁ ବୟନିକା ବଦ୍ଧପରିକର

ଭୁବନେଶ୍ୱର,୬।୫(ବ୍ୟୁରୋ): ଉତ୍କର୍ଷ କଳାର ରାଜ୍ୟ ଓଡ଼ିଶା ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ୱବିଦିତ। ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ବତନ୍ତ୍ର। ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା...

ଜାଲ୍‌ ଆଇକାର୍ଡ ଦ୍ୱାରା ସଚିବାଳୟରେ ପ୍ରବେଶ

ଭୁବନେଶ୍ୱର,୬।୫(ବ୍ୟୁରୋ): ଜାଲ ଆଇକାର୍ଡ ଦ୍ୱାରା ସଚିବାଳୟ ଭିତରକୁ ପ୍ରବେଶ କରିବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା କିଶୋର ନଗର ଅଞ୍ଚଳର ସମୀର କୁମାର ବର୍ମନ୍‌...

ମୋବାଇଲ ପାଇଁ ଜୀବନ ନେଇଥିଲେ ଜଗନ୍ନାଥ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୋବାଇଲ୍‌ ଫୋନ୍‌କୁ ନେଇ ମଦ ନିଶାରେ ସାଥୀ ଡ୍ରାଇଭର ଅଶୋକ ସେଠୀଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ଜଗନ୍ନାଥ ଧୀବର। ଗାଡି ଜଗ୍‌ ରଡ୍‌ରେ ମୁଣ୍ଡକୁ ପିଟିବା ପରେ ତଣ୍ଟିଚିପି ଦେଇଥିଲେ। ଏଥିରେ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ତଦନ୍ତବେଳେ ପୋଲିସ...

ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଉଛନ୍ତି କେନ୍ଦ୍ର ସରକାର: ଧର୍ମେନ୍ଦ୍ର

ଭୁବନେଶ୍ବର, ୬ା୫(ବ୍ୟୁରୋ): ସୁଦାନରେ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଆଙ୍କ ସମେତ ଭାରତୀୟଙ୍କୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାର ଉଦ୍ଧାର କରୁଛନ୍ତି। ଆକସନ୍‌ ମୋଡ୍‌ରେ କେନ୍ଦ୍ର ସରକାର ଏହି କାର୍ଯ୍ୟ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ ଏସବୁ ସମ୍ଭବ...

ଲେଡିଜ୍‌ ହଷ୍ଟେଲକୁ ଢେଲା ମାଡ଼, ୧୦ରୁ ଊର୍ଦ୍ଧ୍ୱ ଯୁବତୀ ଆହତ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀରେ ରୋଡ଼ ରୋମିଓଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ କମେଣ୍ଟ ଓ ଢ଼େଲା ମାଡ଼କୁ ବିରୋଧ କରିବାରୁ ୧୦ରୁ ଉଦ୍ଦର୍‌ବ ଯୁବକ ତାତିଯାଇ ହାଇଡ୍ରାମା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତି ଉଗ୍ରତାରା ଲେଡିଜ୍‌ ହଷ୍ଟେଲକୁ...

‘ଧରଣୀଧରଙ୍କ ନୀତିଆଦର୍ଶର ପ୍ରାସଙ୍ଗିକତା ରହିଛି’

ଭୁବନେଶ୍ୱର,୬ା୫(ବ୍ୟୁରୋ): କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଲୋକେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ବହୁବାର ବିଦ୍ରୋହ କରିଥିଲେ। ସେଥିମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧୀନ ଧରଣୀମେଳି, ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା। ଏହି ସଂଗ୍ରାମ ଓଡ଼ିଶା...

ଏନ୍‌ଜିଟିଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଅଧିକାରୀ

ଭୁବନେଶ୍ୱର ୫।୫ (ବ୍ୟୁରୋ): ନୂଆପଲ୍ଲୀ ସ୍ଥିତ ହଜ ପୋଖରୀକୁ ନେଇ ବିବାଦ ଥମିବାର ନଁା ଧରୁନି। ୬ମାସ ଅର୍ଥାତ୍‌ ସେପ୍ଟେମ୍ବର ୨୬ ମଧ୍ୟରେ ପୋଖରୀ ଓ ୧୦ ନମ୍ବର ପ୍ରାକୃତିକ ନାଳରୁ ସମସ୍ତ ଜବରଦଖଲ ହଟାଇବା, ୨ ମାସ ମଧ୍ୟରେ...

ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ପାଇଁ ୩ ସଂସ୍ଥା ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର, ୬।୫(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ପାଇଁ ଶୁକ୍ରବାର ଓପିଟିସିଏଲ୍‌, ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ଏବଂ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା(ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଭାରତନେଟ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri