ରାଜ୍ୟ

ଦଣ୍ଡନାଚ ରେକର୍ଡ ଡାନ୍ସବେଳେ ଗୋଷ୍ଠୀସଂଘର୍ଷ: ୧୦ ଆହତ

ଭଞ୍ଜନଗର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁ ମହୁଲିଆରେ ରବିବାର ବିଳମ୍ବିତ ରାତିରେ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ...

୩ ବିଧାୟକଙ୍କ ପୁତ୍ରଙ୍କୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୪।୪: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଚାଲିଛି। ଦଳର ପ୍ରତିଷ୍ଠା ଦିବସ ଏବଂ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସରେ ବିଜେଡି ପକ୍ଷରୁ ଗଞ୍ଜାମ ଜିଲାର ୧୩ ନିର୍ବାଚନମଣ୍ଡଳୀରେ...

ବିଜେଡି ନେତା ଆନ୍ଧ୍ର ଭାଷା କହୁଛନ୍ତି: ଭାଜପା

ଭୁବନେଶ୍ୱର,୪।୪(ବ୍ୟୁରୋ): କୋଟିଆ ବିବାଦ ଦୀର୍ଘଦିନ ଧରି ଚାଲିଆସିଛି। ଏହି ମାମଲା ଏବେ ସୁପ୍ରିମ୍‌କୋର୍ଟରେ ରହିଛି। ବାରମ୍ବାର ଏ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଭାଜପା...

ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଓଡ଼ିଶାକୁ ବିଶ୍ୱର ସବୁଜ ରାଜଧାନୀ କରିବାକୁ ଶପଥ

ଭୁବନେଶ୍ୱର,୪।୪(ବ୍ୟୁରୋ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶୁଭ ଶତବାର୍ଷିକୀ ୨୦୩୬ରେ ପାଳନ କରାଯିବ। ଏଥିପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ସ୍ବତନ୍ତ ଅଧିବେଶନ ‘ମେକ୍‌ ଇନ୍‌ ଓଡ଼ିଶା-୨୦୩୬’ ଅନୁଷ୍ଠିତ ହୋଇଯାଇଛି। ସୋମବାର ସୂଚନାଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...

ରଥଖଳାରେ ପହଞ୍ଚିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର,୪ା୪(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିବା ରୁକୁୁଣା ରଥକୁ ସୋମବାର ଅପରାହ୍ନ ୪ଟା ୧୫ରେ ଟଣାଯାଇଥିଲା। ରଥରେ ସକାଳ ଧୂପ ପରେ ବିଭିନ୍ନ...

‘ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର’ ଚିଟ୍‌ଫଣ୍ଡ ସମ୍ପତ୍ତି ବାଜ୍ୟାପ୍ତି

ବାଲେଶ୍ୱର ଅଫିସ, ୪ା୪: ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ବତନ୍ତ୍ର ଓଡ଼ିଶା ପ୍ରୋଟେକ୍ସନ୍‌ ଇଣ୍ଟରେଷ୍ଟ ଅଫ୍‌ ଇନ୍‌ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର ଇଣ୍ଡିଆ ଲିମିଟେଡ଼ କମ୍ପାନୀର ସମ୍ପତ୍ତି...

ବାଣ ଭିଡ଼ାବେଳେ ବିସ୍ଫୋରଣ, ଯୁବକ ମୃତ

ଭୁବନେଶ୍ୱର,୪l୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଜନବସତି ଭିତରେ ବେଆଇନ ଭାବେ ଚାଲିଥିଲା ବାଣ ତିଆରି। ହଠାତ୍‌ ବିସ୍ଫୋରଣ ହେବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଜିଏଲ୍‌ କଲୋନିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ...

ସରିଲା ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର,୪ା୪(ବ୍ୟୁରୋ): ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ା ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରାରେ ୭୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ...

ବିଷ ଦେଇ ୬ କୁକୁରଙ୍କୁ ହତ୍ୟା

ଭୁବନେଶ୍ୱର,୪ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ମୈତ୍ରୀ ବିହାର ଥାନା ଅନ୍ତର୍ଗତ ସିଅନ ଶ୍ରମିକ ବସ୍ତିରେ ଖାଦ୍ୟରେ ବିଷ ଦିଆଯାଇ ୬ କୁକୁରଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରେ ୩ ଛୁଆ ଥିବାବେଳେ ୩...

ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍‌ସିଇଆର୍‌ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍‌ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍‌ସିଇଆର୍‌ଟିକୁ ଅନୁସରଣ କରୁଥିବା ସିବିଏସ୍‌ଇ ସମେତ...

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗଠନ ହେଲା ସବ୍‌କମିଟି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବୃଦ୍ଧି ପାଇଁ କ୍ୟାବିନେଟ୍‌ ସବ୍‌କମିଟି ଗଠନ କରାଯାଇଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସବ୍‌କମିଟିରେ ରାଜସ୍ବ ମନ୍ତ୍ରୀ, ଅନୁସୂଚିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri