ରାଜ୍ୟ

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ...

ଆଜିଠୁ କମିବ ବର୍ଷା, ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨।୪(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ସାରା ରାଜ୍ୟରେ ଝଡ଼ବର୍ଷା ଲାଗି ରହିଛି। ତେବେ ରବିବାରଠାରୁ ବର୍ଷା ଓ କାଳବୈଶାଖୀ ଧୀରେ ଧୀରେ କମିବା ସହ ତାପମାତ୍ରା ବଢ଼ିବ। ବର୍ତ୍ତମାନ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ଦକ୍ଷିଣ ଓଡ଼ିଶାରୁ ବାହାରି ଆଭ୍ୟନ୍ତରୀଣ...

ଶ୍ରୀମନ୍ଦିର ପତିତପାବନ ବାନା ଦର ବଢ଼ିଲା

ପୁରୀ ଅଫିସ,୧ା୪ : ଶ୍ରୀମନ୍ଦିର ପତିତପାବନ ଓଲାଗି ବାନା ଦର ବୃଦ୍ଧି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ ବାନା ଦରକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଦର ୨୦୦...

ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୩ରୁ ଚଳିତବର୍ଷ ନୂଆ ପାଠପଢ଼ା ଆରମ୍ଭ ହେବାକୁ ଥିବା ବେଳେ ୧୧ ତାରିଖରୁ ସକାଳୁଆ ସ୍କୁଲ...

ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଚଳିତମାସ ୩ ତାରିଖରୁ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁରହିବ।...

ଯୁବକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

କୋଟଗଡ଼/ବାଲିଗୁଡ଼ା,୧ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସୁବର୍ଣ୍ଣଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଏକ ସ୍କୁଲ ମରାମତି ବେଳେ ଜଣେ ଯୁବକଙ୍କ ମଳଦ୍ୱାରରେ ଶାବଳ ପଶିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।   ଗୁରୁତର ଯୁବକ...

ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୪(ବ୍ୟୁରୋ): ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ବାଣିଜ୍ୟ ପରିବହନ  ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ୍‌ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଗଡ଼ିବ।...

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧ା୪(ବ୍ୟୁରୋ): ଉତ୍କଳ ଦିବସରେ ଖରିଫ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୭୭ କୋଟି ଟଙ୍କାର ‘କାଳିଆ’ ସହାୟତା ଯାଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା...

ଏପ୍ରିଲ ୩ ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର,୧।୪(ବ୍ୟୁରୋ): ଏପ୍ରିଲ ୩ ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଏହା ଆସନ୍ତା ୧୫ ଯାଏ ଚାଲିବ । ଏ ନେଇ ୫୬ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଛି । ସେଠାରେ ବିଏସ୍‌ଇର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଇର ଅଛି...

ବେକାରି, ପ୍ରଦୂଷଣ ବଡ଼ ସମସ୍ୟା

୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପ କ୍ଷେତ୍ରରେ ଏହା ଜାତୀୟ...

ରାଜଧାନୀରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର କେତେକ ଜିଲାରେ ଜାରି ରହିଛି ଘଡଘଡି ସହ ବର୍ଷା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୧୫ଟି ଜିଲାକୁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ଏଥିସହ ୪୦ରୁ ୫୦ କିଲୋମିଟର ବେଗରେ ପବନ...

ଆଜିଠୁ ରାଉରକେଲାର ୬ ନୂଆ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଶନିବାର ଓଡ଼ିଶା ଦିବସଠାରୁ ରାଉରକେଲାର ୬ଟି ନୂଆ ରୁଟ୍‌ରେ ‘ମୋ ବସ୍‌’ ଚଳାଚଳର ଶୁଭାରମ୍ଭ ହେବ। କ୍ରୁଟ୍‌ର ସୂଚନାନୁସାରେ, ରୁଟ୍‌ ନଂ.୧୧୦ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-କାଲୁଙ୍ଗା (ଭାୟା ରଘୁନାଥପଲ୍ଲୀ), ରୁଟ୍‌ ନଂ.୧୧୩ରେ ରାଉରକେଲା ନୂଆ ବସଷ୍ଟାଣ୍ଡ୍‌-ଉସ୍ରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri