ରାଜ୍ୟ

୭ମାସ ପରେ ବି ଆସିନି ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ଗତବର୍ଷ ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡ଼ା ସେକ୍ସନରେ ଦୁଇଟି ଦନ୍ତା ହାତୀର କଙ୍କାଳ ଗଳିତ ଅବସ୍ଥାରେ ମିଳିଥିଲା। ପ୍ରଥମେ ଜୁନ ୨୩ରେ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଓ ଜୁନ୍‌ ୨୫ରେ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ...

ନିଃଶୁଳ୍କ ରୋଗ ନିରୂପଣ ପରୀକ୍ଷା ତାଲିକା ୨୨୧କୁ ବୃଦ୍ଧି

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ରାଜ୍ୟ ସରକାର ଜିଲା ସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬କୁ ବୃଦ୍ଧି କରିଛନ୍ତି। ଫଳରେ ଏଣିକି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ତରରେ...

ଖୁବ୍‌ଶୀଘ୍ର ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ):ରାଜ୍ୟରେ ଖାଲିଥିବା ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବେସରକାରୀ ଅନୁଦାନପ୍ରାପ୍ତ ୨୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ...

‘ରାଜ୍ୟରେ ସରକାର ଗଢ଼ିବେ କୃଷକ’

ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍‌ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍‌ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ ସୋମବାର ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ହାତରେ ବ୍ୟାନର, ପ୍ଲାକାର୍ଡ...

ନୂଆ ରୂପ ନେବ ୩ ଶକ୍ତିପୀଠ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟର ୩ଟି ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳା, ଭୂଷଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ୫-ଟି ଉପକ୍ରମରେ...

୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ):ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଲାଗି ରହିଛି। ବଜ୍ରପାତ, ଘଡ଼ଘଡ଼ି, କୁଆପଥର ମାଡ଼ ସହ ପବନ ବୋହୁଛି। ତେବେ ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି। ଅପରାହ୍ନରେ ଭୁବନେଶ୍ୱରରେ ଭଲ ବର୍ଷା...

ରାଜ୍ୟରେ ବଢ଼ିଛି ଅପରାଧ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଏକଥା ଖୋଦ୍‌ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ପ୍ରକାଶିତ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ୨୦୨୧ରେ ରାଜ୍ୟରେ ୧,୫୫, ୪୨୦ ଆପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧ଲକ୍ଷ ୭୮...

ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର ଏଭଳି ବିଭିନ୍ନ ନାରାବାଜି କରି ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସରେ ଗର୍ଜି...

ଜାଳେଣିକାଠ ଆଣିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା ମହାବଳ

ନୂଆପଡ଼ା ଅଫିସ,୨୦।୧: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣିନେଇ ଖାଇ ଦେଇଥିବା ଜଣାପଡ଼ିଛି। ମୃତକ ହେଲେ ଜଳମଡେଇ ଗ୍ରାମର ସାନମତି ବାରିକ(୬୫) ବୋଲି ଜଣାପଡିଛି।...

ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା

କଟକ ଅଫିସ,୨୦ା୩: ସୋମବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷଦିନରେ ଛାତ୍ରୀଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ତେବେ ଆସନ୍ତା ୩ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସୋମବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଭୟେ ଭାଜପା ଏବଂ କଂଗ୍ରେସ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିକ୍ରମ...

ବିଶ୍ୱ ଘରଚଟିଆ ଦିବସ: ସୁରକ୍ଷା ପାଇଁ ସଚେତନ କଲେ ପରିବେଶବିତ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଘରଚଟିଆ ଏବେ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟିକୁ ସୁରକ୍ଷା ଦେବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜନସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ପୋଖରୀପୁଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri