ରାଜ୍ୟ

କର୍ଲାପାଟରେ ପୁଣି ହାତୀ ମୃତ୍ୟୁ

ଭବାନୀପାଟଣା,୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାକମରୁ ୧୦୦ ମିଟର କୁକୁରଘାଟିର ସେମିଝରନଠାରେ ହାତୀର ମୃତ୍ୟୁ ଘଟିଛି। ଏହି ଘଟଣା ଗତ ୪ ତାରିଖରେ ଘଟିଥିବା...

ପାରାଦୀପରେ ଧରାପଡିଥିବା ଗୁଇନ୍ଦା ପାରାକୁ ଅଣାଗଲା ଭୁବନେଶ୍ୱର

ଭୁବନେଶ୍ୱର,୯।୩(ବ୍ୟୁରୋ): ପାରାଦୀପରେ ଧରାଯାଇଥିବା ଗୁଇନ୍ଦା ପାରାକୁ ଗୁରୁବାର ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବ୍‌କୁ ଅଣାଯାଇଛି। ସୂଚନାଯୋଗ୍ୟ, କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ପାରାକୁ ସେମାନେ ଦେଖିଥିଲେ। ତେବେ ପାରା ଗୋଡରେ ସ୍ପାଏ...

୧୪୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩,୨୧୬ ଛାତ୍ରୀଛାତ୍ର

କେନ୍ଦୁଝର,୯ା୩(ସ୍ବ.ପ୍ର.): ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦୁଝର ଜିଲାର ୧୪୨ଟି ପରୀକ୍ଷା କେନ୍ଦ୍ରରେ ୨୩,୨୧୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୨୪ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ...

ଆସନ୍ତାକାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଏହି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲାରେ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ...

ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ ଏହି ନିଆଁ ଲାଗିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ଲିଭିନାହିଁ। ଏକ ଲୁଗା...

ଶୁକ୍ରବାରଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ଘଣ୍ଟାଏ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

କଟକ ଅଫିସ,୯।୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହା ମାର୍ଚ୍ଚ ୧୦ ଅର୍ଥାତ୍‌ ଶୁକ୍ରବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚିବ।...

ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ

ଭୁବନେଶ୍ୱର,୯ା୩(ବ୍ୟୁରୋ): ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍‌ ଷ୍ଟେଟ୍‌ସ ଇଣ୍ଟରନ୍ୟାଶନାଲ ଭିଜିଟର୍‌ ଲିଡରଶିପ୍‌ ପ୍ରୋଗ୍ରାମରେ ଭବାନୀ ଯୋଗ ଦେବେ। ‘ଜଳବାୟୁ...

ହୋଲି ଖେଳିବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ପ୍ରୀତିପୁର,୮ା୩(ଡି.ଏନ୍‌.ଏ.): ବୁଧବାର ସାଙ୍ଗମାନଙ୍କ ସହ ମିଶି ହୋଲି ଖେଳିବା ନିମନ୍ତେ ବାଇକ୍‌ ଯୋଗେ ଯାଉଥିବା ସମୟରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ହୋଲି ଖେଳିବା ପାଇଁ ୩ ଯୁବକ...

ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକ ନିଖୋଜ

କଟକ ଅଫିସ,୮ା୩: ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୨ ଯୁବକ ନିଖୋଜ ହୋଇଯାଇଛନ୍ତି। କଟକ ଜିଲା ସାଲେପୁର ବୁହାଳ ଗାଁ ନାଗାମଠ ନିକଟ ଚିତ୍ରୋତ୍ପଳା ନଦୀରେ ଭାସିଯାଇ ଏହି ଦୁଇ ଯୁବକ ନିଖୋଜ...

ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡ଼ରେ ବନ୍ଧା ହୋଇଛି ସିସିଟିଭି, ମେମୋରି ଚିପ୍ସ

ପାରାଦୀପ,୮ା୩(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ...

ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି,୮।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପୁଣେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri