ରାଜ୍ୟ

ଗର୍ଭବତୀ ହରିଣକୁ ଧକ୍କା ଦେଲା ଗାଡ଼ି: ମା’ ମୃତ, ଛୁଆ ସୁସ୍ଥ

କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କା ଦେଇଫଳରେ ହରିଣର ପେଟ ଫାଟି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।...

କଂଗ୍ରେସରେ ସାମିଲ ହେଲେ ପ୍ୟାରୀମୋହନଙ୍କ ଝିଅ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଏମ୍‌ପି ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।...

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା

କଟକ ଅଫିସ,୧୬।୨: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ତୁଟିବାର ନାଁ ନେଉନାହିଁ। ଗୁରୁବାର ଏହି ମାମଲାରେ ଅନୁଭବ-ବର୍ଷା ହାଜର ହୋଇଛନ୍ତି। ତେବେ ମାମଲାରେ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ...

୫୦ ବର୍ଷ ପରେ ସ୍ବପ୍ନ ହେବ ସାକାର

ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା ଦିନେ ନଦୀ ପାର ହୋଇ କାମ ଚଳାଇ ଦେଉଥିବା ବେଳେ ବର୍ଷା...

ବରିଷ୍ଠ ଅଧିକାରୀ ଝିଅଙ୍କ ଚପଲ ପାଇଁ ଆର୍‌ପିଏଫ୍‌ ଘାଇଲା

ସମ୍ବଲପୁର,୧୬ା୨(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ଅଧୀନ ଆର୍‌ପିଏଫ୍‌ରେ ଜାନୁୟାରୀ ୫ରେ ଚପଲ ଚୋରି ନେଇ ଅଭିଯୋଗ ହୋଇଥିଲା। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ଖୋଜିବାରେ ଆର୍‌ପିଏଫ୍‌ ପୋଲିସ ଘାଇଲା ହୋଇଯାଇଥିଲା। ଘଟଣା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୂହଳ...

ନମ୍ବର ପ୍ଲେଟ୍‌ ଦଣ୍ଡ: ୨,୬୭୪ ଯାନ ବିରୋଧରେ ଚାଲାଣ

ଭୁବନେଶ୍ବର, ୧୬ା୨(ବ୍ୟୁରୋ): କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ୨,୬୭୪ ଯାନ ବିରୋଧରେ ଚାଲାଣ କାଟିଛି। ଫେବୃୟାରୀ ୧ରୁ ଗତ ୧୧ ତାରିଖ ପର୍ଯ୍ୟନ୍ତ ୧୧ଦିନ...

୧୫ ଦିନରେ ୧,୯୩୯ ଜଙ୍ଗଲ ନିଆଁ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ/ଉଦଳା,୧୬ା୨(ଡି.ଏନ.ଏ.): ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ସ୍ଥାନରେ ସ୍ବାଭାବିକ କାରଣରୁ ନିଆଁ ଲାଗିଥାଏ, ଆଉ କିଛି ସ୍ଥାନରେ ମନୁଷ୍ୟକୃତ୍ୟ। ତେବେ ଏହାକୁ ମୁକାବିଲା କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷେପ ନିଏ। ତଥାପି...

ନିର୍ମାଣ ହେବ ୧୦୫ ଆଦର୍ଶ ବସ୍‌ଷ୍ଟାଣ୍ଡ, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୫ଟି ବ୍ଲକସ୍ତରୀୟ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୨୩ ଡିସେମ୍ବର ସୁଦ୍ଧା ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି...

ତହସିଲରୁ ହଟିବେ ମଧ୍ୟସ୍ଥ, କାର୍ଯ୍ୟକାରୀ ହେବ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଏଣିକି ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବ ନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଯନ୍ତ୍ରଣାରୁ ମୁକ୍ତି ମିଳିବ। ସମୟ ସାଙ୍ଗକୁ ଖର୍ଚ୍ଚ ମଧ୍ୟ କମିବ। ସରକାରୀ ଦପ୍ତରରେ ଜନସାଧାରଣ ଭିଡ଼ ହ୍ରାସ କରିବା ପାଇଁ...

ଶ୍ୱେତା ହତ୍ୟା ମାମଲା: ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ୬ ମାସ ପୂରଣ ହୋଇଥିବା ବେଳେ ଗୁରୁବାର ଭୋର୍‌ରୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।ସମ୍ବଲପୁର ବଂଶୀଧର ନଗରସ୍ଥିତଘରୁ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି।...

ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁଳ୍କ ବୃଦ୍ଧି ନେଇ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଓଏଚ୍‌ପିସି, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି, ଗ୍ରୀଡ୍‌କୋର ଶୁଣାଣି ବୁଧବାର ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ରେ ଶେଷ ହୋଇଛି। ଆସନ୍ତା ୨୪ରୁ ୨୮ ତାରିଖ ମଧ୍ୟରେ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା ଅଖା। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri