ରାଜ୍ୟ

ଉଭେଇଗଲା ଶୀତ

ଭୁବନେଶ୍ୱର,୧୫।୧(ବ୍ୟୁରୋ):ଚଳିତ ବର୍ଷ ଶୀତ ଉଭେଇଗଲା। ଅଳ୍ପ କେଇ ଦିନ ଟିକେ ଝଟକା ଦେଖାଇ ଗାଏବ ହୋଇଯାଇଛି। ଆଗାମୀ ଦିନରେ ମଧ୍ୟ ଶୀତ ବଢ଼ିବା ନେଇ କୌଣସି ସୂଚନା ନାହିଁ। ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ...

ସିଂହନାଥ ପୀଠରେ ୧୪୪ ଧାରା ଜାରି

ବଡ଼ମ୍ବା,୧୫ା୧(ଡି.ଏନ୍‌.ଏ.): ମକରମେଳା ଅବସରରେ କଟକ ଜିଲା ବଡ଼ମ୍ବାର ସିଂହନାଥ ପୀଠ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟାରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସିଂହନାଥ ପୀଠରେ ୧୪୪ ଧାରା ଜାରି...

ଓଡ଼ିଶାରେ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳିବ ବ୍ରିଟେନ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଅବସରରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇ କମିଶନ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳନ କରିବ। ଏହାଦ୍ୱାରା କ୍ରୀଡ଼ା, ଶିକ୍ଷା ଓ ପ୍ରଯୁକ୍ତି ଜରିଆରେ ବ୍ରିଟେନ-ଓଡ଼ିଶା ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ।...

ହାତୀ କବର ସ୍ଥଳ ଆଠଗଡ଼ ବନଖଣ୍ଡ

ଭୁବନେଶ୍ୱର, ୧୫।୧:(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ହାତୀଙ୍କ କବର ସ୍ଥଳ ପାଲଟିଛି। ଗତବର୍ଷ ଆଠଗଡ଼ରେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବାବେଳେ ଚଳିତବର୍ଷ ଆରମ୍ଭରୁ ଏକ ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଲାଣି। ଓଡ଼ିଶା ବନ୍ୟପ୍ରାଣୀ...

କାହିଁକି ଜୀବନ ନେଲା ଦୀର୍ଘତମ ସେତୁ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ସେତୁର ମଧ୍ୟଭାଗରୁ ବାବା ସିଂହନାଥ ପୀଠକୁ ସଂଯୋଗ ରହିଛି। ୩.୪ କିଲୋମିଟର ବିଶିଷ୍ଟ ଏହି ସେତୁ ଓଡ଼ିଶାର ଦୀର୍ଘତମ ହୋଇଥିବାବେଳେ ଏହାର ଆକାର ଇଂଲିଶ...

ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଉପରେ ଅସମ୍ଭାଳ ଭିଡ଼...

ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା: ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମକରମେଳାରେ କଟକ ଜିଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା...

ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା ଘଟଣା: ଜଣଙ୍କର ଜୀବନ ଗଲା

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍‌ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା ସ୍ବାଇଁ(୪୫)। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ପଠାଯାଇଥିବା ବେଳେ ଅନ୍ୟମାନେ ବଡ଼ମ୍ବା...

ବଡ଼ମ୍ବା ଟି-ବ୍ରିଜ୍‌ରେ ଦଳାଚକଟା: ୧୨ ଗୁରୁତର

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜରେ ଶନିବାର ଦଳାଚକଟା ହେବାରୁ ୧୨ ଜଣ ଗୁରୁତର ହୋଇଛନ୍ତି। ଏହି ଗୁରୁତରମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି। ଗୁରୁତରମାନଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ...

ଘନକୁହୁଡ଼ି ହେଲା କାଳ: ଦୁର୍ଘଟଣାରେ ୨ ମୃତ, ୫ ଆହତ

ରସୁଲପୁର,୧୪।୧: ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ହେଲେ...

ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ

ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର...

ଜଗନ୍ନାଥଙ୍କ ନିକଟରେ ସୁଖମୟ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରି ସେ ଲେଖିଛନ୍ତି, ମକର ସଂକ୍ରାନ୍ତିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri