ରାଜ୍ୟ

ପୋଡ଼ିଗଲା ୪୭୦ କୁଇଣ୍ଟାଲ ଧାନ

ସମ୍ବଲପୁର,୧୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ରବିବାର ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ ବିଲରେ ଧାନ ଅମଳ ସମୟରେ ଟ୍ରେସର ମେଶିନରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ମେଶିନ ସହ...

ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍‌ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ

କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଚାଳକ ଏବଂ ଗାଡ଼ିରେ ଥିବା ଅନ୍ୟ ଜଣେ ଗାଡ଼ି ଛାଡ଼ି...

ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି...

ବିକାଶ ଦେଖିବ ବତିଘର

କେନ୍ଦ୍ରାପଡ଼ା ଅଫିସ, ୧୧ା୧୨: ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ...

କେନ୍ଦୁଝରରେ ଡବଲ ମର୍ଡର

କେନ୍ଦୁଝର,୧୧ା୧୨(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶନିବାର ରାତିରେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ଘର ବାହାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ବେକକୁ...

ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ସୋହେଲ ଖାନ୍‌। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫...

ଗୁମର ଖୋଲିବାକୁ କହୁଥିବା ଅର୍ଚ୍ଚନାଙ୍କ ପାଟି ଚୁପ୍‌

ଭୁବନେଶ୍ୱର, ୧୧।୧୨ (ବ୍ୟୁରୋ): ‘ମୋତେ ଫସାଇ ଦିଆଯାଇଛି। ପାଟି, ଆଖି, କାନ ବନ୍ଦ କରି ରଖାଯାଇଛି। ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍‌ ଦିଆଯାଉ।...

‘କଂଗ୍ରେସ ସହ ଡିଲ୍‌ କରି ବିଜେଡି ପଦ୍ମପୁର ଉପନିର୍ବାଚନ ଜିତିଛି’

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍ୟ ବିନିମୟ ଜାରି ରହିଛି। ନିର୍ବାଚନର ଫଳାଫଳକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ଆତ୍ମସମୀକ୍ଷା କରିବାକୁ କହୁଥିବା ବେଳେ...

ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମକୁ ଏଭଳି ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ସେ ଶୁଣିଥିବା କହିଛନ୍ତି। ଆସନ୍ତା ୨୦୨୪...

୪ ବର୍ଷ ୟୁଜି ପାଠ୍ୟକ୍ରମ ପରେ ଅନର୍ସ ଡିଗ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢ଼ିବାକୁ ପଡ଼ିବ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ନୂଆ ଚିଠା ନିୟମାବଳୀ ଅନୁଯାୟୀ, ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡରଗ୍ରାଜୁଏଶନ...

ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଏହି ଲାଭଜନକ ସଂସ୍ଥାକୁ ଭିତରୁ ଖୋଳ କରିସାରିଲାଣି। ବିଭିନ୍ନ...

ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା,୧୦ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳର ପାହାଡ଼ପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ’ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଏସ୍‌ଓଜି ଯବାନ ଅଞ୍ଚଳରେ କମ୍ବିଂ ଅପରେଶନ କରିଥିଲେ। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri