ରାଜ୍ୟ

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ଶେଷ

ପଦ୍ମପୁର,୩।୧୨(ଡି.ଏନ.ଏ.): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ଶନିବାର ଶେଷ ପ୍ରଚାର ଥିବା ବେଳେ ରାଜନେତା ନିଜ ନିଜ ପ୍ରାର୍ଥୀଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି। ଶନିବାର କେନ୍ଦ୍ରମନ୍ତ୍ରୀ...

ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ, ଘୋଷାରି ନେଲେ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ) : ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ଷ୍ଟେଶନ ପରିସରରେ ଶୁକ୍ରବାର ଜଣେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଅନ୍ୟ କେତେଜଣ ଦୋକାନୀ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୋଡ଼ାଇ ପିଟିଛନ୍ତି। ପ୍ରଥମେ ଷ୍ଟେଶନ ସମ୍ମୁଖ ରାସ୍ତାରେ ଆକ୍ରମଣ...

ନୂଆ ଏୟାରପୋର୍ଟ ଛକରୁ ଫାୟାର ଷ୍ଟେଶନ ନୋ ପାର୍କିଂ ଏରିଆ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ। ସୌନ୍ଦର୍ଯ୍ୟକରଣ ସହିତ ସହରର ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଏହି କ୍ରମରେ ନୂଆ ଏୟାରପୋର୍ଟ ଛକଠାରୁ ଫାୟାର ଷ୍ଟେଶନ ଛକ ପର୍ଯ୍ୟନ୍ତ ନୋ ପାର୍କିଂ...

୧୧୫ ପୌରାଞ୍ଚଳରେ ଖୋଲିବ ୨୦୫୫ ୱାର୍ଡ କାର୍ଯ୍ୟାଳୟ

ଭୁବେନଶ୍ବର,୩ା୧୨(ବ୍ୟୁରୋ): ରାଜ୍ୟର ୧୧୫ ପୌରାଞ୍ଚଳର ସମସ୍ତ ୨୦୫୫ ୱାର୍ଡରେ ମୌଳିକ ସୁବିଧାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ଜାନୁଆରୀ ୨୬ରୁ ଏହି ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।...

ଆଗୁଆ ଶେଷ ହେଲା ଶୀତ ଅଧିବେଶନ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ୨୫ଟି କାର୍ଯ୍ୟଦିବସ ଥାଇ ଶୁକ୍ରବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଚଳିତ ଅଧିବେଶନରେ ନିର୍ଦ୍ଧାରିତ ୩୩ଟି କାର୍ଯ୍ୟଦିବସ ବଦଳରେ ମାତ୍ର ୮ଟି କାର୍ଯ୍ୟଦିବସ ହୋଇପାରିଛି। ମୁଖ୍ୟ ବିରୋଧୀ ଦଳ...

୧.୭୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ର ଶୁକ୍ରବାର ୩ୟ ଦିନରେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବୈଦ୍ୟୁତିକ ଉପକରଣ ଏବଂ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଶୀର୍ଷକ ଦୁଇଟି ପ୍ୟାନେଲ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବିଧାନସଭା ଅଚଳ କଲା ଭାଜପା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ଚାଷୀ ପ୍ରସଙ୍ଗକୁ ଭାଜପା ହାତଛଡ଼ା କରିବାକୁ ଚାହୁଁନାହିଁ। ବିଧାନସଭା ବାହାରେ ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ବିଧାନସଭାରେ ଭାଜପା ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ସରକାର ମିଲର ପାଇଁ...

ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩।୧୨(ବ୍ୟୁରୋ) : ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହଜାର ହଜାର ଚାଷୀଙ୍କୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସମାବେଶ...

ସୋମବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ରହସ୍ୟମୟୀ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ ଜାରି ରଖିଛି। ଅଭିଯୁକ୍ତା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ଇଡି ପ୍ରସ୍ତୁତି କରୁଛି।...

ସିଏଜି ଧରିଲେ ଅବକାରୀ ଅନିୟମିତତା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ମଦ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ବ୍ୟାପକ ହେରଫେର ହେଉଛି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ତାହାର ତଥ୍ୟ ଅବକାରୀ କମିଶନଙ୍କ ନିକଟରେ ରହୁନାହିଁ। ମାନୁଆଲ କମ୍ପ୍ୟୁଟର ସଫ୍ଟଓ୍ବେର କିମ୍ବା ମୋବାଇଲ ଆପ୍‌ ବଦଳରେ ମାନୁଆଲ...

ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁ ପାଇଁ...

ଏଏସ୍‌ଓ ପରୀକ୍ଷା: ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଟକ,୨।୧୨: ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ଶୁକ୍ରବାର କୋର୍ଟ ଓପିଏସସିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri