ରାଜ୍ୟ

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୨ା୧୧: କଟକ ଜିଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ ଜଣେ ଯୁବକଙ୍କ ଏକତରଫା ପ୍ରେମର କରୁଣ ପରିସ୍ଥିତି ମଙ୍ଗଳବାର ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଙ୍କ ଛୁରାମାଡ଼ରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ...

ଅଣାୟତ୍ତ ସାଇବର ଠକେଇ

ସତ୍ୟଜିତ୍‌ ରାଉତ, କାର୍ତ୍ତିକ ସାହୁ, ସୁଭାଶିଷ ପାଢ଼ୀ ଭୁବନେଶ୍ୱର/କଟକ/ସମ୍ବଲପୁର,୨ା୧୧: ଲୋକମାନେ ଅନ୍‌ଲାଇନ ବ୍ୟବସ୍ଥାରେ ଅନେକ ସୁବିଧା ପାଉଛନ୍ତି। ହେଲେ ଲୋକଙ୍କ ପାଇଁ ଏହା ଅନେକ ସମୟରେ ଚିନ୍ତାର କାରଣ ପାଲଟୁଛି। ସାଇବର ଠକମାନେ ଲୋକଙ୍କୁ ବିଭିନ୍ନ ଜାଲରେ ଫସାଇ ବହୁ...

ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୧ା୧୧: ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ। ଏଥିରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏଭଳି ଘଟଣା କଟକ ଜିଲା ସଦର ଥାନା ଅନ୍ତର୍ଗତ...

୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା

ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି ହତ୍ୟା। ଏଭଳି ଚାଞ୍ଚଲ୍ୟକାର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା...

ପିଜି ବଳକା ସିଟ୍‌ ନାମଲେଖା: ଆରମ୍ଭ ହେଲା ଆବେଦନ

ଭୁବନେଶ୍ୱର, ୧।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ତେବେ ଯେଉଁ...

୧୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୪ ଚାକିରିରୁ ବିଦା,୬ଜଣଙ୍କ ପେନସନ ବନ୍ଦ ଆଉ…

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ଆଉ ୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ୪ ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଅନ୍ୟ ୬ ଜଣଙ୍କ ପେନ୍‌ସନ...

ବାହାର ନେତାଙ୍କୁ ଧାମନଗର ଛାଡ଼ିବାକୁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୧।୧୧: ଧାମନଗର ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମତଦାନ ଶେଷ ସମୟର ୪୮ ଘଣ୍ଟା ପୂର୍ବରୁ ବାହାରୁ ଆସିଥିବା ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ଧାମନଗର ନିର୍ବାଚନମଣ୍ଡଳୀ...

କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ମିଳିବ ନାହିଁ ।...

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ପାରାଦୀପ,୧।୧୧(ସ୍ବ.ପ୍ର.): ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା କରାଯାଇଛି। ଏହି ନିୟମ ଭାଙ୍ଗିଲେ ଜେଲ ଓ ଜରିମାନା କରାଯିବ ବୋଲି ନୋଟିସ...

ଧାମନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର

ଭଦ୍ରକ ଅଫିସ,୧।୧୧: ଆସନ୍ତା ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ସରିବ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଗତ ୨୮ ଓ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀ...

ଆଜି ରାଜ୍ୟରେ ୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୦୧।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ...

ଆଜିଠୁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧।୧୧: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପର୍ଯ୍ୟଟକମାନେ ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍‌ ଦେଇ ପ୍ରବେଶ କରିପାରିବେ। ପ୍ରକୃତିର ସୃଷ୍ଟି ଅପରୂପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri