ରାଜ୍ୟ

ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତାରେ ପ୍ରଶାସନ

କଟକ ଅଫିସ,୩୧ା୧୦: ଗୁଜରାଟ ଟ୍ରାଜେଡି ପରେ ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ସୋମବାର ଧବଳେଶ୍ୱର ଝୁଲା ପୋଲରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ କମ୍‌ କରି ଦିଆଯାଇଥିବା ବେଳେ ମଙ୍ଗଳବାର ଏହି ଝୁଲା...

ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାର ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓୱାନ ବିମାନ। ଏହି ବିମାନରେ...

ତୁଟୁନି ଏସ୍‌ଏଚ୍‌ଜି ମହିଳା ଟଙ୍କା ବାଣ୍ଟିବା ରାଜନୀତି

ଭୁବନେଶ୍ବର,୩୧ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଉପନିର୍ବାଚନରେ ବିପୁଳ ଟଙ୍କା କାରବାର ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଏସ୍‌ଏଚ୍‌ଜି ମହିଳାମାନଙ୍କ ଜରିଆରେ ବିଜେଡି ଟଙ୍କା କାରବାର କରୁଥିବା ନେଇ ଭାଜପା ଲଗାତର ଭାବେ ଅଭିଯୋଗ...

ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବାବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ବିଶେଷକରି ଏନ୍‌ପିଏସ୍‌ ବର୍ଗର ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକମାନଙ୍କୁ ଏଥିରୁ ବଞ୍ଚତ୍ତ କରିଛନ୍ତି, ଯାହାକୁ ନେଇ ପ୍ରାଥମିକ ଶିକ୍ଷକମାନେ ଅସନ୍ତୋଷ...

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟରୁ ସୋମବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୧୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ...

ଅଭିନୟରେ ହସାଉଥିଲେ, ଜରାଶ୍ରମରେ ଗୁମୁରି କାନ୍ଦୁଛନ୍ତି ମଣିଭଦ୍ର ବିଶ୍ୱାଳ

ପାରାଦୀପ,୩୧ା୧୦(ସ୍ବ.ପ୍ର.): ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି। ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ...

ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ

ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମହାନଦୀରେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର...

ଜାଗା ମିଶନ, ଆଶଙ୍କାରେ ଭୂମିହୀନ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ପ୍ରକୃତ ହିତାଧିକାରୀ ଚୟନ ପାଇଁ ଚୂଡ଼ାନ୍ତ ସର୍ଭେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।...

ପରାଗରେ ଚିକେନ୍‌ ବିରିୟାନୀ ଖାଇବା ଘଟଣା: ହେତୁବାଦୀଙ୍କ ବିରୋଧରେ ଏତଲା

ପୁରୀ ଅଫିସ, ୩୦ା୧୦: ଗତ ୨୫ତାରିଖରେ ହୋଇଥିବା ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀ ପରିଚୟ ଦେଇ କେତେଜଣ ବ୍ୟକ୍ତି ଚିକେନ୍‌ ବିରିୟାନୀ ଖାଇବା ସହ ବ୍ରାହ୍ମଣ ସମାଜକୁ ଆକ୍ଷେପ କରି ଅପମାନିତ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ରାଜ୍ୟ ଶାକଦ୍ୱୀପୀ ବ୍ରାହ୍ମଣ...

ଶ୍ରୀଲିଙ୍ଗରାଜଙ୍କ ରୋଷଘର ମରାମତି ହେଉ

ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିକାନ୍ତି ସେବା ସମ୍ପାଦନ ପାଇଁ ଛତିଶା ନିଯୋଗ ନିୟୋଜିତ ଅଛନ୍ତି। ସେହିଭଳି ନୀତିକାନ୍ତିରେ ଶଙ୍କୁଡ଼ି ଏବଂ ଶୁଖିଲି ଭୋଗ ଠାକୁରଙ୍କ ପାଖରେ ଲାଗି ହୋଇଥାଏ। ଏହି ଭୋଗ ପ୍ରସ୍ତୁତ ପାଇଁ ମନ୍ଦିର...

ରାଜମହଲ ଓଭରବ୍ରିଜରେ ଦୁର୍ଘଟଣା: କାର୍‌ ଧକ୍କାରେ ବିଏମ୍‌ସି ଇନ୍ସପେକ୍ଟର ମୃତ

ଭୁବନେଶ୍ୱର ୩୧ା୧୦ ( ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଓଭରବ୍ରିଜ ଉପରେ ରବିବାର ରାତି ପ୍ରାୟ ୧୨ଟା ୩୦ରେ ଏକ ଦୁର୍ଘଟଣା ଘଟିଛି। ଏଜି ଛକରୁ କଳ୍ପନା ଅଭିମୁଖେ ଯାଉଥିବା ବାଇକକୁ ପଛପଟୁ ଏକ କାର୍‌ (ଓଡି୦୨ସିଏ୦୯୮୭) ଧକ୍କା...

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଏୟାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri