ରାଜ୍ୟ

ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ ପେଟ ପାଇଁ ସ୍ବାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ରତ ବିକ୍ରି...

ଦୀପାବଳି ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଆଲୋକର ପର୍ବ ଦୀପାବଳି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କରୋନା ପ୍ରକୋପରେ ଦୀପାବଳି ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମଧାମରେ ଏହାକୁ ପାଳନ କରିବେ ରାଜଧାନୀବାସୀ । ତେବେ ଏହାକୁ ଶାନ୍ତିଶୃଙ୍ଖଳାର ସହ...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ ଭିକାରି ଓ ଯାଯାବରଙ୍କ ପାଇଁ ସହରର ଛବି ମଳିନ ପଡୁଛି। ସହରରୁ...

୫୦ବର୍ଷରେ ଶାନ୍ତିସ୍ତୂପ ଧଉଳି

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଦେଶର ଅନ୍ୟତମ ବୌଦ୍ଧ ଐତିହ୍ୟ ଶାନ୍ତିସ୍ତୂପ ଧଉଳିକୁ ଆସନ୍ତା ୨୮ ତାରିଖରେ ୫୦ବର୍ଷ ପୂରୁଛି। ତେଣୁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର...

ଜେଲରେ ଜଗବନ୍ଧୁଙ୍କୁ ଦେଖି କାନ୍ଦିଲେ ଅର୍ଚ୍ଚନା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ):ବଡ଼ବଡ଼ିଆ, ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ହନିଟ୍ରାପ୍‌ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ବାମୀ...

କିଶୋରଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁ ନ ଥିଲେ କିଶୋର। ମନୋବଳ ହରାଇ ଦେଇଥିଲେ। ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ଏବଂ କିଶୋରଙ୍କୁ ମିଳିଲା ବଞ୍ଚିବାର ରାହା। ଭୁବନେଶରସ୍ଥିତ ମଞ୍ଚେଶ୍ୱର...

ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲରେ ସିଦ୍ଧିକ୍ଷା ଦ୍ୱିତୀୟ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ):ଦୁବାଇଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ କଣ୍ଟେଷ୍ଟରେ ୨ୟ ରନର୍ସ ଅପ୍‌ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଯୁବତୀ ସିଧିକ୍ଷା ପ୍ରିୟଦର୍ଶିନୀ। ଏଥିସହ ଅନ୍ତର୍ଜାତୀୟ ମଡେଲ ଦୁନିଆରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ...

ଧନତେରସ୍‌ ପାଇଁ ଝାଡୁ ଅଭାବ

ବାଲିଅନ୍ତା,୨୪।୧୦(ଡି.ଏନ୍‌.ଏ.): ଧନତେରସରେ ଝାଡୁ ଏବଂ ସୁନା କିଣିଲେ ଶୁଭ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ରବିବାର ଧନତେରସ ପାଇଁ ଝାଡୁର ଅଭାବ ଦେଖିବାକୁ ମିଳିଥିଲା। ବାଲିଅନ୍ତା ହାଟ ବଜାରରେ ଲୋକେ ଝାଡୁ କିଣିବା ପାଇଁ ଲାଇନ ଲଗାଇଥିଲେ। ବଜାରକୁ ଆସିଥିବା...

ଅନୁରାଗ ପାଇଁ ଯୁବପିଢ଼ିଙ୍କ କ୍ରେଜ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ୟୁଟୁବର୍‌ ତଥା ବାଇକର୍‌ ଅନୁରାଗ ଦୋଭଲଙ୍କୁ ରବିବାର ଅପରାହ୍ନ ୪.୩୦ରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ ମଲ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ଆକର୍ଷଣୀୟ ବାଇକ୍‌ ନେଇ ଏଠାରେ ପହଞ୍ଚିବା ପରେ ପ୍ରଶଂସକମାନେ ଭିଡ଼ ଜମାଇଥିଲେ।...

ଦୀପାବଳିରେ ଭିଜିବ ଉପକୂଳ

ଭୁବନେଶ୍ୱର,୨୪।୧୦ (ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ରବିବାର ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ଘଣ୍ଟାପ୍ରତି ୧୭ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର...

ସୁରକ୍ଷା ଖୋଜୁଛି ସୁରକ୍ଷାକବଚ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍‌.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ।...

ଜିମ୍‌ ସେଣ୍ଟରରେ ନିଆଁ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱର ଜାଗମରାସ୍ଥିତ ଏକ ଫିଟ୍‌ନେସ୍‌ ସେଣ୍ଟର (ଜିମ୍‌)ରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଦୁଇ ମହଲା ବିଶିଷ୍ଟ କୋଠାରେ ଏହି ଜିମ୍‌ ସେଣ୍ଟର ରହିଛି। ଏହାର ପ୍ରବେଶ ପଥରେ ପ୍ରଥମେ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri