ରାଜ୍ୟ

ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୫।୧୦:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଜନ୍ମମାଟି ମୟୂରଭଞ୍ଜ ଜିଲାକୁ ଯାଇ ବହୁ ପ୍ରତୀକ୍ଷିତ ୩ଟିି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ...

ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି

ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିକଟିସ୍ଥ ସାନ୍ଦୁଲ ନଦୀରେ ବୁଡିଯାଇ ୨ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନେହା...

ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା...

ବ୍ୟବସାୟଙ୍କଠାରୁ ଟଙ୍କା ଲୁଟିନେଲେ ୪ ୱେବ ଖବରଦାତା: ଧରିଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ୫ଜଣଙ୍କ ମଧ୍ୟରୁ ୪ଜଣ ୱେବ ଖବରଦାତା ବୋଲି ଜଣାପଡିଛି।...

କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା: ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଟାଣିନେଲେ ପ୍ରଥମ ସ୍ତ୍ରୀ

କଟକ,୧୫।୧୦: କଟକ ଜିଲା ବାଙ୍କୀ କୋର୍ଟ ଆଗରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ବାମୀଙ୍କ ଶର୍ଟ କଲର ଧରି ଥାନାକୁ ଘୋଷାଡ଼ିନେଲେ ପ୍ରଥମ ସ୍ତ୍ରୀ। ମିଳିଥିବା ସୂଚନା ମୁତାବକ , ବ୍ୟକ୍ତିଙ୍କର ଜଣେ...

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ

ବାଲିଅନ୍ତା,୧୫।୧୦: ବାଲିଅନ୍ତା ଥାନା ସୁବାଳ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ, ଭାଇଙ୍କ ବୟସ ୮ ଓ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମିଳିଥିବା...

ଅମର ଶତପଥୀ ଭାଜପାରେ ଯୋଗ ଦେବେ କି: ଜାଣନ୍ତୁ କ’ଣ କହିଲେ….

ଭୁବନେଶ୍ୱର,୧୫।୧୦: ଅମର ଶତପଥି ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛନ୍ତି ଶିଳ୍ପମନ୍ତ୍ରୀଙ୍କ ସମ୍ପଦ ସ୍ବାଇଁ। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ପରେ ଶିଳ୍ପମନ୍ତ୍ରୀ କହିଛନ୍ତି ଇଏ ତ ଆରମ୍ଭ, ଆଗକୁ ଦେଖିବେ ଆହୁରି ନେତା ବିଜେଡି ଛାଡ଼ୁଛନ୍ତି। ବିଜେଡି, ଭାଜପାକୁ କପି...

ପୋଲିସ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣକଲେ ମଦ ବେପାରୀ: ଛଡ଼ାଇନେଲେ ମୋବାଇଲ, ପରିଚୟପତ୍ର

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣରେ ମଦ ବିକ୍ରି ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି। ବିଶେଷ କରି ଦିନର ଦ୍ୱିତୀୟ ପର୍ଯ୍ୟାୟରେ ମଦ ବିକ୍ରି ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ଲୁଚାଛପାରେ...

ଗାଁ ପଡ଼ିଆରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ

ମାଲକାନଗିରି,୧୫।୧୦: ମାଲକାନଗିରି ଥାନା ଏମ୍‌ଭି-୮ ଗାଁ ନିକଟ ପଡ଼ିଆରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୋଜନା ମୁତାବକ ପୁଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗାଁ...

ପ୍ରେମିକା ପାଇଁ  ୮ ମହଲାରୁ ଡେଇଁପଡ଼ିଲେ  ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ…

୧୫।୧୦: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବ ଇଞ୍ଜିନିୟର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା। ପ୍ରେମରେ ବିଫଳ ହୋଇ ରୋନିତ ଜୀବନ...

ରେରା ଆଇନ ହେବ ସଂଶୋଧନ

ସମ୍ବଲପୁର,୧୫।୧୦(ପ୍ରମୋଦ ବହିଦାର):ରେରା ଆଇନ ହେବ ସଂଶୋଧନ। ଆବଶ୍ୟକସ୍ଥଳେ ସମ୍ପୂର୍ଣ୍ଣ ଜମି ବଦଳରେ କିଛି ଅଂଶକୁ ଜମି ମାଲିକମାନେ ବିକ୍ରି କରିପାରିବେ। ସୋମବାର ସମ୍ବଲପୁର ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ...

ବିଶ୍ୱ ଅର୍ଥନୀତିର ଗ୍ରୋଥ୍‌ ଇଞ୍ଜିନ ହେବ ଭାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ,୧୫ା୧୦(ସୁନିତ୍‌ ମିଶ୍ର): ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷାନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ କରାଇବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri