ରାଜ୍ୟ

ଯୁକ୍ତ ୨ ନାମଲେଖା: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ; ୧ରେ ମେଧା ତାଲିକା

ଭୁବନେଶ୍ୱର,୨୭।୯(ବ୍ୟୁରୋ)- ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଯୁକ୍ତ୨ ନାମଲେଖା ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ଦେଢ଼ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି। ଆସନ୍ତା ଅକ୍ଟୋବର ୧ ତାରିଖ ଅପରାହ୍ନ ୨ଟାରେ...

ଯୁକ୍ତ ୩ ସ୍ପଟ୍‌ ନାମଲେଖା: ବୁଧବାର ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଯୁକ୍ତ ୩ ସ୍ପଟ୍‌ ନାମଲେଖା ପାଇଁ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ବୁଧବାର ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ବୁଧବାରଠାରୁ ଏହି ନାମଲେଖା ମଧ୍ୟ ଆରମ୍ଭ ହେବ। ମନୋନୀତ ଛାତ୍ରୀଛାତ୍ରମାନେ ବୁଧବାର ଅପରାହ୍ନ ୨ଟାରୁ ଅକ୍ଟୋବର ୧...

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା...

ପୂଜାରେ ଭିଜିବ ଓଡ଼ିଶା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅକ୍ଟୋବର ୨ ଓ ୩ ତାରିଖରେ...

ଧର୍ମେନ୍ଦ୍ରଙ୍କ ଘଣ୍ଟା, ସିସିଟିଭି ହାର୍ଡଡିସ୍କ ହେବ ଯାଞ୍ଚ

ଭୁବନେଶ୍ବର,୨୭।୯(ବ୍ୟୁରୋ): ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା...

ହାତୀ ଶାବକର ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨୭।୯: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଞ୍ଜ ନାଫ୍ରି ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହକୁ ମଙ୍ଗଳବାର ବନବିଭାଗ ଉଦ୍ଧାର କରିଛି । ବନବିଭାଗର ଅଧିକାରୀ ଓ ଡାକ୍ତରୀ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ପରେ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଞ୍ଜାମ,୨୭।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା। ସରପଞ୍ଚ ପ୍ରତିନିଧି ଓ ତାଙ୍କର ଜଣେ ସହଯୋଗୀଙ୍କଠାରୁ ଯନ୍ତ୍ରୀ ବିଲ୍‌ କରାଇଦେବାକୁ କହି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଡିସିନଲ...

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।...

ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ...

ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯:ଶ୍ରୀଜଗନ୍ନାଥଙ୍କ କୌଣସି ସମ୍ପତ୍ତି ବିକ୍ରି ବନ୍ଦ କରିବା ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ପିଟିଶନରେ ହସ୍ତକ୍ଷେପ କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ...

ଲଳିତ ମୋହନ ପଣ୍ଡା ପାଇବେ ଜାତୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୭।୯(ବ୍ୟୁରୋ):ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଗାଇଡ୍‌ ଭାବେ ଓଡ଼ିଶାର ଲଳିତ ମୋହନ ପଣ୍ଡା ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୧୮-୧୯ ପାଇଁ...

ବର୍ଷକରେ ବନ୍ଧାହେଲେଣି ୩୮

ଭୁବନେଶ୍ୱର,୨୭।୯ (ବ୍ୟୁରୋ):ଗିରଫଦାରି ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଦାଦାବଟି ଘଟଣା ବଢ଼ି ଚାଲିଛି। ବ୍ୟବସାୟିକ ସଂସ୍ଥା, ଜମି ମାଲିକ, କଣ୍ଟ୍ରାକ୍ଟରଙ୍କୁ ଅସାମାଜିକ ବ୍ୟକ୍ତିମାନେ ଦାଦାବଟି ମାଗି ପ୍ରାୟ ସମୟ ହଇରାଣ ହରକତ କରୁଛନ୍ତି। ବଟି ନ ପାଇଲେ ଆକ୍ରମଣ ଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri