ରାଜ୍ୟ

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୮।୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି। ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି। ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଗଞ୍ଜାମ ଜିଲା...

ଏଣିକି ଲିଙ୍ଗରାଜଙ୍କ ପୂଜା, ପ୍ରସାଦ ପାଇଁ ହେବ ଅନଲାଇନ ବୁକିଂ

ଭୁବନେଶ୍ୱର,୮।୯(ବ୍ୟୁରୋ): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଅନଲାଇନ୍‌ ସମନ୍ବିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ ଲାଗୁ ହେବ । ଏପରି ହେଲେ ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ। ଏ ନେଇ ଓଡ଼ିଆ ଭାଷା,...

ସୃଷ୍ଟି ହେଲା ଲଘୁଚାପ: ୯ରୁ ପ୍ରବଳ ବର୍ଷା!

ଭୁବନେଶ୍ୱର, ୮।୯(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ...

ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ।...

କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।...

ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା,୮।୯(ସ୍ବ.ପ୍ର.): ଓଡ଼ିଆ ପୁଅଙ୍କ ସଫଳତା। ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର। ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି...

ଟ୍ରେନ୍‌ରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର, ୮।୯(ବ୍ୟୁରୋ): ଟ୍ରେନ୍‌ରେ ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜିଥିଲେ ଓଡ଼ିଆ ଡାକ୍ତର। ବିନା ସରଞ୍ଜାମରେ ତାଙ୍କର ସଫଳ ତଥା ନିରାପଦ ପ୍ରସବ କରାଇ ଏବେ ସେ ଚର୍ଚ୍ଚାରେ। ମହିଳାଙ୍କର ଏକ କନ୍ୟା ସନ୍ତାନ...

ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ ତାଣ୍ଡି(୨୦) ଓ ଚନ୍ଦନ ଝାଙ୍କର (୧୨)। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ...

ଏଥର ଆକର୍ଷଣ ସାଜିବ ଅକ୍ଷରଧାମ ମନ୍ଦିର

ଭୁବନେଶ୍ୱର,୮।୯(ବ୍ୟୁରୋ): ୩୦ବର୍ଷରେ ପହଞ୍ଚତ୍ଛି ରସୁଲଗଡ଼ ଦୁର୍ଗାପୂଜା। ୧୯୯୨ରେ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପୂଜା ୨୦୧୯ରେ ସର୍ବାଧିକ ୮୦ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ତେବେ କୋଭିଡ୍‌ ପରିସ୍ଥିତି ପାଇଁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ...

ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର

କେନ୍ଦ୍ରାପଡ଼ା ଅଫିସ,୮ା୯:   କେନ୍ଦ୍ରାପଡ଼ା ବ୍ଲକ୍‌ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ...

କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୯(ବ୍ୟୁରୋ) : ଡିଆରଡିଓ ବୈଜ୍ଞାନିକ ଏବଂ ଭାରତୀୟ ସେନା ପକ୍ଷରୁ ଗୁରୁବାର ସଫଳତାର ସହ କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଭେଦ କରିଛି। ଡିଆରଡିଓୀ...

ନିଟ୍‌ ରେଜଲ୍ଟ ପ୍ରକାଶ: ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୯(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି)-୨୦୨୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଦେଶରେ ମୋଟ ୧୭,୬୪,୫୭୧ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୯୩,୦୬୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୬୩,୯୦୨ଜଣ ଛାତ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri