ରାଜ୍ୟ

ଓପିଏସ୍‌ସି ସଦସ୍ୟ ଭାବେ ଶପଥ ନେଲେ ସରିତା ସୁପକାର

କଟକ ଅଫିସ, ୩୧ା୮: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂତନ ସଦସ୍ୟ ଭାବେ ଡ. ସରିତା ସୁପକାର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ସୁପକାରଙ୍କୁ ଓପିଏସ୍‌ସି ଅଧ୍ୟକ୍ଷ ଡ. ସତ୍ୟଜିତ୍‌ ମହାନ୍ତି ଶପଥ ପାଠ...

ବେସରକାରୀ କଲେଜରେ ୨୭୪ ଅଧ୍ୟାପକ ନିଯୁକ୍ତ

ଭୁବନେଶ୍ୱର, ୩୧ା୮ (ବ୍ୟୁରୋ): ଉଚ୍ଚଶିକ୍ଷାର ବିକାଶ କରିବା ସହ ଏହାକୁ ଗତିଶୀଳ କରିବା ଦିଗରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧ୍ୟାପକମାନେ ଛାତ୍ରୀଛାତ୍ରମାନଙ୍କୁ କେବଳ ପାଠ୍ୟକ୍ରମ(ସିଲାବସ୍‌)ରେ ସୀମିତ ନ ରଖି ସେମାନଙ୍କୁ ବର୍ତ୍ତମାନ ସମାଜରୁ ଶିକ୍ଷାଲାଭ କରିବା ସହ ବାସ୍ତବ...

ସମସ୍ୟାକୁ ଅଣଦେଖା କରୁଛି ପୌର ପ୍ରଶାସନ

ଖୋର୍ଦ୍ଧା ଅଫିସ,୩୧ା୮: ବୁଧବାର ଖୋର୍ଦ୍ଧା ପୌର ପ୍ରଶାସନ ପାଳିବ ୬୩ତମ ସ୍ବାୟତ୍ତ ଶାସନ ଦିବସ। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଓ ରାସ୍ତାକଡ଼ କ୍ୟାବିନ ସହରର...

ବଢୁଛି ଚୋରି, ମାମଲା ରୁଜୁକରି ପୋଲିସ ଚୁପ୍‌

ଖୁଣ୍ଟୁଣୀ,୩୧ା୮(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନ...

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର ପରିଷଦକୁ ମ୍ୟୁନିସିପାଲ କର୍ପୋରେଶନ (ମହାନଗର ନିଗମ) ଘୋଷଣା କଲେ। ୨୦୧୭ ଅଗଷ୍ଟ ୩୧...

ରାଜତନ୍ତ୍ରର ସ୍ମୃତି ବଖାଣୁଛି ବାରିପଦା ପୌର ପରିଷଦ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୭ ବର୍ଷରେ ପଦାର୍ପଣ କରିଛି। ମୟୂରଭଞ୍ଜ ରାଜତନ୍ତ୍ରର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି ଆୟତନକୁ ନେଇ ୧୯୦୫ ଜୁଲାଇ ୧ତାରିଖରେ ପୌରପରିଷଦ କାର୍ଯ୍ୟାରମ୍ଭ କରିଥିଲା। ମହାରାଜାଙ୍କ...

ସରଗରମ ଏତଲା ରାଜନୀତି

ଆନନ୍ଦପୁର,୩୧ା୮(ସ୍ବ.ପ୍ର.): ବିଜେଡି ଓ ଭାଜପା ମଧ୍ୟରେ ପରସ୍ପର ବିରୋଧୀ ଏତଲାକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକଙ୍କ ବିରୋଧରେ ଭାଜପା ଜିଲା ପରିଷଦ ସଦସ୍ୟା ଗାଳିଗୁଲଜ ଓ ଦୁର୍ବ୍ୟବହାର...

ରାଜଧାନୀରେ ଘଟିଚାଲିଛି ଅପରାଧ, ପୋଲିସ ଚୁପ୍‌: ଭାଜପା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ବଳାତ୍କାର, ଠକେଇ, ଡକାୟତି ଓ ମୋଟରଯାନ ଦୁର୍ଘଟଣା...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ

ଭୁବନେଶ୍ୱର,୩୧ା୮(ବ୍ୟୁରୋ):ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକରଙ୍କୁ ଭେଟିଛନ୍ତି। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ ନେଇ ସେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି ବିଞ୍ଝାରପୁର ପୋଲିସକୁ ପିହୁଙ୍କ ସମ୍ପର୍କରେ ଖବର ଦିଅନ୍ତି ତେବେ ସେ ବ୍ୟକ୍ତିଙ୍କୁ ପୁରସ୍କାର...

ବ୍ରିଜ୍‌ରେ ସ୍କୁଟି ରଖି ଚାଲିଯିବାରୁ ଅଡୁଆ

ବାରଙ୍ଗ,୩୧।୮(ଡି.ଏନ.ଏ.): ଗତ କିଛିଦିନ ଧରି କଟକ ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ମଙ୍ଗଳବାର ଭୋରୁ ଉକ୍ତ ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରହିଥିଲା। ଏହା ଦୀର୍ଘ ସମୟ...

ଗାଁ ହେବ ପରିବାର,ଏକାଠି ଖାଇବେ ନୂଆଁ

ସମ୍ବଲପୁର,୩୧ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଗୋଟିଏ ପରିବାର ଭିତରେ ପାଳନ ହୋଇଥାଏ। ପରିବାର ସଦସ୍ୟ ଏକାଠି ହୋଇ ନୂଅଁା (ନବାନ୍ନ) ଖାଇଥାନ୍ତି। ପରେ ଗୁରୁଜନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି। ହେଲେ ସ୍ଥାନୀୟ ଉତ୍ସବ ପରିବାର ପ୍ରଚେଷ୍ଟାରେ ସମ୍ବଲପୁର ଜିଲାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri