ରାଜ୍ୟ

ଡମ୍ଫର ଧକ୍କାରେ ୨୦ ଫୁଟ୍‌ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଓଟୋରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ...

ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୬।୮: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରାଣକେନ୍ଦ୍ର କୁହାଯାଉଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନରେ ହଠାତ୍‌ ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ନିଆଁ ଲାଗିଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ମେଡିକାଲ...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ୭୭ ବର୍ଷିୟ ବ୍ୟକ୍ତି। ସେ ଡାଇବେଟିସ ମେଲିଟିସ ରୋଗରେ ପୀଡିତ ଥିଲେ।...

ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ ଅଫିସ,୨୬।୮: ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗୁରୁବାର ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧୀନ ଗଙ୍ଗପୁର...

ସୀମା ଚିହ୍ନଟ ଉପରେ ଗୁରୁତ୍ୱ ଦେଲେ କମିବ ବିବାଦ

ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ମକା ଚାଷ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ଜମିରେ ମକାଚାଷକୁ...

କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ...

ବାଗ୍‌ଚୀଙ୍କୁ ଭେଟିଲେ ଆମେରିକା କନ୍‌ସୁଲେଟ

ଭୁବନେଶ୍ବର,୨୬ା୮(ବ୍ୟୁରୋ):ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍‌ ରୁଥ୍‌ ଗୁରୁବାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରୁଥ୍‌ଙ୍କ ସହ ରାଜନୈତିକ...

ସୁରକ୍ଷା କର୍ମୀ ନିଲମ୍ବିତ, ଷ୍ଟାଫ୍‌ନର୍ସଙ୍କୁ ତାଗିଦ୍‌

ଢେଙ୍କାନାଳ ଅଫିସ, ୨୬।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡେଇଁ ୨ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଶେଷ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣେ ସୁରକ୍ଷା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ...

ସନ୍ତୋଷଜନକ ହେଉନି ଶିକ୍ଷାଦାନ

ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ ବିଦ୍ୟାଳୟରେ ନାହାନ୍ତି ପ୍ରଧାନ ଶିକ୍ଷକ, କଳା ଶିକ୍ଷକ ଓ ଖେଳ ଶିକ୍ଷକ। ଦୀର୍ଘଦିନ...

ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର ଅଫିସ୍‌/ଦେଓଗଁା,୨୬ା୮(ଡି.ଏନ୍‌.ଏ.): ସ୍କୁଲରେ ପ୍ରଧାନଶିକ୍ଷକ ୫ଜଣ ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଅସଦାଚରଣ କରିଆସୁଥିଲେ। ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁରସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିବା ପରେ ଗୁରୁବାର ଗ୍ରାମବାସୀ ସ୍କୁଲ ଘେରାଉ କରିିଥିଲେ। ଅଭିଯୁକ୍ତ...

ଜଙ୍ଗଲରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ

କର୍ଲାମୁଣ୍ଡା,୨୬ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରାସ୍ତାର ଅଲାତରା ସନ୍ନିକଟ ସୁନାମୁଖୀ ଜଙ୍ଗଲରେ ଜଣେ ଯୁବକର ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳେ ଖବର ପାଇ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ...

ଖସିଲା କରୋନା ଗ୍ରାଫ୍‌: ଆଜି ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୩୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୩ ଜଣ ଚିହ୍ନଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri