ରାଜ୍ୟ

ଘୂର୍ଣ୍ଣିବଳୟ: ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ମ୍ୟାନ୍‌ମାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ୨୩ ଓ ୨୪ ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର...

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଭୁବନେଶ୍ୱର,୨୩ା୮ (ବ୍ୟୁରୋ):ଭୁବନେଶ୍ୱର ରେଳଷ୍ଟେଶନଠାରୁ ମାତ୍ର ୧୦୦ ମିଟର ଦୂରରେ ସୋମବାର ରାତି ୮.୩୫ରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଝାଡ଼ଖଣ୍ଡର ଚକ୍ରଧରପୁରରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେଶନ ନିକଟରେ...

ବନ୍ୟାଞ୍ଚଳରେ ବଣ୍ଟାଯିବ ସାନିଟାରି ନାପ୍‌କିନ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ବନ୍ୟା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ ଦିଆଯିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଯୁଗ୍ମ ସ୍ବତନ୍ତ୍ର ରିଲିଫ୍‌୍‌ କମିଶନର ପଦ୍ମନାଭ ବେହେରା ବନ୍ୟା ପ୍ରଭାବିତ ଜିଲାର ଜିଲାପାଳଙ୍କୁ...

ବିଏମ୍‌ସି ଟ୍ୟାକ୍ସ କଲେକ୍ଟର, ଅବସରପ୍ରାପ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ହୋଲ୍ଡିଂ ଟ୍ୟାକ୍ସ ପରିମାଣ କମାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ସହଯୋଗୀ ତଥା ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ।...

୫-ଟି ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୨୩।୮ (ବ୍ୟୁରୋ):ପ୍ରକଳ୍ପ ଓ ସେବାରେ ଅଧିକ ଦକ୍ଷତା ଆଣିବା ପାଇଁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଶାସନ ମଡେଲର ୫-ଟି ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ପ୍ଲାଟିନମ୍‌ ଜୁବିଲି...

ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ):୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ୨୦୧୮ରେ ପ୍ରଥମଥର ପାଇଁ ଏହି ମହାକୁମ୍ଭର ସଫଳତା ପରେ ଦ୍ୱିତୀୟଥର ଲାଗି ଓଡ଼ିଶାରେ ଏହାର ଆୟୋଜନ ହେବାକୁ ଯାଉଛି। ଏଥିସହିତ ରାଜ୍ୟ ୨୦୧୭ରେ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌...

ସମୁଦ୍ରକୁ ଯାଉଛି ଅଧା ପାଣି

ଭୁବନେଶ୍ୱର,୨୩ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ଓ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ କ୍ରମଶଃ ହ୍ରାସ ପାଇଚାଲିଛି। ଓଡ଼ିଶାର ଅନେକ ନଦୀ ବର୍ଷାଦିନେ ଶୁଖିଲା ପଡୁଛି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଦେବଗଡ଼, ୨୨।୮(ଡି.ଏନ୍‌.ଏ.): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମରେ । ଗ୍ରାମର ରମେଶ ମହାନନ୍ଦଙ୍କ ପରିବାରର ୭ ଜଣ...

ଏସ୍‌ଆରସିଙ୍କୁ ଭେଟିଲା ରାଜ୍ୟ ଭାଜପା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଏସ୍‌ଆରସି ପ୍ରଦୀପ କୁମାର ଜେନାଙ୍କୁ ଭେଟିଲା ରାଜ୍ୟ ଭାଜପା। ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ସୋମବାର ଏସ୍‌ଆରସିଙ୍କୁ ଭେଟି ଭାଜପା ବନ୍ୟା ବିଷୟରେ ଆଲୋଚନା କରିଛି।...

ସୁବର୍ଣ୍ଣରେଖାରେ ବନ୍ୟାଜଳ ସ୍ଥିର: ମନ୍ତ୍ରୀ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟର କେତେକ ଜିଲାରେ ବନ୍ୟା ସ୍ଥିତି ଦେଖା ଦେଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର ରହିଛି। ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଗତ ୮ ଘଣ୍ଟା...

ମୁଖ୍ୟ ସ୍ରୋତକୁ ଫେରିଲେ ୫ଶହ ମାଓବାଦୀ ସମର୍ଥକ, ଭାଙ୍ଗିଲେ ଶହୀଦ ସ୍ତମ୍ଭ

ଚିତ୍ରକୋଣ୍ଡା/ମାଲକାନଗିରି,୨୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟାଠାରେ ସୋମବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ବାଭିମାନ ଅଞ୍ଚଳ ରାଲେଗା ଓ ଧୂଳିପୁଟ ପଞ୍ଚାୟତ ଅଞ୍ଚଳରୁ ୧୮୦ ମିଲେସିଆ ଏବଂ ୩୧୭...

ବନ୍ୟାଞ୍ଚଳରେ ବଢ଼ୁଛି ରୋଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟର କେତେକ ଜିଲାରେ ବନ୍ୟା ହୋଇଥିବା ବେଳେ ସେଠାରେ ରୋଗ ବଢ଼ୁଥିବା ଦେଖାଯାଉଛି। ବିଶେଷ କରି ଜଳବାହିତ ରୋଗ, ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ଭୟ ମଧ୍ୟ ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri