ରାଜ୍ୟ

ଅଣ୍ଡା ମୂଲ୍ୟ ମିଳୁନି, କୁକୁଡ଼ା ଚାଷୀ ହତାଶ

ବାରିପଦା ଅଫିସ,୮।୮: ମୟୂରଭଞ୍ଜ ଜିଲାର କୁକୁଡ଼ା ଚାଷୀମାନେ ଦିନକୁ ଦେଢ଼ ଲକ୍ଷ ଅଣ୍ଡା ଉତ୍ପାଦନ କରୁଥିବା ବେଳେ ବଜାର ବ୍ୟବସ୍ଥା ନ ଥିବାରୁ ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି। ଜିଲାର ଆବଶ୍ୟକତାଠାରୁ ଢ଼େର ଅଧିକ ଅଣ୍ଡା ଉତ୍ପାଦନ ହେଉଥିବାରୁ ମୂଲ୍ୟ...

ମହାକାଳପଡ଼ା ଦେଇ ଯିବ ଗ୍ରୀନ୍‌ଫିଲ୍ଡ ରାଜପଥ

ମହାକାଳପଡ଼ା,୮ା୮ (ଡି.ଏନ୍‌. ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ରାଜପଥ। ଏହି ରାଜପଥ ନିର୍ମାଣ ହେଲେ ସମୁଦ୍ର ଉପକୂଳ ଅଞ୍ଚଳ ପଶ୍ଚିମବଙ୍ଗର କୋଲକାତା ପର୍ଯ୍ୟନ୍ତ ପରିବହନ, ଗମନାଗମନ ସୁଦୃଢ ହେବ ବୋଲି...

ବାଣିଜ୍ୟ କର ଓ ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର ଅଫିସ,୮ା୮: ବାଣିଜ୍ୟ କର ଓ ଜିଏସଟି,କଟକର ଅତିରିକ୍ତ କମିଶନର ପୀୟୁଷ ପାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବ୍ୟାସନଗର,କଟକ, ଭୁବନେଶ୍ବର...

ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା

ଭୁବନେଶ୍ୱର,୮।୮(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସୋମବାର ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ୨୦ ମିନିଟ୍‌ ଧରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ...

ଅସରାଏ ବର୍ଷାରେ ଶ୍ରେଣୀଗୃହରେ ପାଣି

ନାଉଗାଁ,୮ା୮(ସ୍ବ.ପ୍ର): ନାଉଗାଁ ବ୍ଲକ ଶିଖର ପଞ୍ଚାୟତରେ ରହିଛି ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ପିଲା ସଂଖ୍ୟା ୫୨। ମାତ୍ର ପିଲା ପଢ଼ିବା ପାଇଁ କେବଳ ୨ଟି ଶ୍ରେଣୀଗୃହ ରହିଛି। ବିଦ୍ୟାଳୟରେ ଶ୍ରେଣୀ ଗୃହର...

ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲା...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ସୋମବାର ରାଜ୍ୟରୁ ୬୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୯,୫୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।...

ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି...

ଆଶା ଆଶଙ୍କାରେ ୧୫୦୦ ବୁଣାକାର

ରସୁଲପୁର,୮ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁ ବୁଣାକାରବହୁଳ ଗାଁ ଅଟେ। ଏଠାରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ବସବାସ କରୁଛନ୍ତି। ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ଉକ୍ତ ବୁଣାକାର ସମ୍ପ୍ରଦାୟ ରବିବାର ୮ମ...

୯୩ ବର୍ଷ ପରେ ହେବ ନୂତନ ବନ୍ଦୋବସ୍ତ

ଚଣ୍ଡିଖୋଲ, ୮ା୮ (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲର ୯ଟି ରାଜସ୍ବ ମୌଜା ୧୯୨୯ ପରେ ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ହୋଇପାରି ନ ଥିଲା। ଯେଉଁଥିପାଇଁ ଉକ୍ତ ମୌଜାର ୧୫ ହଜାର ଅଧିବାସୀ ନାହିଁ ନ ଥିବା ଦୁଃଖ ଭୋଗ...

ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ କିଭଳି ସନ୍ତୁଳନ ରହିବ, ତାକୁ ନେଇ ବକୁଳ ଫାଉଣ୍ଡେଶନ ପକ୍ଷରୁ ଗ୍ରୀନରାଖୀ କ୍ୟାମ୍ପେନ୍‌...

ନିର୍ଯାତନା ସହି ନ ପାରି ନବବଧୂ ଜୀବନ ହାରିବା ଘଟଣା: ସ୍ତ୍ରୀ ମୃତଦେହ ଦେଖିବାକୁ ଆସିଲେନି ସ୍ବାମୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ସାତ ଜନ୍ମର ସାଥୀ ହୋଇ ସାରା ଜୀବନ ହସଖୁସିରେ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀଙ୍କ ହାତ ଧରିଥିଲେ। ହେଲେ ବିବାହର କେଇ ଦିନ ପରେ ସ୍ତ୍ରୀଙ୍କ ଦାନ୍ତ ରୋଗକୁ କ୍ୟାନସର ଭାବି ନିର୍ଯାତନା ଦେବା ସହ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri