ରାଜ୍ୟ

କମର୍ସିଆଲ ଗ୍ୟାସ୍‌ ମୂଲ୍ୟ ୩୬ ଟଙ୍କା ହ୍ରାସ

ଭୁବନେଶ୍ୱର,୨/୮: କ୍ରମାଗତ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଛି। ତା’ର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଗତ କିଛି ମାସ ହେବ ଦେଶରେ ତୈଳ ଉତ୍ପାଦଗୁଡ଼ିକର ମୂଲ୍ୟ ପରିବର୍ତ୍ତନ ହେଉଛି। ଏପରିକି କମର୍ସିଆଲ ଗ୍ୟାସ୍‌...

ଚାରା ରୋପଣରେ ଦୁର୍ନୀତି

ଭୁବନେଶ୍ୱର,୨ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ବାନ ହୋଇଛି। ଜଙ୍ଗଲ ଧ୍ୱଂସ ଏହାର ଏକ ପ୍ରମୁଖ କାରଣ। ବନୀକରଣ ଉପରେ ସବୁସ୍ତରରେ ଜୋର ଦିଆଯାଉଛି। କିନ୍ତୁ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ହେଉଥିବା ଅନିୟମିତତା...

ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର,୧।୮(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେଲେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର। ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ସୋମବାର ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଧାୟକ ପ୍ରଦୀପ୍ତ ନାଏକ...

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ସରିଲା ବଜେଟ ଅଧିବେଶନ

ଭୁବନେଶ୍ବର,୧।୮(ବ୍ୟୁରୋ): ସରିଲା ବିଧାନସଭା ବଜେଟ ଅଧିବେଶନ। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍‌ ଅଧିବେଶନ ଶେଷ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା। ଫଳରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ...

ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’: ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୧।୮(ବ୍ୟୁରୋ): ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ ମାମଲା। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ମିଳିମିଳା ଓ ହାଡଫୁଟିଠାରୁ...

ବାଲୁକାକଳାରେ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧ା୮(ଡି.ଏନ୍‌.ଏ.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମର ଯୁବ ପ୍ରତିଭା ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକାକଳା ମାଧ୍ୟମରେ ମୀରାବାଈଙ୍କୁ ଶୁଭେଚ୍ଛା...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଓଡ଼ିଶାର ୨୬ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ସେଥିପାଇଁ ୨୬ ବିଧାୟକ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ମଙ୍ଗଳବାର ଦିଲ୍ଲୀ ଯିବେ। ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ଭାଜପାର...

ମଧ୍ୟାହ୍ନଭୋଜନ ଅର୍ଥ ହେରଫେର

ଖୋର୍ଦ୍ଧା ଅଫିସ,୧ା୮: ସରକାରୀ ଆଶ୍ରମ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା, ସୁସ୍ଥ ପରିବେଶ, ଉତ୍ତମ ଖାଦ୍ୟପେୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେବେ କେତେକ ସ୍କୁଲରେ ପିଲାଙ୍କ ସାମଗ୍ରୀ ବାଟମାରଣା ହେଉଛି। ଖୋର୍ଦ୍ଧା...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ପ୍ରସଙ୍ଗ। ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏଥିପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଗୃହକୁ ୧୧.୩୦ ଯାଏ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ ପୂର୍ବତନ ବିଧାୟକ

ଭୁବନେଶ୍ୱର,୧ା୮(ବ୍ୟୁରୋ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ୩୦ ପୂର୍ବତନ ବିଧାୟକ ଭେଟିଛନ୍ତି। ପେନ୍‌ସନ୍‌ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ...

ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ

ପରଜଙ୍ଗ,୧ା୮(ଡି.ଏନ୍‌.ଏ.): ଜଳାଭିଷେକ କରିବାକୁ ଆସି କେନାଲରେ ଭାସି ଯାଇଛନ୍ତି ଜଣେ କାଉଡ଼ିଆ। ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋଗାଁସ୍ଥିତ ରେଙ୍ଗାଳି ବାମପାର୍ଶ୍ୱ କେନାଲରେ। ନିଖୋଜ ଭକ୍ତ ଜଣଙ୍କ ତାଳଚେରର ୧୬ ବର୍ଷୀୟ ବାଳକ...

ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୬ ସେକେଣ୍ଡର ଏହି ଭିଡିଓରେ କଳା ବାଘଟି ଏକ ଗଛ ଉପରକୁ ଚଢ଼ୁଥିବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri